Browsing Category

ମନୋରଞ୍ଜନ

ଇଣ୍ଟରନେଟରେ ଧମାଲ ମଚାଇଲେ ଓଡ଼ିଆ ଝିଅ ! ରାତାରାତି ସୋନମ କପୁର ଦେଲେ ବଲିଉଡ଼ ଅଫର

ପ୍ରିୟା ପ୍ରକାଶଙ୍କ ପରି ରାତାରାତି ଇଣ୍ଟରନେଟରେ ଚର୍ଚ୍ଚା ପାଲଟିଛନ୍ତି ଜଣେ ଓଡ଼ିଆ ଝିଅ। ଆମେରିକାରେ ଚିକାଗୋଠାରେ ରହୁଥିବା ଓଡ଼ିଆ ଝିଅ ଲିସା ମିଶ୍ର ନିଜର ସଂଗୀତ ଦକ୍ଷତା ପାଇଁ ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛନ୍ତି। ଲିସା ମିଶ୍ରଙ୍କୁ ଲୋକପ୍ରିୟ ସଜାଇଛନ୍ତି ବଲିଉଡ୍ ଅଭିନେତ୍ରୀ ସୋନମ…
Read More...

ଆଇପିଏଲରେ ବେଟିଂ କରୁଥିଲେ ସଲମାନଙ୍କ ଭାଇ ! କ୍ରାଇମବ୍ରାଞ୍ଚ ର ୫ ଘଣ୍ଟାର ଜେରା ପରେ ସତ ମାନିଲେ ଅରବାଜ

ଶେଷରେ ସତ ମାନିଲେ ବଲିଉଡ ଦବଙ୍ଗ ଖାନଙ୍କ ଭାଇ ଅରବାଜ ଖାନ । ୨୦୧୮ ଆଇପିଏଲ କିକ୍ରେଟ ମ୍ୟାଚରେ ବେଟିଂ କରିଥିବା ନେଇ ଦୋଷ ସ୍ୱୀକାର କରିଛନ୍ତି ଅରବାଜ । ଦିନ ୧୧ ଟାରୁ ୩ ଟା ପର୍ଯ୍ୟନ୍ତ ଅରବାଜଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ଦୀର୍ଘ ୫ଘଣ୍ଟାର ମାରାଥନ ଜେରା ପରେ ସୋନୁ ଜଲାନଙ୍କ…
Read More...

ସ୍ୱାମୀ ପୋଲିସ୍ ହେପାଜତରେ ,ସ୍ତ୍ରୀ ପାର୍ଟିରେ ! ଏପଟେ ଅରବାଜ ଅଛନ୍ତି ପୋଲିସ୍ ଘେରରେ ସେପଟେ ମଲାଇକା କରୁଛନ୍ତି…

ବ୍ରେକଅପ୍ କିମ୍ବା ଛାଡପତ୍ର ପରେ ଜୀବନରେ ଆଗକୁ ବଢିବା କେହି ମଲାଇକା ଅରୋରାଙ୍କ ଠାରୁ ଶିଖନ୍ତୁ । ଗୋଟେ ପଟେ ତାଙ୍କର ପୂର୍ବ ସ୍ୱାମୀ କ୍ରାଇମବ୍ରାଂଚ ଘେରରେ, ଏବଂ ଅନ୍ୟପଟେ ଏ ସମସ୍ତ କଥାକୁ ନଜର ଅନ୍ଦାଜ କରି ଗର୍ଲଗ୍ୟାଙ୍ଗଙ୍କ ସହ ପାର୍ଟି ମନାଉଛନ୍ତି ମଲାଇକା । ସୋସିଆଲ ମିଡିଆରେ…
Read More...

କ୍ରାଇମବ୍ରାଂଚ୍ କାର୍ଯ୍ୟାଳୟରେ ହାଜର ହେଲେ ଅରବାଜ୍ ଖାନ୍ ! ଆଇପିଏଲ ବେଟିଂ ମାମଲାରେ ହେବ ପଚରାଉଚରା

କନକ ବ୍ୟୁରୋ : କ୍ରାଇବ୍ରାଂଚରେ ହାଜର ହେଲେ ଅରବାଜ୍ ଖାନ୍ । ଠାଣେ କ୍ରାଇମବ୍ରାଂଚ୍ କାର୍ଯ୍ୟାଳୟରେ ଆଜି ହାଜର ହୋଇଛନ୍ତି ବଲିଉଡ୍ ଅଭିନେତା ଅରବାଜ୍ ଖାନ୍ । ଆଇପିଏଲ ବେଟିଂ ମାମଲାରେ ତାଙ୍କୁ ପଚରା ଉଚରା କରାଯିବ । ଏହି ମାମଲାରେ ଅରବାଜଙ୍କୁ ମୁମ୍ବାଇ ପୋଲିସ ସମନ୍ ଜାରି କରିଥିଲା । ନିକଟରେ…
Read More...

ଭାଇଜାନଙ୍କୁ ଚାପୁଡା ମାରିଲେ ମିଳିବ ୨ଲକ୍ଷ ଟଙ୍କାର ପୁରସ୍କାର: ସଲମାନଙ୍କ ଏହି ସିନେମାର ରିଲିଜ ଉପରେ ପ୍ରଶ୍ନ ଉଠାଇଲା…

ବିବାଦରେ ସଲମାନ ଖାନଙ୍କ ଫିିଲ୍ମ ଲଭରାତ୍ରୀ । ସଲମାନଙ୍କ ପ୍ରଯୋଜନା ସଂସ୍ଥା ଦ୍ୱାରା ନିର୍ମିତ ଏହି ଫିଲ୍ମକୁ ବିରୋଧ କରିଛନ୍ତି ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଅଧ୍ୟକ୍ଷ ପ୍ରବୀଣ ତୋଗାଡିଆଙ୍କ ନୂଆ ସଂଗଠନ ‘ହିନ୍ଦୁ ହୈ ଆଗେ’ର ଆଗ୍ରା ମୁଖ୍ୟ ଗୋବିନ୍ଦ ପରାସର । ଏହି ସଂଗଠନର କର୍ମକର୍ତାମାନେ…
Read More...

ପୁଣିଥରେ ଓଲିଉଡରେ ଜାଦୁ ଦେଖାଇବା ପାଇଁ ଅଣ୍ଟା ଭିଡିଲେଣି ବାବୁସାନ୍ ମହାନ୍ତି ! “ଲୋକାଲ୍ ଟୋକା ଲଭ୍ ଚୋଖା”ରେ ଆସିବେ…

ପୁଣିଥରେ ନିଜ ରୋମାନ୍ସ ଓ କମେଡିର ତଡକା ଭେଟି ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି ଅଭିନେତା ବାବୁଶାନ ମହାନ୍ତି । ଆଉ ଏଥର ବାବୁଶାନଙ୍କ ସହ ରୋମାନ୍ସ କରିବାରେ ନଜର ଆସିବେ ଓଲିଉଡ୍ ସୁନ୍ଦରୀ ସନମୀରା । ଆଗାମୀ ଫିଲ୍ମ ‘ଲୋକାଲ ଟୋକା ଲଭ୍ ଚୋଖା’ରେ ଏହି ଯୋଡି ଦେଖାଇବେ ନିଜ କମାଲ । ନିକଟରେ ଏହି…
Read More...

ସଙ୍ଗୀତପ୍ରେମୀକୁ ରେଡ଼ିଓ ଚକଲେଟର ଉପହାର : ରିଲିଜ କଲା ସଙ୍ଗ ‘ଜିଇଁବାଟା କେଡ଼େ ମୁସ୍କିଲ’, କଣ୍ଠଦାନ କରିଛନ୍ତି ଅନନ୍ୟା…

ରେଡିଓ ଚକଲେଟ୍ ୧୦୪ ଏଫଏମ୍ ତରଫରୁ ମୁକ୍ତିଲାଭ କରିଛି ଏକ ମନଛୁଆଁ ମେଲୋଡିୟସ ରୋମାଂଟିକ୍ ସଙ୍ଗ ‘ଜିଇଁବାଟା କେଡେ ମୁସକିଲ’ । ଗୀତଟିକୁ ୟୁଟ୍ୟୁବରେ ରିଲିଜ୍ କରାଯାଇଛି । ଆଉ ସୋସିଆଲ୍ ମିଡିଆରେ ମଧ୍ୟ ଏହି ଗୀତକୁ ସଙ୍ଗୀତପ୍ରେମୀ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଏହି ମନଛୁଆଁ ଗୀତରେ…
Read More...

“ପାଟଣାଗଡ ୨୩ ଫେବୃୟାରୀ ଓଡିଶା ୨୦୧୮ ” ସିନେମାରେ ପୁଞ୍ଚିଲାଲ୍ ଭୂମିକାରେ ନଜର ଆସିବେ ଏହି ବଲିଉଡ୍ ଅଭିନେତା !…

ପାଟଣାଗଡ଼ ବୋମା ବିସ୍ଫୋରଣର ହୃଦୟ ବିଦାରକ କାହାଣୀକୁ ଆଜି ମଧ୍ୟ କେହି ଭୁଲି ପାରୁନାହାଁନ୍ତି । ଏହା କୌଣସି ଫିଲ୍ମର କାହାଣୀ ଠାରୁ କମ୍ ନଥିଲା । ଇତିହାସରେ ପ୍ରଥମ ଥର ଘଟିଛି ଏଭଳି ଦୁର୍ଘଟଣା । ଯାହାର ଚିତ୍ର ସାମ୍ନାକୁ ଆସିଲେ ଛାତି ଥରି ଉଠୁଛି । ବିଶ୍ୱାସ ହେଉନାହିଁ ସେ ଦିନର ବାସ୍ତବ…
Read More...

କପୁର ଲାଡଲା ଏବଂ ଚୁଲବୁଲି ଆଲିଆଙ୍କ ମଧ୍ୟରେ ଡେଟିଂ! ଆଲିଆଙ୍କ ସହ ଥିବା ସଂପର୍କକୁ ସ୍ୱୀକାର କଲେ ରଣବୀର !

ବଲିଉଡ୍ ଅଭିନେତା ରଣବୀର କପୁର ନିଜର ପ୍ରୋଫେସନାଲ ଲାଇଫଠାରୁ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଏଇ କିଛି ଦିନ ହେବ ତାଙ୍କ ନାମ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହିତ ଯୋଡ଼ା ଯାଉଛି। ଅୟାନ୍ ମୁଖାର୍ଜୀଙ୍କ ସିନେମା ‘ବ୍ରହ୍ମାସ୍ତ୍ର’ରେ ଆଲିୟା ଓ ରଣବୀରଙ୍କୁ ପ୍ରଥମଥର ଏକାଠି…
Read More...

ଚର୍ଚ୍ଚାରେ ଆମିର: ନିଜର ଏକ ଫେସବୁକ୍ ପୋଷ୍ଟକୁ ନେଇ ଟ୍ରଲର୍ସଙ୍କ ଶିକାର ହେଲେ ମିଷ୍ଟର ପରଫେକ୍ଟ

ନିଜର ଏକ ଫେସବୁକ ପୋଷ୍ଟକୁ ନେଇ ଏବେ ଚର୍ଚ୍ଚାରେ ଅଭିନେତା ଆମିର ଖାନ୍ । ଯେଉଁଥିରେ ସେ ଝିଅ ଇରା ସହ ନଜର ଆସିଛନ୍ତି । ତେବେ ସବୁବେଳେ ବିବାଦରୁ ଦୂରେଇ ରହୁଥିବା ଆମିରଙ୍କୁ ଏଥର ଟ୍ରଲର୍ସଙ୍କ ଶିକାର ହେବାକୁ ପଡିଛି । ଆମିର ନିଜ ଝିଅ ଇରା ସହ ଏହି ଫଟୋଟି ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ…
Read More...