Browsing Category

ବିଜେପି

ପ୍ରଧାନମନ୍ତ୍ରୀ ମୋଦିଙ୍କ କଂଗ୍ରେସକୁ ପ୍ରହାର ! କହିଲେ , ଜନତାଙ୍କ ଭଲ ଅପେକ୍ଷା ନିଜକୁ ମଲେଇ ଯୋଗାଇ ଆସୁଥିଲା କଂଗ୍ରେସ…

ଅରୁଣାଚଳ ପ୍ରଦେଶର ଆଲୋ ନିର୍ବାଚନ ରାଲିରେ ସମ୍ବୋନ୍ଧିତ କରି ପିଏମ୍ ମୋଦି କହିଛନ୍ତି , ବିକାଶର ଡବଲ୍ ଇଞ୍ଜନ୍ ପାଇଁ ମିଳୁଥିବା ଆଶିର୍ବାଦକୁ ମୁଁ ମୋ ମୁଣ୍ଡ ଉପରେ ରଖୁଛି । ଗତ ୫ ବର୍ଷରେ ନୂଆ ଭାରତର ନୂଆ ଉନ୍ନତି ପାଇଁ ପ୍ରୟାସ କରୁଛି । ମୋଦି କଂଗ୍ରେସ ଉପରେ ପ୍ରହାର କରି କହିଥିଲେ, ପ୍ରଥମେ…
Read More...

ବିଜେପି ହିଂଜିଳି ପ୍ରାର୍ଥୀ ପୀତାମ୍ୱର ଆଚାର୍ଯ୍ୟଙ୍କ ନାଁରେ ମାମଲା : ଆସ୍କା ଥାନାରେ ମାମଲା କଲା ଫ୍ଲାଇଂ ସ୍କ୍ୱାର୍ଡ

କନକ ବ୍ୟୁରୋ : ବିଜେପିର ହିଂଜିଳି ପ୍ରାର୍ଥୀ ପୀତାମ୍ୱର ଆଚାର୍ଯ୍ୟଙ୍କ ନାଁରେ ଥାନାରେ ମାମଲା । ଆସିକା ଥାନାରେ ମାମଲା ଦାୟର କଲା ନିର୍ବାଚନ ଫ୍ଲାଇଂ ସ୍କ୍ୱାର୍ଡ । ହିଂଜିଳି ଗସ୍ତ ସମୟରେ ବିଜେପି ପ୍ରାର୍ଥୀ ପୀତାମ୍ୱର ଆଚାର୍ଯ୍ୟ , ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡକୁ ଧମକାଇଥିବା…
Read More...

ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ଅଧ୍ୟକ୍ଷ ଅମିତ ଶାହା ! ଆଡଭାନିଙ୍କ ସିଟ୍ ରୁ ଲଢିବେ ନିର୍ବାଚନ 

ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଶନିବାର ଗାନ୍ଧିନଗର ଲୋକସଭା ସିଟ୍ ନାମାଙ୍କନ ଦାଖିଲ କରିଛନ୍ତି । ଏହି ସମୟରେ କେନ୍ଦ୍ରୀୟ ମନ୍ତ୍ରୀ ରାଜନାଥ ସିଂହ ଏବଂ ନିତିନ୍ ଗଡକରୀ ,ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ,ଶିରୋମଣି ଅକାଳୀ ଦଳର ସୁପ୍ରିମୋ ପ୍ରକାଶ ସିଂହ ବାଦଲ ଏବଂ ଲୋଜପାର ସଂସ୍ଥାପକ ରାମବିଳାସ…
Read More...

ପୁଅ ଓ ପ୍ରତିଦ୍ୱନ୍ଦିତାର ଦୋଛକିରେ ଦାମ । କହିଲେ, ବିଜେପି ପାଇଁ ପାରାଦୀପରେ ପ୍ରଚାର କରିବେ, କିନ୍ତୁ ସମ୍ବିତଙ୍କୁ ନେଇ…

କନକ ବ୍ୟୁରୋ : ପାରାଦୀପରୁ ବିଜେଡି ଟିକେଟ ଘୋଷଣା ପରେ ଏବେ ଦ୍ୱନ୍ଦ୍ୱରେ ପଡିଛନ୍ତି ଦାମ । କାରଣ ପୁଅ ସମ୍ବିତ ରାଉତରାୟଙ୍କୁ ବିଜେଡି ପାରାଦୀପରୁ ପ୍ରାର୍ଥୀ କରିବା ପରେ ଦାମ କଣ କରିବେ ତାହାକୁ ନେଇ ଏବେ ଅକଳରେ ପଡିଛନ୍ତି । ପାର୍ଟି ପାଇଁ ପ୍ରଚାର କରିବେ କିନ୍ତୁ ପୁଅ ବିରୋଧରେ ପ୍ରଚାର…
Read More...

ପାକିସ୍ତାନ ଶବ ଗଣିବାରେ ବ୍ୟସ୍ତ, ବିରୋଧୀ ଏଠି ପ୍ରମାଣ ମାଗୁଛନ୍ତି । ୨୦୧୯ ପାଇଁ ମୋଦିଙ୍କ ‘ଜାତୀୟତାବାଦ’ ଫର୍ମୁଲା ।…

କନକ ବ୍ୟୁରୋ : ସେହି ପୁରୁଣା ଅନ୍ଦାଜ, ସେହି ପୁରୁଣା ଷ୍ଟାଇଲ । ୨୦୧୪ ଆଉ ୨୦୧୯ ଭିତରେ ଆପଣ ସେଭଳି କୈାଣସି ଫରକ୍ ପାଇବେ ନାହିଁ । ପ୍ରଚାର ମୈଦାନକୁ ଯେତେବେଳେ ମୋଦି ଓହ୍ଲାଇଛନ୍ତି ସମାନ ଆଭିମୁଖ୍ୟକୁ ଦୋହରାଇଛନ୍ତି । କିନ୍ତୁ ଏଥିରେ ଗୋଟିଏ ଫରକ୍ ବାରି ହୋଇ ପଡୁଛି । ୨୦୧୪ରେ ଦେଶବାସୀଙ୍କ…
Read More...

ଓଡ଼ିଶାରେ ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ମୋଦି । ଜୟପୁରରେ ବିଜେଡି ଉପରେ ଜୋରଦାର ବର୍ଷିଲେ ।

କନକ ବ୍ୟୁରୋ: ଓଡ଼ିଶାରେ ୨୦୧୯ ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରାପୁଟର ଜୟପୁର ଜନସମାବେଶରେ ବିଜେଡି ବିରୋଧରେ ବର୍ଷିଲେ ମୋଦି । ସିଧା ନିଶାନା କରି ବିଜେଡିକୁ ପ୍ରତ୍ୟାଖାନ କରି ବିଜେପିକୁ ଭୋଟ ଦେବାକୁ ମନ୍ତ୍ର ଫୁଙ୍କିଲେ ପ୍ରଧାନମନ୍ତ୍ରୀ । ନିର୍ବାଚନୀ…
Read More...

ଜୟପୁରରେ ପ୍ରଧାନମନ୍ତ୍ରୀ : ଆଜିଠୁ ଓଡିଶାରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ ମୋଦି

ଜେୟପୁରରେ ପହଂଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଙ୍କବିଜା ପଡିଆରେ ଜନତାଙ୍କୁ ସମ୍ବୋଧନ କରିବେ ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାରେ ପ୍ରଚାର ଆରମ୍ଭ କରିବେ । ଅବିଭକ୍ତ କୋରାପୁଟ ଜିଲ୍ଲାର ରାଜନୈତିକ ପ୍ରାଣକେନ୍ଦ୍ର ଜୟପୁରରୁ ଏହି ଅଭିଯାନ ଆରମ୍ଭ କରିବେ ମୋଦି ।…
Read More...

ଓଡିଶା ଗସ୍ତ ପୂର୍ବରୁ ରାଜ୍ୟ ସରକାରଙ୍କୁ ମୋଦୀଙ୍କ ଆକ୍ରମଣ: ଟୁଇଟ୍ କରି କହିଲେ, ଜନତାଙ୍କ ଆକାଂକ୍ଷା ପୂରଣ କରିବାରେ…

କନକ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡିଶା ଗସ୍ତ । ଆଜିଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାରେ ପ୍ରଚାର ଆରମ୍ଭ କରିବେ । ଅବିଭକ୍ତ କୋରାପୁଟ ଜିଲ୍ଲାର ରାଜନୈତିକ ପ୍ରାଣକେନ୍ଦ୍ର ଜୟପୁରରୁ ଏହି ଅଭିଯାନ ଆରମ୍ଭ କରିବେ ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଉଭୟ…
Read More...

ଭୁଶୁଡ଼ିଲା ଉଦଳା ବିଜେପିର ଦୁର୍ଗ : ଦଳକୁ ବ୍ୟାକ୍ ଫୁଟକୁ ଟାଣିଆଣିଛି ରାଜକିଶୋରଙ୍କ ନିଷ୍ପତି

କନକ ବ୍ୟୁରୋ: ନିର୍ବଚନ ସମୟରେ ଦଳ ବଦଳ ପ୍ରକ୍ରିୟା ଜାରି ରହିଥିବା ବେଳେ ଉଦଳା ବିଜେପି ସଂଗଠନର ଏକ ସକ୍ରିୟ ଗୋଷ୍ଠୀ ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଛି। ନିର୍ବାଚନକୁ ଦିନ କେଇଟା ଥିବାରୁ ଏହା ବିଜେପି ପାଇଁ ଏହା ଏକ ଜୋରଦାର ଝଟକା ସଦୃଶ ହୋଇଛି। ମୟୂରଭଞ୍ଜ ବିଜେପିର ବରିଷ୍ଠ…
Read More...

ଆଜିଠୁ ମୋଦିଙ୍କ ଓଡିଶାରେ ନିର୍ବାଚନୀ ପ୍ରଚାର ଆରମ୍ଭ । ଜୟପୁର ବାଙ୍କବିଜା ପଡିଆରେ ବିଜୟ ସଂକଳ୍ପ ସମାବେଶରେ ଦେବେ…

କନକ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ପ୍ରଚାର ଅଭିଯାନ ଆରମ୍ଭ କରିବେ। ଅବିଭକ୍ତ କୋରାପୁଟ ଜିଲ୍ଲାର ରାଜନୈତିକ ପ୍ରାଣକେନ୍ଦ୍ର ଜୟପୁରରୁ ଏହି ଅଭିଯାନ ଆରମ୍ଭ କରିବେ। ଏଥିପାଇଁ ଉଭୟ ପୁଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଜୟପୁରର…
Read More...