ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜଧାନୀ ରାଜରାସ୍ତାରେ ଘନକୁହୁଡି । ଭୁବନେଶ୍ୱରରେ ଆଜି ସକାଳୁ ପ୍ରବଳ କୁହୁଡି ପଡିଛି । ୧୦ ମିଟର ଦୂରକୁ ରାସ୍ତା ଦେଖା ଯାଉନାହିଁ । ଫଳରେ ଯାନବାହନ ଚଳାଚଳରେ ବାଧା ଉପୁଜିଛି । କୁହୁଡି ଯୋଗୁଁ ରାସ୍ତାରେ ଗାଡିଗୁଡିକ ଲାଇଟ୍ ଦେଇ ଯା’ ଆସ କରୁଛନ୍ତି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :
Kanak News is now on WhatsApp
Join and get latest news updates delivered to you via WhatsApp