ଏଟିଏମରୁ ଟଙ୍କା ଉଠାଣ କଟକଣା କୋହଳ : ୧ରୁ ଦୈନିକ ଉଠାଇପାରିବେ ୪୫୦୦

27

କନକ ବ୍ୟୁରୋ : ପ୍ରଚଳିତ ନିୟମ ଅନୁସାରେ ଦିନକୁ ଏଟିଏମରୁ ୨୫୦୦ଟଙ୍କା ଉଠାଇ ହେଉଛି । ମାତ୍ର ଏଟିଏମ ଗୁଡିକରେ ଦୁଇ ହଜାର ଟଙ୍କିଆ ନୋଟ୍ ଭର୍ତି କରାଯାଉଥିବାରୁ ଲୋକମାନେ ଦିନକୁ ୨୦୦୦ହଜାର ଟଙ୍କା ଉଠାଇ ପାରୁଛନ୍ତି । ଯେଉଁ ଏଟିଏମରେ ୫୦୦ ଓ ୧୦୦ ଟଙ୍କିଆ ରହିଛି , ସେହି ଏଟିଏମରୁ ୨୫୦୦ଉଠାଇ ହେଉଛି । ନୂଆବର୍ଷରୁ ଲାଗୁ ହେବାକୁ ଥିବା ଉଠାଣ ସୀମା ଲୋକମାନଙ୍କ ପାଇଁ ଲାଭଦାୟକ ହେବ ।