ଦୁଇ ଓଡିଆ ହକି ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା: ୧୦ ଲକ୍ଷ ଲେଖାଏଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

554

କନକ ବ୍ୟୁରୋ: ରାଜ୍ୟରେ ହକି ଫିଭର ମାହୋଲ ଭିତରେ ବିଶ୍ୱକପ୍ ମ୍ୟାଚ୍ ଆରମ୍ଭ ହୋଇଛି । ଆଜି ଭାରତ ଏହାର ପ୍ରଥମ ମ୍ୟାଚରେ ସନ୍ଧ୍ୟାରେ ସ୍ପେନକୁ ଭେଟିବ । ପ୍ରଥମ ମ୍ୟାଚରେ ଚମକ୍ରାର ପ୍ରଦର୍ଶନ କରି ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ । ଭାରତୀୟ ଦଳରେ ଦୁଇ ଜଣ ଓଡ଼ିଆ ସ୍ଥାନ ପାଇଥିବା ବେଳେ ସେମାନଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଭୟ ଅମିତ ରୋହଦାସ ଓ ନିଲମ ସଂଜୀପଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛନ୍ତି ।