ମୋଦୀ ହିଁ ରହିବେ ପ୍ରଧାନମନ୍ତ୍ରୀ । ବିଜେପିରେ କୌଣସି କନଫ୍ୟୁଜନ୍ ନାହିଁ । କେଜ୍ରିୱାଲଙ୍କ ବୟାନ ପରେ ଅମିତ ଶାହାଙ୍କ…

କନକ ବ୍ୟୁରୋ: ମୋଦୀଙ୍କୁ ୭୫ ବର୍ଷ ହେଇଗଲେ, ଏଥିରେ ଆପଣଙ୍କୁ ଆନନ୍ଦିତ ହେବାର ନାହିଁ । ବିଜେପିର ସମ୍ବିଧାନରେ କେଉଁଠି ବି ଲେଖାହେଇନି । ମୋଦୀ ପ୍ରଧାନମନ୍ତ୍ରୀ ଭାବେ ପୁଣିଥରେ ନିଜ କାର୍ଯ୍ୟକାଳ ପୂରା କରିବେ । ମୋଦୀ ହିଁ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ହେବା ସହିତ ଦେଶର ନେତୃତ୍ୱ ନେବେ ।…

ଅଡୁଆରେ ବଲିଉଡ୍ ଅଭିନେତ୍ରୀ କରୀନା କୁପର । ଧର୍ମ ଉପରେ ରଖିଲେ ବହିର ନାଁ । ନୋଟିସ୍ ଜାରି କଲେ କୋର୍ଟ ।

କନକ ବ୍ୟୁରୋ : ଅଡୁଆରେ ବଲିଉଡ୍ ଅଭିନେତ୍ରୀ କରୀନା କପୁର । କରୀନାଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକର ଟାଇଟଲକୁ ନେଇ ବିବାଦ ଉପୁଜିଛି । ଏପରିକି ଏହି ପୁସ୍ତକ ପାଇଁ କୋର୍ଟ କରୀନାଙ୍କୁ ନୋଟିସ୍ ମଧ୍ୟ ଜାରି କରିଛନ୍ତି । ଅସଲ କଥା ହେଲା, କରୀନା କପୁର ଖାନ୍ ନିଜ ଗର୍ଭବସ୍ଥା ସମୟର ଯାତ୍ରାକୁ ନେଇ…

ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା । ଗୋଟିଏ ମ୍ୟାଚରୁ ବ୍ୟାନ୍ ହେଲେ ରିଷଭ ପନ୍ତ । ଜାଣନ୍ତୁ, କାରଣ କଣ?

କନକ ବ୍ୟୁରୋ: ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ ଝଟକା । ଦଳର କ୍ୟାପଟେନ୍ ରିଷଭ ପନ୍ତ ଆଇପିଏଲର ଗୋଟିଏ ମ୍ୟାଚରୁ ସସପେଣ୍ଡ ହେଇଛନ୍ତି । ରାଜସ୍ଥାନ ରୟାଲ୍ସ ବିରୋଧରେ ସ୍ଲୋ ବୋଲିଂ କାରଣରୁ ତାଙ୍କ ଉପରେ ଏହି ଆକ୍ସନ ନିଆଯାଇଛି । ଖାଲି ସେତିକି ନୁହେଁ ପନ୍ତଙ୍କ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ମଧ୍ୟ…

“ସରକାର ଚଲେଇବା କାମ ଆଉଟସୋର୍ସ ହେଇଗଲାଣି । ବାହାର ଲୋକମାନେ ଓଡିଶା ଉପରେ କବଜା କରିଛନ୍ତି ।”: ନରେନ୍ଦ୍ର ମୋଦୀ

କନକ ବ୍ୟୁରୋ: ବରଗଡରେ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦୀ । ସଭାମଞ୍ଚରୁ ଉଭୟ ବିଜେଡି ଏବଂ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି, ଦେଶର ଅନେକ ସ୍ଥାନରେ ୩ଟି ପର୍ଯ୍ୟାୟରେ ମତଦାନ ହେଇଛି । ମୁଁ ଆଜି ବହୁତ ବିଶ୍ୱାସର ସହ ଦେଖୁଛି, ଜୁନ୍ ୪ରେ ଏନଡିଏର ୪୦୦…

ମୋଦୀଙ୍କ ଟାର୍ଗେଟରେ ନବୀନ । କହିଲେ, ମୁଖ୍ୟମନ୍ତ୍ରୀଙ୍କୁ ପଚାରନ୍ତୁ ୧୦ଟି ଗାଁର ନାଁ । ସେ ଲୋକଙ୍କ ଦୁଃଖ…

କନକ ବ୍ୟୁରୋ : ବଲାଙ୍ଗୀରରେ ବିଜେଡି ସରକାରକୁ ଘେରିବା ସହ ନବୀନଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ । ସିଧା ସିଧା ରାଜ୍ୟ ସରକାରକୁ ତୀର ମାରିବା ସହିତ, ଏଥର ନବୀନ ପ୍ରଚାର କରିବାକୁ ଆସିଲେ ତାଙ୍କୁ କଣ୍ଟାବାଞ୍ଜିର ୧୦ଟି ଗାଁର ନାଁ ବିନା କାଗଜ ଧରି ପଚାରିବାକୁ ଲୋକଙ୍କୁ ଆହ୍ୱାନ…

ବଲାଙ୍ଗୀରରେ ପୁଣି ‘ଓଡିଆ ଅସ୍ମିତା’ ପ୍ରସଙ୍ଗ ଉଠାଇଲେ ମୋଦୀ । କହିଲେ ଓଡିଆ ଅସ୍ମିତା ସଙ୍କଟରେ । ଓଡିଆ ଅସ୍ମିତା…

କନକ ବ୍ୟୁରୋ: ବଲାଙ୍ଗୀରରେ ପୁଣିଥରେ ଓଡିଆ ଅସ୍ମିତା ପ୍ରସଙ୍ଗ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସିଧା ସିଧା ରାଜ୍ୟ ସରକାରକୁ ଟାର୍ଗେଟ କରିବା ସହିତ ଓଡିଆ ଅସ୍ମିତା ସଙ୍କଟରେ ଅଛି ବୋଲି କହିଛନ୍ତି ମୋଦୀ । ବଲାଙ୍ଗୀରରେ ଜନସଭାକୁ ସମ୍ବୋଧିତ କରି ମୋଦୀ କହିଛନ୍ତି, ଓଡିଆ ଲୋକ ବହୁତ…