୫୦ରୁ ଅଧିକ ବିଲେଇ ପୋଷିଛନ୍ତି ମଞ୍ଜୁବାଳା । ବିଲେଇମାନେ ପରିବେଶ ଦୂଷିତ କରୁଥିବା ଅଭିଯୋଗ

କନକ ବ୍ୟୁରୋ: ପୋଷା ବିଲେଇ ପାଇଁ ଥାନାରେ ଏତଲା । ଗଞ୍ଜାମ ଜିଲ୍ଲା ଛତ୍ରପୁର ଏନଏସି ୧୦ ନମ୍ବର ଓାର୍ଡ ଶଙ୍କର ମଠସାହି ପାଣି କୋଲାନୀରୁ ଆସିଛି ଏମିତି ଖବର । ସାହିର ମଞ୍ଜୁବାଳା ପାଣିଗ୍ରାହୀ ୫୦ରୁ ଅଧିକ ବିଲେଇ ପାଳିଛନ୍ତି । ଆଉ ବିଲେଇ ମାନେ ଏଣେ ତେଣେ ବୁଲା ବୁଲି କରିବା ସହ ଯେଉଁଠି ସେଇଠି…

ପ୍ରତିଶ୍ରୁତିର ଦେଢ଼ ବର୍ଷ ପରେ ବି ୟୁଜିସି ତାଲିକା ଭୁକ୍ତ ହୋଇପାରିଲା ନାହିଁ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ ।…

କନକ ବ୍ୟୁରୋ: ପ୍ରତିଶ୍ରୁତିକୁ ଦେଢ଼ ବର୍ଷ ପୁରିଲାଣି । ଏ ପର୍ଯ୍ୟନ୍ତ ୟୁଜିସି ବା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ତାଲିକା ଭୁକ୍ତ ହୋଇନାହିଁ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ । ଯାହାକୁ ନେଇ ଚିନ୍ତାରେ ପିଜି ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ । ବ୍ରହ୍ମପୁର ସହରର ପ୍ରମୁଖ ମହାବିଦ୍ୟାଳୟ…

ଗିରଫ ହେଲେ ଭଣ୍ଡ ବାବା । ନିସନ୍ତାନ ଦମ୍ପତିଙ୍କୁ ସନ୍ତାନ ପ୍ରାପ୍ତିର ଲୋଭ ଦେଖାଇ ଠକିନେଲେ ୩ଲକ୍ଷ ୯୦ ହଜାର ଟଙ୍କା ।

କନକ ବ୍ୟୁରୋ: ଗିରଫ ହେଲେ ଭଣ୍ଡ ବାବା । ନିସନ୍ତାନ ଦମ୍ପତିଙ୍କୁ ସନ୍ତାନ ପ୍ରାପ୍ତିର ଲୋଭ ଦେଖାଇ ୩ଲକ୍ଷ ୯୦ ହଜାର ଟଙ୍କାର ଠକି ନେଇଥିଲେ ଯାଜପୁରର ଭଣ୍ଡବାବା ସିଦ୍ଧେଶ୍ୱର ସାମନ୍ତରାୟ । ବଡ଼ ଧରଣର ଆର୍ଥିକ ଠକେଇର ଶିକାର ହୋଇଛନ୍ତି କଟକର ଦମ୍ପତି । ବିବାହର ଅନେକ ବର୍ଷ ହୋଇଯାଇଥିଲେ…

ମହଙ୍ଗା ପଡ଼ୁଛି ଚୀନରେ କୋଭିଡ୍ କଟକଣା ବିରୋଧରେ ପ୍ରତିବାଦ । ଗାଏବ ହେଉଛନ୍ତି ଜିନପିଙ୍ଗ ବିରୋଧୀ

କନକ ବ୍ୟୁରୋ: ଚୀନରେ କରୋନା କୋପ ଧିରେଧିରେ ହ୍ରାସ ପାଉଛି । କିନ୍ତୁ ଏହାରି ଭିତରେ ଏକ ସାଂଘାତିକ ଘଟଣା ସାମ୍ନାକୁ ଆସୁଛି । ଯେଉଁ ଜନତା ଦେଶରେ କରୋନା ସଂକ୍ରମଣକୁ ନେଇ ହୋଇଥିବା କଟକଣା ବିରୋଧରେ ସ୍ୱର ଉଠାଇଥିଲେ, ସେମାନଙ୍କୁ ସି ଜିନପିଙ୍ଗ ସରକାର ଗାଏବ କରି ନେଉଥିବା ଜଣାପଡ଼ିଛି ।…

ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଙ୍ଗଠନ ‘ତେହରିକ-ଏ-ତାଲିବାନ’ । ଟିଟିପି ବିରୋଧରେ ୮୩ ହଜାର ପାକ୍ ନାଗରିକଙ୍କ ହତ୍ୟା…

କନକ ବ୍ୟୁରୋ: ଖାଦ୍ୟ ଓ ଆର୍ଥିକ ସଙ୍କଟ ଭିତରେ ଆତଙ୍କୀ ଆକ୍ରମଣକୁ ନେଇ ଚିନ୍ତାରେ ପାକିସ୍ତାନ ସରକାର । ଦିନକୁ ଦିନ ଉଗ୍ର ହେବାରେ ଲାଗିଛି ପାକ୍ ସେନା ଓ ଆତଙ୍କୀ ସଙ୍ଗଠନ ତେହରିକ-ଏ-ତାଲିବାନ ପାକିସ୍ତାନ ଭିତରେ ଉତ୍ତେଜନା । ଆଜି ସକାଳୁ ପାକିସ୍ତାନ ଓ ଆଫଗାନିସ୍ତାନ ସୀମାରେ ଭୟଙ୍କର ସ୍ଥିତି…

ଚେନ୍ନାଇ ସୁପର କିଙ୍ଗସକୁ ବଡ ଝଟକା । ଆହତ ହୋଇ ଆଇପିଏଲରୁ ବାଦ୍ ପଡିଲେ ଏହି ଖେଳାଳି…

କନକ ବ୍ୟୁରୋ: ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲର ଆରମ୍ଭ ହେବାକୁ ଆଉ ଦିନ କେଇଟା ବାକି ଅଛି । ଏପରି ସମୟରେ ସବୁ ଦଳ ଏବେ ନିଜ ନିଜ ଖେଳାଳିଙ୍କ ଫିଟନେସକୁ ନେଇ ଚିନ୍ତାରେ ଅଛନ୍ତି । କିଛି ଖେଳାଳି ଏହାରି ଭିତରେ ଆହତ ହୋଇ ଦଳରୁ ବାଦ୍ ପଡିଥିବାବେଳେ, କିଛି ଖେଳାଳି ଆଇପିଏଲରେ ଏଥର…