ଚିନ୍ମୟୀ ସାହୁ ମୃତ୍ୟୁ ମାମଲା : ସମ୍ବଲପୁର ଏସପିଙ୍କ ବଡ଼ ବୟାନ୍ । ପୁରୁଷବନ୍ଧୁଙ୍କ ଲାଏ ଡିଟେକ୍ସନ୍ ରିପୋର୍ଟ ପରେ ଏସପି…

କନକ ବ୍ୟୁରୋ: ଭିସୁଟ୍ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ମାମଲା ମୋଡ ବଦଳାଇଛି । ଚିନ୍ମୟୀଙ୍କ ମୃତ୍ୟୁ ହତ୍ୟା ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ସମ୍ବଲପୁର ଏସପି । ଅନ୍ୟପଟେ, ସନ୍ଦେହରେ ଥିବା ଚିନ୍ମୟୀଙ୍କ ବନ୍ଧୁ, ପ୍ରତିମାନ ଦେ ଏବଂ ମାନସ ଟୁଡୁଙ୍କ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ ସାମନାକୁ…

ଦେଶରେ ବଢୁଛି ଏଚ୩ଏନ୨ ଭାଇରସରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା । ବୟସ୍କଙ୍କୁ ସତର୍କ ରହିବାକୁ ପରାମର୍ଶ

କନକ ବ୍ୟୁରୋ: ମହାମାରୀ କରୋନା ପରେ ଇନଫ୍ଲୁଏଞ୍ଜା ଆତଙ୍କ । ଦେଶରେ ଏବେ ବ୍ୟାପୁଛି ଏଚ୩ଏନ୨ ଭୂତାଣ ୁ । ତେବେ ଏହାକୁ ନେଇ ସତର୍କ ରହିବାକୁ ଦିଲ୍ଲୀ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ପରାମର୍ଶ ଦେଇଛନ୍ତି । ବିଶେଷକରି ବୟସ୍କ ବ୍ୟକ୍ତି ସାବଧାନ ରହିବାକୁ ସେ କହିଛନ୍ତି । ତେବେ…

ଯାତ୍ରା ମଞ୍ଚରେ ହେବନି ଅଶ୍ଲୀଳ ଡ୍ୟାନ୍ସ । ଦ୍ୱି-ଅର୍ଥବୋଧକ ସଂଳାପ କହିପାରିବେନି କଳାକାର

କନକ ବ୍ୟୁରୋ: ଯାତ୍ରା ମଞ୍ଚରେ ଆଉ ପରିବେଷଣ ହେବ ନାହିଁ ଅଶ୍ଳୀଳ ନୃତ୍ୟ । ଦ୍ୱି-ଅର୍ଥବୋଧକ ସଂଳାପ କହିପାରିବେନି କଳାକାର । ଯାତ୍ରାରେ ବଢୁଥିବା ଅଶ୍ଳୀଳତାକୁ ଦୃଷ୍ଟିରେ ରଖି ଏପରି କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ତେବେ ସଂସ୍କୃତି ବିଭାଗର ଏଭଳି ଚିଠିକୁ ନେଇ ଆପତ୍ତି ଉଠାଇଛନ୍ତି କିଛି…

ନବଙ୍କ ମୃତ୍ୟୁକୁ ନେଇ ନରସିଂହଙ୍କ ବଡ ବୟାନ । କହିଲେ, ନବଙ୍କ ଚରିତ୍ର ଯୋଗୁ ହତ୍ୟା ସନ୍ଦେହ । ପ୍ରତିକ୍ରିୟା ରଖିଲେ…

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ୩୮ ଦିନ ପରେ ବି ତାଙ୍କୁ ଅଭିଯୁକ୍ତ ଗୋପାଳ କାହିଁକି ମାରିଲା ତାହା ସ୍ପଷ୍ଟ ହୋଇନି । କ୍ରାଇମବ୍ରାଞ୍ଚ ବି କିଛି ସ୍ପଷ୍ଟ କରୁନି । ଆଉ ଏତିକିବେଳେ ଅଭିଯୁକ୍ତ ଗୋପାଳ ପାଗଳ ନୁହେଁ ବୋଲି ମେଡିକାଲ ଟିମ୍ ରିପୋର୍ଟ ଦେବା ପରେ, ପୁଣି ଥରେ ହତ୍ୟାକାଣ୍ଡ…

ଗୋପାଳ ନୁହେଁ ପାଗଳ । ଚମକାଇ ଦେଲା ମେଡିକାଲ୍ ବୋର୍ଡ ରିପୋର୍ଟ । କ୍ରାଇମବ୍ରାଞ୍ଚକୁ ନେଇ ଉଠିଲା ପ୍ରଶ୍ନ ।

କନକ ବ୍ୟୁରୋ: ପାଗଳ କିଏ ଓ ଏ ନେଇ କଣ କହୁଛି ଚିକିତ୍ସା ବିଜ୍ଞାନ? ଗୋଟିଏ ପଟେ ମାନସିକ ଯାଞ୍ଚ ପାଇଁ ଗୋପାଳକୁ ବେଙ୍ଗାଲୁରୁର ନିମହାନ୍ସ ନେବାକୁ ଚାହୁଁଛି କ୍ରାଇମବ୍ରାଞ୍ଚ । ଅନ୍ୟପଟେ ମେଡିକାଲ ବୋର୍ଡ ଦର୍ଶାଇଛି ଗୋପାଳର ମାନସିକ ସ୍ଥିତି ଠିକ ରହିଛି । ଯାହାକୁ ନେଇ ବିତର୍କ ଆରମ୍ଭ ହୋଇଛି ।…

ପେନସିଲ୍ ମୁନରେ ଜୀବନ୍ତ କଳାକୃତି । ଚର୍ଚ୍ଚାରେ ବୌଦ୍ଧ ଜିଲ୍ଲାର ଚିତ୍ରଶିଳ୍ପୀ ନିବାସ ।

କନକ ବ୍ୟୁରୋ: ପେନସିଲ ମୁନରେ ଜୀବନ୍ତ ହେଉଛି କଳାକୃତି । ତାଙ୍କର ହାତର ଯାଦୁଗରୀ ସ୍ପର୍ଶରେ ନିର୍ଜୀବ ଛବି ଗୁଡ଼ିକ ଜୀବନ୍ତ ହୋଇଉଠୁଛନ୍ତି । ଦେବାଦେବୀଙ୍କ ଫଟୋଚିତ୍ର ହେଉ କିମ୍ବା ମହାପୁରୁଷଙ୍କ ଅବିକଳ ଚିତ୍ର ଆଙ୍କି ଚର୍ଚ୍ଚାକୁ ଆସିଛନ୍ତି ବୌଦ୍ଧର ଚିତ୍ରଶିଳ୍ପୀ ନିବାସ । ରାଷ୍ଟ୍ରପତି…