ଉଦଘାଟିତ ହେଲା ରେଡିଓ ଚକୋଲେଟ୍ ଓ ସମ୍ବାଦ ଡିଜିଟାଲ ତରଫରୁ ଆୟୋଜିତ ‘ଲେଟସ୍ ସଟ୍ଟଲ୍’ । ଫେବୃଆରୀ ୧୦ରୁ ୧୨ ତାରିଖ…

କନକ ବ୍ୟୁରୋ: ରେଡିଓ ଚକୋଲେଟ୍ ଓ ସମ୍ବାଦ ଡିଜିଟାଲ ତରଫରୁ ଆୟୋଜିତ ସର୍ବବୃହତ କର୍ପୋରେଟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ 'ଲେଟସ୍ ସଟ୍ଟଲ୍' ଉଦଘାଟିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ରେଲୱେ ଇଣ୍ଡୋର୍ ଷ୍ଟାଡିୟମଠାରେ ଏହି ଟୁର୍ଣ୍ଣାମେଣ୍ଟ ୧୦ ଫେବୃଆରୀରୁ ୧୨ ଫେବୃଆରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ…

ସୁପ୍ରିମକୋର୍ଟଙ୍କୁ ନିବେଶକଙ୍କ ଚିନ୍ତା । ଅଦାନୀ ମାମଲା ପାଇଁ ଗଠନ ହେବ ଯାଞ୍ଚ କମିଟି

କନକ ବ୍ୟୁରୋ: ସୁପ୍ରିମକୋର୍ଟରେ ହୋଇଛି ଅଦାନୀ ଗ୍ରୁପ ଓ ହିଣ୍ଡେନବର୍ଗ ମାମଲାର ଶୁଣାଣି । ବଡ କଥା ହେଉଛି ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି, ଅଦାନୀ…

ଦୁର୍ଘଟଣା ପରେ ସୁସ୍ଥ ହେଉଛନ୍ତି ରିଷଭ ପନ୍ତ । ଆଶାବାଡି ଧରି ଚାଲୁଛନ୍ତି ଟିମ୍ ଇଣ୍ଡିଆ କ୍ରିକେଟର । ସାମ୍ନାକୁ ଆସିଲା…

କନକ ବ୍ୟୁରୋ: ସୁସ୍ଥ ହେଉଛନ୍ତି ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ । ଦୁର୍ଘଟଣା ପରେ ସେ ନିଜେ ଏବେ ତାଙ୍କର ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି । ଏହି ଫଟୋରେ ସେ ଆଶା ବାଡି ଧରି ଚାଲୁଥିବା ନଜର ଆସୁଥିବାବେଳେ, ପୂର୍ବ ଅପେକ୍ଷା ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ…

ବନ୍ଦ ହୋଇଯାଇଛି ଗାଁ ସ୍କୁଲ । ୭ କି.ମି ଦୂର ଯିବାକୁ ପିଲା ଅମଙ୍ଗ । ପାଠପଢ଼ା ବଦଳରେ ଚରାଉଛନ୍ତି ଗୋରୁ ଛେଳି

କନକ ବ୍ୟୁରୋ: ସ୍କୁଲ ଯିବା ସମୟରେ ପିଲାଏ ଚରାଉଛନ୍ତି ଗାଈ ଗୋରୁ । କାରଣ ଗାଁର ସ୍କୁଲକୁ ବନ୍ଦ କରିଦିଆଯାଇଛି, ଆଉ ୭ କିଲୋମିଟର ପାହାଡ଼ିଆ ରାସ୍ତା ପାର ହେଇ ପାଖ ସ୍କୁଲକୁ ଯିବାକୁ କୁନି ପିଲାଏ ରାଜି ନାହାନ୍ତି । ଗଜପତି ଜିଲ୍ଲା ତାମସିଂ ଗାଁରୁ ଆସିଛି ଏଭଳି କିଛି ଖବର । ଆପଣଙ୍କୁ ଲାଗିପାରେ…

ଭାଲେଣ୍ଟାଇନ୍ ଡେ’ରେ ଗାଈକୁ ଆଲିଙ୍ଗନ ନୋଟିସ ପ୍ରତ୍ୟାହାର । ବିବାଦ ପରେ ନିଷ୍ପତି ବଦଳାଇଲା କେନ୍ଦ୍ର ପଶୁ ପାଳନ ବୋର୍ଡ

କନକ ବ୍ୟୁରୋ: ଭାଲେଣ୍ଟାଇନ ଡେକୁ ସାରା ବିଶ୍ୱ ପ୍ରେମ ଦିବସ ହିସାବରେ ପାଳନ କରିବା ପାଇଁ ଯାଉଥିବା ବେଳେ ପଶୁ କଲ୍ୟାଣ ବୋର୍ଡର ଅଜବ ଚିଠି ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଏହି ଚିଠିରେ ଆସନ୍ତା ୧୪ ତାରିଖକୁ ଗାଈ ଆଲିଙ୍ଗନ ଦିବସ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।…

୨୪ ନିର୍ବାଚନ ପାଇଁ ବିଜେଡିର ରଣନୀତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୫ କେଜି ଚାଉଳ କାଟିବା…

କନକ ବ୍ୟୁରୋ: ମାଗଣା ଚାଉଳକୁ ନେଇ ରାଜନୀତି ଜାରି ରହିଥିବା ବେଳେ ଚାଉଳକୁ ନେଇ ରଣନୀତି ପ୍ରସ୍ତୁତ କରିଛି ବିଜେଡି । ଗାଁ ଗାଁରେ କେନ୍ଦ୍ର ଅବହେଳାର ପ୍ରସଙ୍ଗ ପହଞ୍ଚାଇବା ପାଇଁ ଲିଫଲେଟ୍ ପ୍ରସ୍ତୁତ କରିଛି ଶାସକ ଦଳ, ଯେଉଁଥିରେ ଲେଖା ଅଛି ‘ଭୋକ ପାଇଁ ଭାତ ନାହିଁ, କୁହ କେନ୍ଦ୍ର ସରକାର’ ।…