ଜାତୀୟ ପଞ୍ଚାୟତ ପୁରସ୍କାର: ‘ଗଞ୍ଜାମ ଜିଲ୍ଲା ଦେଶର ଶ୍ରେଷ୍ଠ ଜିଲ୍ଲା ପରିଷଦ, ହିଞ୍ଜିଳିକାଟୁ ଶ୍ରେଷ୍ଠ ବ୍ଲକ ପଞ୍ଚାୟତ’

କନକ ବ୍ୟୁରୋ: ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ‘ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୩’ ଘୋ‌ଷଣା ହୋଇଛି। ଗଞ୍ଜାମ ଜିଲ୍ଲା ଦେଶର ଶ୍ରେଷ୍ଠ ଜିଲ୍ଲା ପରିଷଦ ଓ ହିଞ୍ଜିଳିକାଟୁ ଦେଶର ଶ୍ରେଷ୍ଠ ବ୍ଲକ ପଞ୍ଚାୟତ ଭାବେ ଘୋଷଣା ହୋଇଛି। ଓଡ଼ିଶାର ଏହି ଉଲ୍ଲେଖନୀୟ ସଫଳତା ପାଇଁ…

ରାହୁଲଙ୍କ ‘ୱାର୍ଡ ପଜଲ୍’ । କଂଗ୍ରେସ ଛାଡିଥିବା ନେତାଙ୍କୁ କଲେ ଟାର୍ଗେଟ । କହିଲେ, ସତ ଲୁଚାଉଛନ୍ତି, ସେଥିପାଇଁ…

କନକ ବ୍ୟୁରୋ: ପୁଣିଥରେ ଅଦାନୀ ଆଉ ବିଜେପିକୁ ଟାର୍ଗେଟ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି ରାହୁଲ କରିଥିବା ଟୁଇଟକୁ ନେଇ ବେଶ ଚର୍ଚ୍ଚା ହେଉଥିବାବେଳେ, ଏହି ଟୁଇଟରେ ୫ ଜଣ ନେତାଙ୍କ ସହିତ ଶିଳ୍ପପତି ଅଦାନୀଙ୍କ ନାଁ ରହିଛି । ତେବେ ‘ୱାର୍ଡ ପଜଲ୍’ ମାଧ୍ୟମରେ ସଜା ଯାଇଥିବା ଏହି ନାଁକୁ…

ମୃତ ପୁଅକୁ ନ୍ୟାୟ ଦେବା ପାଇଁ ୭ ବର୍ଷ ହେବ ସଂଘର୍ଷ କରୁଛନ୍ତି ମାଆ । ଅଭିଯୋଗ ଶୁଣୁନାହାନ୍ତି କେହି

କନକ ବ୍ୟୁରୋ: ମୃତ ପୁଅକୁ ନ୍ୟାୟ ଦେବା ପାଇ ୭ ବର୍ଷ ହେବ ସଂଘର୍ଷ କରୁଛନ୍ତି ମାଆ । ହେଲେ ତାଙ୍କ ଅଭିଯୋଗ କେହି ଶୁଣୁନାହାନ୍ତି । ନ୍ୟାୟ ଟିକିଏ ପାଇଁ ଅଭିଯୋଗ ଫର୍ଦ୍ଦ ଧରି ଅନେକ ଜାଗା ବୁଲିଛନ୍ତି ଉଦଳା ଏନଏସିରେ ରହୁଥିବା ନାଗପାଳର ସୁବାସିନୀ ବେହେରା । ପରିଣତ ବୟସରେ ଆଜି ବି ପୁଅ ମୃତ୍ୟୁର…

ଡରାଉଛି କିଡନୀ ରୋଗ । ଗାଁ ହେଉଛି ଖାଲି । ୫ ବର୍ଷରେ ଗଲାଣୀ ୯ ଜୀବନ

କନକ ବ୍ୟୁରୋ: ଶୂନ୍ୟ ହୋଇଯାଇଛି ଗାଁ । ଯେତିକି ଲୋକ ଅଛନ୍ତି ମନରେ ତାଙ୍କର କୋକୁଆ ଭୟ । କାରଣ ଗାଁରେ ମାଡୁଛି କିଡନୀ ରୋଗ । ଜଣେ ପରେ ଜଣେ ରୋଗୀଙ୍କ କିଡନୀ ରୋଗରେ ମୃତ୍ୟୁ ପରେ ଗାଁରେ ସୃଷ୍ଟି ହୋଇଛି ଭୟର ବାତାବରଣ । ସମ୍ବଲପୁର ଜିଲ୍ଲା ଯୁଯମରା ବ୍ଲକ ଝାଙ୍କରପାଲି ପଞ୍ଚାୟତ ବାବୁପାଲି…

ଗଞ୍ଜେଇ ଚାଷକୁ ନଷ୍ଟ କରୁଛି ଅବକାରୀ ବିଭାଗ । ଅବକାରୀ ବିଭାଗକୁ ଖୋଲା ଚ୍ୟାଲେଞ୍ଜ ଦେଇ ବେଧଡକ ଚାଲିଥିଲା ବେପାର

କନକ ବ୍ୟୁରୋ: ଦ୍ୱିତୀୟ ଦିନରେ ବି ପୁରୀ ଜିଲ୍ଲା କଣାସରେ ଅବକାରୀ ବିଭାଗ ଗଞ୍ଜେଇ ଗଛ କଟା ଆରମ୍ଭ କରିଛି । ଏପର୍ଯ୍ୟନ୍ତ ୩ ହଜାରରୁ ଅଧିକ ଗଞ୍ଜେଇ ଗଛ କଟା ହୋଇଛି । ଗଞ୍ଜେଇ ଗଛ ନଷ୍ଟ କରିବା ପାଇଁ ୩୫ରୁ ଅଧିକ ଷ୍ଟାଫ ନିୟୋଜିତ ହୋଇଛନ୍ତି । ଘଟଣା ସ୍ଥଳରେ ଅବକାରୀ ବିଭାଗ ଏସପି ଜଗଦୀଶ ସାମଲ…

ଆଇପିଏଲକୁ ପୁଣି ଘାରିଲା କରୋନା ଭୟ । ଖେଳାଳି, କୋଚିଂ ଷ୍ଟାଫ୍ ଓ ଫ୍ରାଞ୍ଚାଇଜଙ୍କ ଉପରେ କଡା ନଜର । କରୋନା ଗାଇଡଲାଇନ୍…

କନକ ବ୍ୟୁରୋ: ଆଇପିଏଲକୁ ପୁଣି କରୋନା ଭୟ । ଦେଶରେ କୋଭିଡ୍ ସଂକ୍ରମଣ ବଢିବା ପରେ ଆଇପିଏଲକୁ ନେଇ ଚିନ୍ତା ପ୍ରକାଶ କରିଛି ବିସିସିଆଇ । ଦେଶରେ ଦିନକୁ ଦିନ କୋଭିଡ୍ ସଂକ୍ରମଣର ହାର ବଢୁଥିବାରୁ, ଖେଳାଳି ଓ ଫ୍ରାଞ୍ଚାଇଜକୁ ସତର୍କ କରାଇଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ । ଗତ ୨୪ ଘଣ୍ଟା…