ସାରା ଦେଶରେ ଚାଷୀ ଆନ୍ଦୋଳନ ଭିତରେ ଆଶାର କିରଣ ହୋଇ ସାମ୍ନାକୁ ଆସିଲେ ଯାଜପୁର ଡଗରପଡ଼ାର ଧାନ ଚାଷୀ । ପାରମ୍ପରିକ…

କନକ ବ୍ୟୁରୋ: ବାସୁମତୀ ଚାଷ କରି ସ୍ୱାବଲମ୍ବୀ ଶହେରୁ ଅଧିକ ଚାଷୀ ପରିବାର । ଆମେ କହୁଛୁ ଯାଜପୁର ଜିଲ୍ଳା ବଡଚଣା ବ୍ଲକ ଡଗରପଡା ଗାଁର ବସୁମତୀ ଚାଷୀଙ୍କ କଥା । ଆଜିର ଦିନରେ ଚାଷପ୍ରତି ଲୋକେ ବିମୁଖ ହେଉଥିବା ବେଳେ ଏହି ଗାଁର ଚାଷୀ କିନ୍ତୁ ବାସୁମତୀ ଧାନ ଚାଷକରି ସ୍ୱାବଲମ୍ବୀ ହୋଇପାରିଛନ୍ତି…

ତାଲାବନ୍ଦ ଶିଖାଇଲା ଚାଷ । ଛାତ ଉପରେ ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି ଶିକ୍ଷକତା କରୁଥିବା ଦୁଇ ଭାଈ ।

କନକ ବ୍ୟୁରୋ: ଲକଡାଉନ୍ ଶିଖାଇଦେଲା ଚାଷ । ଶିକ୍ଷକତା ସେମାନଙ୍କ ପେଶା ହୋଇଥିବା ବେଳେ ସମୟ ଅତିବାହିତ କରିବା ପାଇଁ ଦୁଇ ଭାଇ ନିଜ ବାଡିରେ ଆରମ୍ଭ କରିଥିଲେ ପନିପରିବା ଚାଷ । ରାସାୟନିକ ସାର ଓ ଔଷଧ ପ୍ରୟୋଗର କୁପରିଣତି ଠିକ ଭାବେ ବୁଝି ଥିବା ଏହି ଦୁଇ ଭାଇ ଜୈବିକ ପଦ୍ଧତିରେ ଚାଷ କରିଛନ୍ତି…

କଳାର ସ୍ପର୍ଶ୍ପରେ ଜୀବନ୍ତ ହୋଇ ଉଠୁଛି ମାଟିର ମୂର୍ତ୍ତି । ରଙ୍ଗବେରଙ୍ଗର ଟେରାକୋଟା ସାମଗ୍ରୀ ଆଣିଦେଇଛି ସ୍ୱାବଲମ୍ବୀ…

କନକ ବ୍ୟୁରୋ: ଟେରାକୋଟା କାରିଗରୀ ଦେଇଛି ବଂଚିବାର ରାହା । ମାଟିରେ ରଙ୍ଗ ବେରଙ୍ଗ ଡିଜାଇନର ମୂର୍ତି ତିଆରି କରିବା ଓ ସେଗୁଡିକୁ ବିକ୍ରିକରି ସ୍ୱାବଲମ୍ବୀ ହୋଇପାରିଛନ୍ତି ୩୦ରୁ ଅଧିକ ମହିଳା । ଆମେ କହୁଛୁ ଯାଜପୁର ଧର୍ମଶାଳା ବ୍ଲକ ମଙ୍ଗରାଜପୁର ଗାଁର ସ୍ୱାବଲମ୍ବୀ ମହିଳାଙ୍କ ଟେରାକୋଟାର…

ସ୍ୱାବଲମ୍ବୀ ହେବେ ସ୍ୱାଭିମାନ ଅଂଚଳବାସୀ । ୩ ବର୍ଷ ହେବ ଜଳଭଣ୍ଡାରରେ ମାଛ ଯାଆଁଳ ଛାଡୁଛି ମତ୍ସ୍ୟ ବିଭାଗ । ମାଛ ମାରି…

କନକ ବ୍ୟୁରୋ: ସ୍ୱାଭିମାନ ଅଂଚଳବାସୀଙ୍କ ପାଇଁ କାର୍ଯ୍ୟକାରୀ ହେଲା ମୁଖ୍ୟମନ୍ତ୍ରୀଙ୍କ ସେତୁ ଯୋଜନା । ସ୍ୱାଭିମାନ ଅଂଚଳବାସୀଙ୍କୁ ସ୍ୱାବଳମ୍ବୀ କରିବା ଉଦେଶ୍ୟରେ ବାଲିମେଳା ଜଳଭଣ୍ଡାରରେ ୩ ବର୍ଷ ହେଲା ମାଛ ଯାଅଁଳା ଛାଡୁଛି ଜିଲ୍ଲା ପ୍ରଶାସନ । ୨୦୧୮ରେ ଗୁରୁପ୍ରୀୟା ସେତୁ ଉଦଘାଟନ କରି ୧୦୦…

ଦୀର୍ଘ ଦିନର ଅପେକ୍ଷା ପରେ ଖୋଲିଛି ଶ୍ରୀମନ୍ଦିର । ମହାପ୍ରସାଦ ଦର ବୃଦ୍ଧିକୁ ନେଇ କିନ୍ତୁ ଶ୍ରଦ୍ଧାଳୁ ଅସନ୍ତୁଷ୍ଟ । 

କନକ ବ୍ୟୁରୋ: ଦୀର୍ଘ ଦିନର ପ୍ରତିକ୍ଷା ପରେ ବିନା ବାଧାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । କାଳିଆ ଠାକୁର ଦର୍ଶନ କରିବା ପରେ ମହାପ୍ରସାଦ ଟିକେ ପାଇବା ପାଇଁ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଛି । ହେଲେ ମହାପ୍ରସାଦର ଦର ବୃଦ୍ଧିକୁ ନେଇ ଶ୍ରଦ୍ଧାଳୁଙ୍କ…

ବଲାଙ୍ଗୀର ଜିଲ୍ଲାରେ କେମିତ ଚାଲିଛି ଧାନ ସଂଗ୍ରହ । ଗୁମର ଖୋଲିଲା କଳିକେଶ ସିଂଦେଓଙ୍କ ଚିଠି । ଟୋକନ ବ୍ୟବସ୍ଥାରେ…

କନକ ବ୍ୟୁରୋ: ଧାନ ସଂଗ୍ରହରେ ଅବ୍ୟବସ୍ଥାକୁ ନେଇ ସମ୍ବଲପୁରରେ ବିଜେପି ବଡ଼ ଧରଣର ଆନ୍ଦୋଳନ କରୁଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ଧାନ କିଣାର ଅବ୍ୟବସ୍ଥା କଥା ଉଠାଇଛନ୍ତି ପୂର୍ବତନ ବିଜେଡି ସାଂସଦ କଳିକେଶ ସିଂଦେଓ । ଯୋଗାଣ ମନ୍ତ୍ରୀଙ୍କୁ ଚିଠି ଲେଖି ସେ ଉଲ୍ଲେଖ କରିଛନ୍ତି ଯେ... ଗତବର୍ଷ…