କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ । ସୁପ୍ରିମକୋର୍ଟ ନିୟମର ଉଲ୍ଲଘଂନ କରୁଛି ଆନ୍ଧ୍ର । ରାଜନେତା କହିଲେ, ବରଦାସ୍ତ…

କନକ ବ୍ୟୁରୋ: ଦିନକୁ ଦିନ କୋଟିଆକୁ ନେଇ ବିବାଦ ତେଜିବାରେ ଲାଗିଛି । ଏକତରଫା ଆନ୍ଦ୍ର କୋଟିଆରେ ପଚାଂୟତ ନିର୍ବାଚନ କରୁଥିବା ବେଳେ ଏହାକୁ ସଫଳ ହେବାକୁ ଦିଆଯିବ ନାହିଁ । ରାଜ୍ୟ ସରକାର ଉଚିତ ପଦକ୍ଷେପ ନିଅନ୍ତୁ ନଚେତ୍ କୋରାପୁଟବାସୀ ଆନ୍ଧ୍ରରେ ଧସେଇ ପସିବେ କହିଛନ୍ତି ଜୟପୁର ବିଧାୟକ…

କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗଲେ ରାଜ୍ୟ ସରକାର । ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ।

କନକ ବ୍ୟୁରୋ: କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାଜ୍ୟ ସରକାର । ବୁଧବାର ଆନ୍ଧ୍ର ବିରୋଧରେ ରାଜ୍ୟ ସରକାର ଅଦାଲତ ଅବମାନନା ମାମଲା ରୁଜୁ କରିବା ସହିତ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ୧୯୬୮ରେ ଏନେଇ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ରହିଥିଲା ।…

ଉଠା ଜଳସେଚନ ପ୍ରକଳ୍ପକୁ ହୋଇ ପାରୁନି ବିଦ୍ୟୁତ ସଂଯୋଗ । ପଡିଆ ପଡିଛି ୫୦ ଜଣ ଚାଷୀଙ୍କ ଏକର ଏକର ଜମି ।

କନକ ବ୍ୟୁରୋ: ବିଦ୍ୟୁତ ବିଭାଗ ଏବଂ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ପଡିଆ ପଡୁଛି ୩୦ ଏକରରୁ ଉଦ୍ଧ୍ୱ ଚାଷ ଜମି । ୩ ବର୍ଷ ହେବ ଦୁର୍ଦ୍ଦଶା ଭାଗୁଛନ୍ତି ୫୦ରୁ ଅଧିକ ଚାଷୀ । ସରକାର ଚାଷୀଙ୍କ ଆୟକୁ ଦ୍ୱିଗୁଣା କରିବା ପାଇଁ ଜଳ ସେଚନର ସୁବିଧା କରୁଛନ୍ତି, କିନ୍ତୁ ଯୋଜନାର କାର୍ଯ୍ୟକାରିତା…

ନିଜ ବାଡିରେ ତଟକା ପରିବା ଫଳାଇଛନ୍ତି ମହିଳା । ସରକାରଙ୍କ ମୋ ବଗିଚା ଯୋଜନାରେ ସାମିଲ ହୋଇଛନ୍ତି ପୋଲସରାର ମହିଳା…

କନକ ବ୍ୟୁରୋ: ମହିଳାଙ୍କ ମୋ ବଗିଚା । ନିଜ ବାଡିରେ ଫଳାଇଛନ୍ତି ତଟକା ପରିବା । ଗଞ୍ଜାମ ପୋଲସରା ବ୍ଲକ ଲକ୍ଷ୍ମଣପଲ୍ଲୀରେ ପନିପରିବା ଚାଷ କରି ପରିବାର ଚଳାଉଛନ୍ତି ମହିଳା । ସରକାରଙ୍କ ମୋ ବଗିଚା ଯୋଜନାରେ ସାମିଲ ହେବା ସହିତ ନିଜ ଘର ପଛପଟ ଜମିରେ ଫୁଲକୋବି, ଝୁଡଙ୍ଗ, କଲରା, କଦଳି, କଖାରୁ,…

ସହର ପାଖ ରାଜସ୍ୱ ଗାଁରେ କଲବଲ କଲା ପଥର ଖାଦାନ । ଜୀବନ ଜୀବିକାକୁ ଅସ୍ତବ୍ୟସ୍ତ କରି ପକାଇଲା କ୍ରସର । କଥା ଓ ବ୍ୟଥାକୁ…

କନକ ବ୍ୟୁରୋ: ଘରଦ୍ୱାର ଅଛି, ନଳ କୂଅ, ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ବି ଅଛି । ରାଜସ୍ୱ ଗାଁକୁ ସରକାର କଂକ୍ରିଟ ରାସ୍ତା ବି କରିଛନ୍ତି । କିନ୍ତୁ ଗାଁରେ ରହିବାକୁ ଲୋକେ ଭୟ କରୁଛନ୍ତି । ଅନେକ ଲୋକ ତ ଗାଁ ଛାଡି ବିସ୍ଥାପନ ଜୀବନ ବିତାଉଛନ୍ତି । କାରଣ ଗ୍ରାମବାସୀଙ୍କୁ କଲବଲ କରୁଛି ଗାଁ…

ସମ୍ବଲପୁରୀ ଗୀତ ଗାଇଲେ ବଲିଉଡ୍ ଗାୟକ ଉଦିତ ନାରାୟଣ । ୧୪ ତାରିଖରେ ଆର୍‌କେ ମିଡିଆ ୟୁଟ୍ୟୁବ୍‌ରେ ହେବ ମୁକ୍ତିଲାଭ

କନକ ବ୍ୟୁରୋ: ପ୍ରଥମ ଥର ପାଇଁ ବଲିଉଡ୍‌ର ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ ନାରାୟଣ ସମ୍ବଲପୁରୀ ଗୀତ ଗାଇଛନ୍ତି। ଏହି ଗୀତର ନିର୍ଦ୍ଦେଶନା ଦେଇଛନ୍ତି ବୃନ୍ଦାବନ ମେହେର। ଗୀତଟି ବରଗଡ଼ ଷ୍ଟୁଡିଓ ମେଲୋଡିରେ ପ୍ରସ୍ତୁତ କରାଯାଇଛି। ଗୀତକୁ ପ୍ରଥମେ ଉଦିତଙ୍କ ପାଖକୁ ମୁମ୍ବାଇ ପଠାଯାଇଥିଲା। ସେ…