କରୋନା ସଂକଟ ଭିତରେ ଆରମ୍ଭ ହେଲା ସଂସଦର ବଜେଟ୍ ଅଧିବେଶନ । ରାଷ୍ଟ୍ରପତି କହିଲେ ଚାଷୀଙ୍କ ସ୍ୱାର୍ଥ ରକ୍ଷା କରିବ ୩ଟି…

କନକ ବ୍ୟୁରୋ: କରୋନା ସଂକଟ ଓ କୃଷକମାନଙ୍କ ଆନ୍ଦୋଳନ ଭିତରେ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧନ ସହିତ ଅଧିବେଶନ ଆରମ୍ଭ ହୋଇଛି । ରାଷ୍ଟ୍ରପତି ତାଙ୍କ ସମ୍ବୋଧନରେ ପ୍ରଥମେ କରୋନା ସମୟରେ ହରାଇଥିବା ଲୋକଙ୍କୁ ମନପକାଇ ଦୁଃଖ ପ୍ରକାଶ କରିଥିଲେ । ଏହା…

ବଳ ଗୋଟାଇବା ପାଇଁ ଚାଷୀଙ୍କ ମହାପଂଚାୟତ । ରାକେଶ ଟିକାୟତଙ୍କ ଡାକରାରେ ଉତ୍ତରପ୍ରଦେଶ ମୁଜାଫରନଗରରେ ବସିଛି ଚାଷୀଙ୍କ…

କନକ ବ୍ୟୁରୋ: କଣ ରହିବ କୃଷକଙ୍କ ଆଗାମୀ ରଣନୀତି? ସେ ନେଇ ଉତରପ୍ରଦେଶ ମୁଜାଫରନଗରରେ ବସିଛି ଚାଷୀଙ୍କ ମହା ପଂଚାୟତ । ବିଶେଷ କରି ୨୬ ଜାନୁଆରୀରେ ଚାଷୀଙ୍କ ଟ୍ରାକ୍ଟର ରାଲି ପରେ ବ୍ୟାକଫୁଟରେ ଅଛନ୍ତି କୃଷକ ସଂଗଠନ । ତଥାପି କୃଷି ଆଇନ ପ୍ରତ୍ୟାହାର ଦାବିରେ ଜାରି ରଖିଛନ୍ତି ଆନ୍ଦୋଳନ ।…

ଯାଜପୁର ଜିଲ୍ଲା ବିଂଝାରପୁର ଅଂଚଳରେ ନିଖୋଜ କୁନି ଝିଅ ପିହୁ । ମନ୍ତ୍ରୀ ଟୁକୁନି ସାହୁଙ୍କ ବାସଭବନ ଆଗରେ ଧାରଣା ଦେଲେ…

କନକ ବ୍ୟୁରୋ: ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଘର ଆଗରେ ଧାରଣାରେ ବସି  ନେହୁରା ହୋଇଛନ୍ତି ଜଣେ ଜଣେ ମାଆ । ଆଉ ଅନୁରୋଧ କରୁଛନ୍ତି, ତାଙ୍କ ଅଲିିଅଳ ଝିଅକୁ ତାଙ୍କ କୋଳକୁ ଫେରାଇ ଦିଆଯାଉ । ଯାଜପୁର ଜିଲ୍ଲା ବିଝାଂରପୁରର କୁନି ଝିଅ ପିହୁ, ନିଖୋଜ ହେବାର ୬ ମାସ ବିତିଗଲାଣି । ହେଲେ…

ଉପକୂଳ ରାଜପଥ ପ୍ରକଳ୍ପକୁ ନେଇ ରାଜନୈତିକ ବୟାନାବାଜି ସରଗରମ । ବିଜେଡି ଉପରେ ଦୋଷ ଲଦିଲା ବିଜେପି

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଭାରତମାଳା ଯୋଜନାର କୋଷ୍ଟାଲ ହାଇୱେର ନକ୍ସାରେ ବାରମ୍ବାର ପରିବର୍ତନ ହେଉଥିବା ନେଇ ବିଜେଡି କରିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେପି । ଦଳ କହିଛି, ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା ସଂପୂର୍ଣ୍ଣ ତଥ୍ୟ ନଜାଣି…

ସନ୍ଧ୍ୟା ସାଢେ ୫ଟା ପରେ କାର୍ଯ୍ୟାଳୟ ଛାଡିବେ ମହିଳା । ସିଭିଲ୍ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିର୍ଦ୍ଦେଶନାମା ପଛର କାରଣ ଓ…

କନକ ବ୍ୟୁରୋ: ସଂଧ୍ୟା ସାଢ଼େ ୫ଟାରେ ଅଫିସ ଛାଡ଼ିବେ ମହିଳା କର୍ମଚାରୀ । ସିଭିଲ୍ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଚାନକ କାହିଁକି ଏପରି ଏକ ନିର୍ଦ୍ଦେଶନାମା ଦିଆଗଲା, ଏହାକୁ ନେଇ ସଂଦେହ ବଢ଼ିବାରେ ଲାଗିଛି । ଏହି ନିର୍ଦ୍ଦେଶନାମା ସପକ୍ଷରେ ସର୍ବୋଚ୍ଚ ଯନ୍ତ୍ରୀ ଯେଉଁ ଯୁକ୍ତି…

ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ କେମିତି ହେଲା ? ତାହା ଏବେ ବି ରହସ୍ୟ ଘେରରେ । ପୁଲିସ ଏବେ ମୁଖ୍ୟ ଅଭିଯୁକ୍ତ…

କନକ ବ୍ୟୁରୋ: ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ କେମିତି ହେଲା ଏବେ ବି ତା ଉପରୁ ପରଦା ହଟିନି । ଏହାରି ଭିତରେ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । କାହାଣୀ ହତ୍ୟାକାଣ୍ଡର ମୋଡ ନେବା ପଛର କାରଣ ହେଲା ଅଭିଯୁକ୍ତ ରାକେଶ ବିରୋଧରେ ଲାଗିଛି ଦଫା ୩୦୨…