କଟକରେ ରିଚାର୍ଜ ଠକେଇ ମାମଲା । ଡ଼ିସିପିଙ୍କୁ ଭେଟିଲେ ଠକେଇର ଶିକାର ହୋଇଥିବା ଏଜେଂଟ ।

କନକ ବ୍ୟୁରୋ: କଟକରେ ମୋବାଇଲ ରିଚାର୍ଜ ଠକେଇ ମାମଲାରେ ଡିସିପିଙ୍କୁ ଭେଟିଛନ୍ତି ଠକେଇର ଶିକାର ହୋଇଥିବା ଏଜେଂଟ । ଡିସିପି ପ୍ରତୀକ ସିଂ ଏଜେଂଟ ମାନଙ୍କର ଏତଲା ରଖିବାକୁ ସଦର ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କମ୍ ଟଙ୍କାରେ ବର୍ଷକ ପାଇଁ ମୋବାଇଲ୍ ରିଚାର୍ଜ କରାଇଦେବାକୁ କେହି…

ଚାଷୀ ନେତା ରାକେଶ ଟିକାୟତଙ୍କ ବଡ ଘୋଷଣା । ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ହେବନି ଚକାଜାମ ।

କନକ ବ୍ୟୁରୋ: ଚାଷୀ ସଙ୍ଗଠନମାନେ ଆସନ୍ତାକାଲି ଅର୍ଥାତ ଫେବୃଆରୀ ୬ ତାରିଖରେ ସାରା ଦେଶରେ ଚକାଜାମ ଘୋଷଣା କରିଛନ୍ତି । ଏହାରି ଭିତରେ କିନ୍ତୁ ଚାଷୀ ନେତା ରାକେଶ ଟିକାୟତ ଗଣମାଧ୍ୟମକୁ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ଏହି ଚକାଜାମ ପାଳନ ହେବ…

ଚନ୍ଦକା ଅଂଚଳରେ ମିଳିଥିବା ମୃତ ମହିଳାଙ୍କ କୁଆଡେ ଗଲା କଟାମୁଣ୍ଡ ? ପୋଷାକ ଆଧାରରେ ପୋଷ୍ଟର ତିଆରି କରିବ ପୋଲିସ ।

କନକ ବ୍ୟୁରୋ: ରାଜଧାନୀ ଉପକଣ୍ଠ ଚନ୍ଦକା ଅଂଚଳରୁ ଉଦ୍ଧାର ହୋଇଥିବା ମୁଣ୍ଡ ବିହୀନ ମହିଳାଙ୍କ ଶବକୁ ନେଇ ଚନ୍ଦକା ପୋଲିସର ଖୋଳତାଡ ଜାରି ରହିଛି । ଗତକାଲି ପରି ଆଜି ମଧ୍ୟ କଟାମୁଣ୍ଡକୁ ଖୋଜୁଛି ପୋଲିସ । ଅନ୍ଧାରୁଆ ଦାସପୁର ରାସ୍ତା ଜଙ୍ଗଲରେ ଏହି କଟାମୁଣ୍ଡକୁ ଖୋଜୁଛି ଚନ୍ଦକା ପୋଲିସ ।…

କାଲିଠୁ ରାଜ୍ୟରେ କୋଭିଡ୍ ଟିକା ନେବେ ପୋଲିସ ଅଧିକାରୀ । ପ୍ରଥମ ଟିକା ନେବେ ଡିଜିପି ଅଭୟ ।

କନକ ବ୍ୟୁରୋ: କାଲିଠୁ ରାଜ୍ୟରେ କୋଭିଡ୍ ଟିକା ନେବେ ସମସ୍ତ ପୋଲିସ ଅଧିକାରୀ । ଏହି କ୍ରମରେ ପୋଲିସ ଡିଜି ଅଭୟ ଆସନ୍ତାକାଲି ପ୍ରଥମ ଟିକା ନେବେ । ଏହାପରେ ରାଜ୍ୟର ଅନ୍ୟ ପୋଲିସ ଅଧିକାରୀ ଟିକା ଗ୍ରହଣ କରିବେ । ଏନେଇ ଆଜି ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।…

ପାକିସ୍ତାନ ଉପରେ ଇରାନର ସର୍ଜିକାଲ୍ ଷ୍ଟ୍ରାଇକ୍! ପାକିସ୍ତାନ ଭିତରେ ପଶି ନିଜ ଦେଶର ଗାର୍ଡଙ୍କୁ ମୁକୁଳାଇଲା ।

କନକ ବ୍ୟୁରୋ: ପାକିସ୍ତାନ ଉପରେ ପୁଣି ସର୍ଜିକାଲ ଷ୍ଟ୍ରାଇକ୍ । ଏଥର ସର୍ଜିକାଲ୍ ଷ୍ଟ୍ରାଇକ୍ କରିଛି ଇରାନ୍ । ନିଜ ଦେଶର ଦୁଇ ଜଣ ଯବାନଙ୍କୁ ପାକିସ୍ତାନରୁ ମୁକୁଳାଇବାକୁ ଇରାନ୍ ଏହି ସର୍ଜିକାଲ୍ ଷ୍ଟ୍ରାଇକ୍ କରିଛି । ଆଉ ସଫଳତାର ସହ ଏଥିରେ ସଫଳ ମଧ୍ୟ ହୋଇଛି । ସୂଚନା ମୁତାବକ, ଦୁଇ ବର୍ଷ…

ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆଙ୍କ ବଡ ବୟାନ । କହିଲେ ରାଫେଲ୍ ଦେଖି ଚୀନ୍ ଏବେ ବ୍ୟତିବ୍ୟସ୍ତ ।

କନକ ବ୍ୟୁରୋ: ଭାରତ ଚୀନ୍ ସୀମା ବିବାଦ ଭିତରେ ବଡ ବୟାନ ରଖିଛନ୍ତି ବାୟୁସେନା ମୁଖ୍ୟ ଆରକେଏସ ଭଦୌରିଆ । ରାଫେଲକୁ ଦେଖି ଚୀନ୍ ବ୍ୟସ୍ତ ହୋଇପଡିଥିବା କହିଛନ୍ତି ବାୟୁସେନା ମୁଖ୍ୟ । ଚୀନର ମୁକାବିଲା ପାଇଁ ଭାରତୀୟ ବାୟୁସେନା ପର୍ଯ୍ୟାପ୍ତ ସଂଖ୍ୟାରେ ଯବାନ ମୁତୟନ କରିଛି । ବିଶେଷ କରି…