ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲାରେ ସକ୍ରିୟ ସଂକ୍ରମିତ ସଂଖ୍ୟା ଶୂନ । କୋଭିଡ୍ ମୁକ୍ତ ହେଲେ ରାଜ୍ୟର ଦୁଇ ଜିଲ୍ଲା

କନକ ବ୍ୟୁରୋ: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଏକ ଜିଲ୍ଲା କରୋନା ଶୂନ୍ୟ ହୋଇଛି । ଏଥିସହ ରାଜ୍ୟରେ କୋଭିଡ୍ ଶୂନ୍ୟ ଜିଲ୍ଲାଙ୍କ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି । ଏବେ ନବରଙ୍ଗପୁର ସହ କନ୍ଧମାଳ ଜିଲ୍ଲା ବି କୋଭିଡ୍ ଶୂନ୍ୟ ହୋଇଛି । ନବରଙ୍ଗପୁର…

ଓଡିଶା ସୀମାନ୍ତ ଗାଁରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ । ଓଡିଶାରୁ ପ୍ରାର୍ଥୀ ହେଲେ ୧୫ ଜଣ । ବିବାଦ ଭିତରେ ବଦଳିଲେ…

କନକ ବ୍ୟୁରୋ: ଆନ୍ଧ୍ର-ଓଡିଶା ସୀମାନ୍ତର କୋଟିଆରେ ଆନ୍ଧ୍ର ପଂଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ପରେ ଆଜି ନାମାଙ୍କନ ଦାଖଲ କରିଛନ୍ତି ୧୫ ଜଣ । ୩ ଜଣ ସରପଂଚ ପ୍ରାର୍ଥୀ ଓ ୧୦ ଜଣ ୱାର୍ଡ ମେମ୍ବର ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିବାଦୀୟ ଫଗୁଣ ସିମେରି ଓ ପଟୁସିମେରି ଗାଁରୁ…

ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧର୍ମେନ୍ଦ୍ରଙ୍କ ଧନ୍ୟବାଦ ପ୍ରସ୍ତାବ । କହିଲେ, ଭୀମ ଭୋଇଙ୍କ ବିଚାର ମୋଦୀଙ୍କ ଗରିବ…

କନକ ବ୍ୟୁରୋ: ସନ୍ଥକବି ଭୀମ ଭୋଇଙ୍କ ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ’ ବିଚାରକୁ ପାଥେୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ କରୁଥିବା ବେଳେ ଗରିବ ଓ ଦେଶର କଲ୍ୟାଣ ପାଇଁ ଏହି ଉକ୍ତିକୁ ମୂଳ ମନ୍ତ୍ର କରାଯାଇଛି…

ଚାଷୀ ଆନ୍ଦୋଳନରେ ବିଦେଶୀ ସେଲିବ୍ରିଟିଙ୍କ ଟ୍ୱିଟ୍ । ପ୍ରତିକ୍ରିୟା ରଖିଲେ ଦେଶର ବଡ ବଡ ଚେହେରା

କନକ ବ୍ୟୁରୋ: ପପ୍ ଷ୍ଟାର ରିହାନାଙ୍କ ଟ୍ୱିଟ ଚାରିଆଡେ ଚର୍ଚ୍ଚାର ବିଷୟ ବନିଗଲା । କାରଣ ଚାଷୀ ଆନ୍ଦୋଳନକୁ ନେଇ ବିବାଦ ଯେମିତି ବଢୁଥିଲା, ଟେଲିଭିଜନ ପରଦା ଓ ଖବରକାଗଜରେ ସେମିତି ଶିରୋନାମା ବି ବନୁଥିଲା । କିନ୍ତୁ ରିହାନାଙ୍କ ଟ୍ୱିଟକୁ ଭାରତୀୟ ସେଲିବ୍ରିଟିମାନେ ସହଜରେ ଗ୍ରହଣ କରିପାରି…

ଭାରତ ସରକାରଙ୍କ କୃଷି ଆଇନକୁ ଆମେରିକାର ସମର୍ଥନ । ବାଇଡେନ ସରକାର କହିଲେ, ନୂଆ କୃଷି ଆଇନ ଦ୍ୱାରା ବଜାରର ଦକ୍ଷତା ବଢିବ

କନକ ବ୍ୟୁରୋ: କୃଷି ଆଇନକୁ ଆମେରିକାର ସମର୍ଥନ । ଦେଶରେ ଚାଲିଥିବା କୃଷି ଆନ୍ଦୋଳନ ଏବେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ଆମେରିକା ଏ ନେଇ ପ୍ରତିକ୍ରିୟା ରଖିଛି । ଆମେରିକା ପକ୍ଷରୁ କୁହାଯାଇଛି, ନୂଆ କୃଷି ଆଇନ ଦ୍ୱାରା ବଜାରର ଦକ୍ଷତା ବଢିବ । ଅଧିକ ସଂଖ୍ୟାରେ ଘରୋଇ…

ଭୁବନେଶ୍ୱର ଚନ୍ଦକା ଅଞ୍ଚଳରୁ ମିଳିଲା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ । ପୋଲିସ କଲା ଛାନଭିନ୍

କନକ ବ୍ୟୁରୋ: ଭୁବନେଶ୍ୱର ଚନ୍ଦକା ଅଂଚଳରେ ଏକ ମୁଣ୍ଡବିହୀନ ମୃତଦେହକୁ ନେଇ ଖେଳିଯାଇଛି ଚାଂଚଲ୍ୟ । ଏହି ମୃତଦେହ ଜଣେ ମହିଳାଙ୍କର ହୋଇଥିବା ବେଳେ କିଏ ସେ ଏହି ମହିଳା ସେନେଇ କିଛି ସ୍ପଷ୍ଟ ହୋଇପାରିନାହିଁ । ବଡ କଥା ହେଲା, ଏହା ଏକ ହତ୍ୟାକାଣ୍ଡ ଏବଂ ଏଥିରେ ଏକରୁ ଅଧିକ ଲୋକ ସମ୍ପୃକ୍ତ…