ସରକାରୀ ଯୋଜନାରୁ ବହୁ ଦୂରରେ ଗାଈଆଳ ନନ୍ଦଲାଲ । ଗୁହାଳଠୁ ହୀନ ଘରେ ବିତୁଛି ଜୀବନ

କନକ ବ୍ୟୁରୋ: ଗରିବ ହିତାଧିକାରୀଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା । ସବୁ ଯୋଜନାକୁ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଂଚାଇବା ପାଇଁ ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ ଯାଏଁ ସମସ୍ତେ ତତ୍ପର । ହେଲେ ଏବେ ବି ଅନେକ ହିତାଧିକାରୀ ଅଛନ୍ତି, ଯେଉଁମାନଙ୍କ ସମସ୍ୟା ଆଖିକୁ ଜଳଜଳ ହୋଇ ଦେଖାଯାଉଛି,…

ନଦୀବନ୍ଧ ମରାମତି କାମରେ ଦୁର୍ନୀତି । ପୁରୀ ଜିଲ୍ଲା ନିମାପଡାରୁ ଆସିଲା ଅଭିଯୋଗ

କନକ ବ୍ୟୁରୋ: ନଦୀବନ୍ଧ ମରାମତିରେ ଦୁର୍ନୀତି । କୁଶଭଦ୍ରା ନଦୀବନ୍ଧରେ ମୋରମ୍ ଛିଞ୍ଚି କୋଟି କୋଟି ଟଙ୍କା ହରିଲୁଟ ହୋଇଛି । ପୁରୀ ଜିଲ୍ଲା ନିମାପଡାରୁ ନାହପୁର ଯାଏଁ ନଦୀବନ୍ଧ ମରାମତି କାମ ଅତି ନିମ୍ନମାନର କରି ସରକାରୀ ଟଙ୍କା ଚଳୁ କରିଥିବା ଅଭିଯୋଗ କରିଛନ୍ତି ନଦୀକୂଳିଆ ବାସିନ୍ଦା । ନିୟମ…

ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକରୁ ଆସିଲା ଅଭାବନୀୟ ଦୃଶ୍ୟ । ରାସ୍ତା ନିର୍ମାଣ ହୋଇଛି ଯେ ସରିବାର ନାଁ ନେଉନି ।…

କନକ ବ୍ୟୁରୋ: ପଦ୍ମଶ୍ରୀ ଡ.ଦିଲ୍ଲୀପ ତିର୍କୀ, ସୁଭଦ୍ରା ପ୍ରଧାନ, ଦୀପସାନ ତିର୍କୀ ଏବଂ ଅମିତ ରୋହିଦାସଙ୍କ ଭଳି ହକି ତାରକାଙ୍କ ଗାଁ ସୁନ୍ଦରଗଡ ଜିଲ୍ଲାର ସଉନାମୁରା । ପିଡବ୍ଲ୍ୟୁଡି ମୁଖ୍ୟ ରାସ୍ତାରୁ ଏହି ତାରକାଙ୍କ ଗାଁକୁ ସଂଯୋଗ କରୁଥିବା ରାସ୍ତାର ଦୁରାବସ୍ଥା କହିଲେ ନସରେ । ବହୁ ଦିନ…

ରେଳ ବଜେଟରେ ଓଡିଶାକୁ ମିଳିଛି ୬୯୯୫.୫୮ କୋଟି । ଜାଣନ୍ତୁ କେଉଁ ପ୍ରକଳ୍ପକୁ ମିଳିଛି କେତେ ଟଙ୍କା?

କନକ ବ୍ୟୁରୋ: ଏଥର ରେଳ ବଜେଟରେ ଓଡିଶାକୁ ମିଳିଛି ୬୯୯୫. ୫୮ କୋଟି ଟଙ୍କା । ରାଜ୍ୟ ସରକାର ଏନେଇ ପୂର୍ବରୁ ୭୨୦୦ କୋଟି ଟଙ୍କା ଦାବି କରିଥିଲେ ବି କେନ୍ଦ୍ର ସରକାର ୬୯୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରେ ଅନେକ ନୂଆ ପ୍ରକଳ୍ପକୁ ସାମିଲ କରାଯାଇଥିବାବେଳେ କିଛି ପୁରୁଣା ପ୍ରକଳ୍ପର…

ରେଳ ବଜେଟକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବକ୍ତବ୍ୟ । ଓଡିଶାକୁ ମିଳିଛି ୬୯୯୫ କୋଟି ୫୮ ଲକ୍ଷ ଟଙ୍କାର…

କନକ ବ୍ୟୁରୋ: ରେଳ ବଜେଟକୁ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରେଳ ବଜେଟରେ ଓଡିଶାକୁ ଏଥର ୬୯୯୫ କୋଟି ୫୮ ଲକ୍ଷ ଟଙ୍କା ମିଳିଛି । ଯାହାକି ଗତବର୍ଷ ତୁଳନାରେ ୨୬ ପ୍ରତିଶତ ଅଧିକ ଅନୁଦାନ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏଥିସହ ଚଳିତ ବଜେଟରେ ଅଧୁରା କାମ…

ବିଶ୍ୱର ଶହେ ଦେଶକୁ କୋଭିଡ୍ ଟିକା ଯୋଗାଇବ ସେରମ୍ ଇନଷ୍ଟିଚ୍ୟୁଟ୍ । ୟୁନିସେଫ୍ ସହ ସ୍ୱାକ୍ଷର ହେଲା ବୁଝାମଣାପତ୍ର

କନକ ବ୍ୟୁରୋ: ବିଶ୍ୱର ଶହେ ଦେଶକୁ ୧.୧ ବିଲିୟନ କୋଭିଡ୍ ଟିକା ଯୋଗାଇବ ସେରମ୍ ଇନଷ୍ଟିଚ୍ୟୁଟ୍ । ଏନେଇ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ୟୁନିସେଫ୍ ଭିତରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ଭାରତ ବର୍ତ୍ତମାନ ପରିସ୍ଥିତିରେ ବିଶ୍ୱର ଏକ ଆଗଧାଡିର କୋଭିଡ୍ ଟିକା ନିର୍ମାତା ଦେଶ…