ରେଳ ବଜେଟକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବକ୍ତବ୍ୟ । ଓଡିଶାକୁ ମିଳିଛି ୬୯୯୫ କୋଟି ୫୮ ଲକ୍ଷ ଟଙ୍କାର…

କନକ ବ୍ୟୁରୋ: ରେଳ ବଜେଟକୁ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରେଳ ବଜେଟରେ ଓଡିଶାକୁ ଏଥର ୬୯୯୫ କୋଟି ୫୮ ଲକ୍ଷ ଟଙ୍କା ମିଳିଛି । ଯାହାକି ଗତବର୍ଷ ତୁଳନାରେ ୨୬ ପ୍ରତିଶତ ଅଧିକ ଅନୁଦାନ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏଥିସହ ଚଳିତ ବଜେଟରେ ଅଧୁରା କାମ…

ବିଶ୍ୱର ଶହେ ଦେଶକୁ କୋଭିଡ୍ ଟିକା ଯୋଗାଇବ ସେରମ୍ ଇନଷ୍ଟିଚ୍ୟୁଟ୍ । ୟୁନିସେଫ୍ ସହ ସ୍ୱାକ୍ଷର ହେଲା ବୁଝାମଣାପତ୍ର

କନକ ବ୍ୟୁରୋ: ବିଶ୍ୱର ଶହେ ଦେଶକୁ ୧.୧ ବିଲିୟନ କୋଭିଡ୍ ଟିକା ଯୋଗାଇବ ସେରମ୍ ଇନଷ୍ଟିଚ୍ୟୁଟ୍ । ଏନେଇ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ୟୁନିସେଫ୍ ଭିତରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ଭାରତ ବର୍ତ୍ତମାନ ପରିସ୍ଥିତିରେ ବିଶ୍ୱର ଏକ ଆଗଧାଡିର କୋଭିଡ୍ ଟିକା ନିର୍ମାତା ଦେଶ…

୪ଟି ରାଜ୍ୟ ପାଇଁ ପ୍ରଭାରୀ ନିଯୁକ୍ତ କଲା ବିଜେପି । ନରେନ୍ଦ୍ର ସିଂହ ତୋମାରଙ୍କୁ ଆସାମ, ପ୍ରହଲ୍ଲାଦ ଯୋଶୀଙ୍କୁ କେରଳର…

କନକ ବ୍ୟୁରୋ: ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ମଙ୍ଗଳବାର ଚାରୋଟି ରାଜ୍ୟ ପାଇଁ ପ୍ରଭାରୀ ଓ ସହ ପ୍ରଭାରୀ ନିଯୁକ୍ତି କରିଛି । ଆସାମ ସହିତ ତାମିଲନାଡୁ, କେରଳ ଓ ପୁଡୁଚେରୀ ପାଇଁ ଏହି ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ଏହି ସବୁ ରାଜ୍ୟରେ ଆଗକୁ ବିଧାନସଭା ନିର୍ବାଚନ…

ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା: ମୁହଁ ଖୋଲିଲେ ଆଦିତ୍ୟଙ୍କ ବାପା । କହିଲେ, ମୋ ପୁଅକୁ ନ୍ୟାୟ ନମିଳିଲା ଯାଏଁ…

କନକ ବ୍ୟୁରୋ: ମାନବ ପ୍ରେମୀ ଆଦିତ୍ୟଙ୍କ ହତ୍ୟା ଘଟଣାକୁ ନେଇ ଆଜି ତାଙ୍କ ବାପା ନବକିଶୋର ଦାସ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ପୁଅର ହତ୍ୟାକୁ ୭ମାସ ପୁରିବାକୁ ଯାଉଛି। ହେଲେ ଏପର୍ଯ୍ୟନ୍ତ ହତ୍ୟାକାରୀକୁ ପୁଲିସ ଜାଣିଶୁଣି ଗିରଫ କରୁନାହିଁ । ଜିଆରପି ପୁଲିସ ଓ…

ବଲାଙ୍ଗିରରେ ଟେଂଟହାଉସ ନିର୍ମାଣକୁ ନେଇ ଜିଲ୍ଲା ପ୍ରଶାସନର ଅହେତୁକ ଅନୁକମ୍ପା । ଗୋଟିଏ ଟେଂଟ ହାଉସକୁ ଦିଆଯାଇଛି ସାରା…

କନକ ବ୍ୟୁରୋ: ବଲାଙ୍ଗିରରେ କରୋନା କାଳରେ କନଟେନମେଂଟ ଜୋନରେ ବାରିକେଡ ନିର୍ମାଣରେ ଟଙ୍କା ହେରଫେର ଅଭିଯୋଗ ପରେ ଏବେ ଆସିଛି ଆଉ ଏକ ନୂଆ ବିବାଦ । କରୋନା ସମୟରେ ଟେଂଟ ହାଉସ ତିଆରିରେ ଟେଂଟହାଉସ ମାଲିକଙ୍କୁ ଅହେତୁକ ଅନୁକମ୍ପା ଦେଖାଇବାର ଅଭିଯୋଗ ଆସିଛି । ବଲାଙ୍ଗିର ରେଳଷ୍ଟେସନ ଟେଂଟ…

ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂ ବାଦଲଙ୍କୁ ଆକ୍ରମଣ । ଗାଡି ଉପରକୁ ଆକ୍ରମଣ କଲେ କଂଗ୍ରେସ କର୍ମୀ 

କନକ ବ୍ୟୁରୋ: ଶିରୋମଣୀ ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂ ବାଦଲଙ୍କୁ ଆକ୍ରମଣ । ଦଳର ଅଧ୍ୟକ୍ଷଙ୍କ ଗାଡିକୁ ପଂଜାବର ଜଲାଲବାଦରେ କଂଗ୍ରେସ କର୍ମୀ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଏକ ଭିଡିଓ ମଧ୍ୟ ରିଲିଜ କରାଯାଇଛି । ଶିରୋମଣୀ ଅକାଳୀ ଦଳ ଓ କଂଗ୍ରେସ ମଧ୍ୟରେ ବଡ ଧରଣର ସଂର୍ଘଷ ହୋଇଛି…