ରଘୁବରଙ୍କୁ ଓଡିଶା ରାଜ୍ୟପାଳ ଦାୟିତ୍ୱ ମିଳିବା ପରେ ରାଜନୀତି : ପ୍ରତ୍ୟକ୍ଷ ରାଜନୀତିରୁ ଆସିଥିବାରୁ ବଦଳିବ କି…

କନକ ବ୍ୟୁରୋ : ଓଡ଼ିଶାକୁ ମିଳିଛି ନୂଆ ରାଜ୍ୟପାଳ । ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ, ଓଡିଶାର ପରବର୍ତୀ ରାଜ୍ୟପାଳ ଭାବେ ଦାୟିତ୍ୱ ନେବେ । ପ୍ରଫେସର ଗଣେଶୀ ଲାଲଙ୍କ ସ୍ଥାନ ନେବେ ରଘୁବର ଦାସ । ମେ’ ମାସ ୩୦ ତାରିଖରୁ ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ଶେଷ ହୋଇସାରିଛି ।…

ଏଥର ଭିଜିବ ବିଜୟା ଦଶମୀ : ଦଶହରାରେ ଓଡ଼ିଶା ଉପକୂଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା

କନକ ବ୍ୟୁରୋ : ପାର୍ବଣରେ ଭିଜାଇବ ବର୍ଷା । ଦଶହରାରେ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୨୫ ତାରିଖ ବେଳକୁ ବର୍ଷାର ପରିମାଣ ବଢ଼ିପାରେ । ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୩ ତାରିଖ ଯାଏଁ ପାଗ…

ଦଶହରା ପାଇଁ ରାଜଧାନୀରେ କଡା ସୁରକ୍ଷା : ୧୮୮ଟି ସ୍ଥାନରେ ହେବ ଦୁର୍ଗାପୂଜା, ସୁରକ୍ଷା ଦାୟିତ୍ୱରେ ରହିବେ ୩୧ ପ୍ଲାଟୁନ…

କନକ ବ୍ୟୁରୋ : ଦଶହରା ପାଇଁ ରାଜଧାନୀରେ କଡା ସୁରକ୍ଷା । ୩୧ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ । ପ୍ରେସମିଟରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା । ରାଜଧାନୀର ୧୮୮ଟି ସ୍ଥାନରେ ହେବ ଦୁର୍ଗାପୂଜା । ୨୦ ରୁ ୨୫ ଅକ୍ଟୋବର ଯାଏଁ ପୋଲିସ ଛାଉଣୀରେ ରହିବ ରାଜଧାନୀ ।…

ପାଣି ଡେକଚିରେ ପଡ଼ି ୨ ବର୍ଷର ଶିଶୁ କନ୍ୟାର ମୃତ୍ୟୁ : ରେଢ଼ାଖୋଲ ଦେହୁରୀସାହିପଡ଼ାରେ ଅଭାବନୀୟ ଘଟଣା

କନକ ବ୍ୟୁରୋ : ଘରେ ଥିବା ପାଣି ଡେକଚିରେ ପଡ଼ି ୨ ବର୍ଷର ଶିଶୁ କନ୍ୟାର ମୃତ୍ୟୁ । ସମ୍ବଲପୁର ରେଢ଼ାଖୋଲ ଏନଏସିର ଦେହୁରୀସାହିପଡ଼ାରେ ଘଟିଛି ଏହି ଅଭାବନୀୟ ଘଟଣା । ଗାଁ ବିବେକାନନ୍ଦ ବେଉରୀ ଓ ଶୁଭସ୍ମିତା ବେଉରାଙ୍କ ୨ ବର୍ଷର ସାନ ଝିଅ ଘରେ ଖେଳୁଥିବା ବେଳେ ପାଣି ଡେକଚିର ପଡ଼ି ଯାଇଥିଲା ।…

ଶ୍ରୀଜିଉଙ୍କୁ ଦର୍ଶନ କଲେ ସିଲଭର ବୟ କିଶୋର ଜେନା : ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ ପରେ ଭବ୍ୟ ସ୍ୱାଗତ

କନକ ବ୍ୟୁରୋ : ଏସିଆନ ଗେମ୍ସରେ ରୌପ୍ୟ ପଦକ ବିଜେତା କିଶୋର ଜେନାଙ୍କୁ ପୁରୀରେ ଭବ୍ୟ ସ୍ୱାଗତ । ଜାଭଲିନ୍ ଥ୍ରୋରେ ଭାଗନେଇ ରୌପ୍ୟ ପଦକ ଜିତିଛନ୍ତି କିଶୋର ଜେନା । ଯାହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ । ଆଜି ବ୍ରହ୍ମଗିରି ସ୍ଥିତ କୋଠସାହି ଯିବେ କିଶୋର । ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କ…

କୋଟିପତି ଜେଇଙ୍କୁ ବାନ୍ଧିଲା ଭିଜିଲାନ୍ସ : ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଯନ୍ତ୍ରୀ ପ୍ରସନ୍ନ ପାଣି ଗିରଫ

କନକ ବ୍ୟୁରୋ : କୋଟିପତି ଜେଇଙ୍କୁ ବାନ୍ଧିଲା ଭିଜିଲାନ୍ସ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପାଲଲହଡା ବିଇଓ କାର୍ଯ୍ୟଳୟର ଯନ୍ତ୍ରୀ ପ୍ରସନ୍ନ ପାଣିଙ୍କୁ ଗିରଫ କରିଛି ଭିଜିଲାନ୍ସ । ରେଡ୍ ବେଳେ ୨୬ଟି ପ୍ଲଟ୍, ୬୪ ଲକ୍ଷ ୧୮ ହଜାର ଟଙ୍କାର ବ୍ୟାଙ୍କ ଜମା, ୮୩୨ ଗ୍ରାମର ସୁନା ଅଳଙ୍କାର, ୩…