ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନାବାଳକକୁ ଛୁରା ମାଡ : ରକ୍ତ ଜୁଡୁବୁଡୁ ଅବସ୍ଥାରେ ମେଡିକାଲରେ ଭର୍ତ୍ତି

କନକ ବ୍ୟୁରୋ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନାବାଳକକୁ ଛୁରା ମାଡ଼ । ନବରଙ୍ଗପୁର କେଉଟ ସାହି ଛକ ନିକଟରେ ଘଟିଛି ଏହି ଘଟଣା । ମଙ୍ଗରାଜ ସାହିର ବି. ଶ୍ରୀନିବାସ ନାମକ ନାବାଳକୁ ଦୁଇ ଜଣ ଯୁବକ ଛୁରାମାଡ଼ କରି ଫେରାର ହୋଇଯାଇଛନ୍ତି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ନବରଙ୍ଗପୁର…

ରାହୁଲ ଗାନ୍ଧୀ ହିଁ ରହିପାରନ୍ତି କଂଗ୍ରେସ ସଭାପତି : ରାଜସ୍ଥାନ ପରେ ଛତିଶଗଡ଼ରେ ଜାତୀୟ ସଭାପତି କରାଇବା ପାଇଁ ପ୍ରସ୍ତାବ…

କନକ ବ୍ୟୁରୋ : କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଆସନ୍ତା ଅକ୍ଟୋବର ୧୭ରେ ହେବ ଭୋଟ୍ ଗ୍ରହଣ । ଅକ୍ଟୋବର ୧୯ ତାରିଖରେ ଫଳାଫଳ ଘୋଷଣା କରାଯିବ । ଏହାରି ଭିତରେ ରାହୁଲ ଗାନ୍ଧୀଙ୍କୁ ଦଳର ଜାତୀୟ ସଭାପତି କରାଇବା ପାଇଁ ରାଜସ୍ଥାନ ପରେ ଛତିଶଗଡ଼ରେ ପ୍ରସ୍ତାବ ଗୃହୀତ ହୋଇଛି । ରାଜ୍ୟ କଂଗ୍ରେସ…

ଚଣ୍ଡିଗଡ ୟୁନିଭର୍ସିଟି ଛାତ୍ରୀଙ୍କ ଆପତିଜନକ ଭିଡିଓ ଭାଇରାଲ ଘଟଣା : ନିରପେକ୍ଷ ଯାଞ୍ଚ ପ୍ରତିଶ୍ରୁତି ପରେ ହଟିଲା…

କନକ ବ୍ୟୁରୋ : ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଛାତ୍ରୀଙ୍କ ଗାଧୁଆ ବେଳ ଦୃଶ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ଏହାର ପ୍ରତିବାଦ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ରାତି ସାରା ବିକ୍ଷୋଭ…

ଜାପାନରେ ମାଡ଼ ହେଲା ସାମୁଦ୍ରିକ ଝଡ଼ ‘ନାନ୍ମାଡୋଲ’ : ବହିଲା ୨୩୪ କିମି ବେଗରେ ପବନ; ସ୍ଥାନାନ୍ତରିତ ହେଲେ ଲକ୍ଷ ଲକ୍ଷ…

କନକ ବ୍ୟୁରୋ : ଦକ୍ଷିଣ ପୂର୍ବ ଜାପାନରେ ମାଡ଼ ହେଲା ସାମୁଦ୍ରିକ ଝଡ଼ ‘ନାନ୍ମାଡୋଲ’ । ରବିବାର ସ୍ଥାନୀୟ ସମୟ ସଂଧ୍ୟା ୭ଟାରେ ବାତ୍ୟା ଜାପାନର କୋଗସିମା ନିକଟରେ ସ୍ଥଳଭାଗ ଛୁଇଁଥିବା ଜାପାନ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଦକ୍ଷିଣ ପଶ୍ଚିମ କ୍ୟୁସୁ ଅଞ୍ଚଳରେ ବହିଲା ୨୩୪ କିମି ବେଗରେ ପବନ…

ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଆଜି ହେବ ଶେଷକୃତ୍ୟ : ଲକ୍ଷ ଲକ୍ଷ ଲୋକଙ୍କ ହେବ ସମାଗମ

କନକ ବ୍ୟୁରୋ : ଆଜି ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ବିଶ୍ୱର ୫ ଶହରୁ ଅଧିକ ରାଷ୍ଟ୍ରନେତା, ରାଜତନ୍ତ୍ର ମୁଖ୍ୟ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ଅନ୍ୟମାନେ ଯୋଗଦେଇ ରାଣୀଙ୍କୁ ଶେଷ ସମ୍ମାନ ଜଣାଇବେ । ଅତିଥି ତାଲିକାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ…

ଉପକୂଳ ଓଡ଼ିଶାରେ ଘୂର୍ଣ୍ଣିବଳୟର ପ୍ରଭାବ : ଆଜି ୪ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ…

କନକ ବ୍ୟୁରୋ : ଉପକୂଳ ଓଡ଼ିଶାରେ ଘୂର୍ଣ୍ଣିବଳୟର ପ୍ରଭାବ । ଏହାର ପ୍ରଭାବରେ ଲାଗି ରହିଛି ବର୍ଷା । ଆଜି ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ଏହି ୪…