ଲଜରୁ ପୋଲିସର ଟଙ୍କା ଜବତ ଘଟଣାରେ ଟ୍ୱିଷ୍ଟ : ସିଜ୍ ହୋଇଥିବା ଟଙ୍କା ଠାରୁ ପୋଲିସ କମ୍ ଦେଖାଇଥିବା ସ୍ପଷ୍ଟ କଲେ…

କନକ ବ୍ୟୁରୋ : କଣ୍ଟାବାଞ୍ଜି ଲଜରୁ ପୋଲିସର ଟଙ୍କା ଜବତ ଘଟଣାରେ ଟ୍ୱିଷ୍ଟ । ଜବତ ହୋଇଥିବା ଟଙ୍କାରେ ଅନିୟମିତତା ହୋଇଥିବା ସ୍ପଷ୍ଟ କଲେ ବଲାଙ୍ଗୀର ଏସପି । ଏବେବି ଘଟଣାର ତଦନ୍ତ ଚାଲିିଛି କହିଲେ ଏସପି ନୀତିନ୍ କୁଶଲକର । ସମ୍ପୂର୍ଣ୍ଣ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ…

କିଡନୀ ରୋଗୀଙ୍କ ଧାରଣା : ମୁହଁରେ କଳା କପଡା ଗୁଡାଇ ଧାରଣାରେ ବସିଲେ; ସରକାରଙ୍କୁ କହିଲେ, ଔଷଧ ଦିଅ ନହେଲେ ମୃତ୍ୟୁ ଦିଅ

କନକ ବ୍ୟୁରୋ : ଧାରଣାରେ ବସିଲେ କିଡନୀ ରୋଗୀ । ମୁହଁରେ କଳା କପଡା ଗୁଡାଇ କିଡନୀ ରୋଗୀ ଧାରଣାରେ ବସିଛନ୍ତି । ବାରମ୍ବାର ସରକାରଙ୍କୁ ଗୁହାରି କରିବା ପରେ ଧାରଣାକୁ ଓହ୍ଲାଇଛନ୍ତି । ଦାବି କରିଛନ୍ତି ଔଷଧ ଦିଅ ନହେଲେ ମୃତ୍ୟୁ ଦିଅ । କିଛି ଦିନ ଆଗରୁ ନିଜ ସମସ୍ୟାକୁ ନେଇ ମହାପ୍ରଭୁ…

କଲରାପତରିଆ ବାଘ ଶିକାର ଘଟଣା : ବାଘପାଲି ମଠ ମହନ୍ତ ବାବା ଦୟାସାଗର ଥାଟୀଙ୍କ ସମେତ ୬ ଗିରଫ

କନକ ବ୍ୟୁରୋ : ସୋନପୁର ଉଲ୍ଲୁଣ୍ଡା ବନାଞ୍ଚଳରୁ କଲରାପତରିଆ ବାଘ ଶିକାର ଘଟଣାରେ ୬ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତ ମାନେ ହେଲେ ବାଘପାଲି ଜଙ୍ଗଲ ଭିତରେ ରହୁଥିବା ମଠର ମଠାଧିଶ ଦାନବିହାରୀ ଶରଣଂ ଓରଫ ଦୟାସାଗର ଥାଟୀ, ସୁରେନ୍ଦ୍ର ପ୍ରଧାନ, ବିଜୁ ଗୁରୁ, ରାମଚନ୍ଦ୍ର ପୁରୋହିତ,…

ଲେଡି ଡନର ଘର ଭାଙ୍ଗିଲା ପୋଲିସ : ରଞ୍ଜୁଙ୍କ ନିଶା କାରବାରକୁ ନେଇ ସୁବ୍ରତଙ୍କୁ କରାଯାଇଥିଲା ହତ୍ୟା

କନକ ବ୍ୟୁରୋ : ଭୁବନେଶ୍ୱର ନାରାୟଣ ବସ୍ତିରେ ପି ସୁବ୍ରତ ରାଓ ହତ୍ୟାକାଣ୍ଡ ଘଟଣାର ମାଷ୍ଟର ମାଇଣ୍ଡ ଲେଡ଼ି ଡ଼ନର ଘର ଭାଙ୍ଗୁଛି ପୋଲିସ । ବୁଲ ଡ୍ରୋଜର ଲଗାଇ ଲେଡ଼ି ଡ଼ନ୍ ଘର ଭଙ୍ଗା ଯାଉଛି । ସୁବ୍ରତ ରାଓ ହତ୍ୟାକାଣ୍ଡ ଘଟଣାରେ ରଞ୍ଜୁ ଓ କାହ୍ନାକୁ ବୁଧବାର ଗିରଫ କରିଥିଲା ପୋଲିସ । ଗଞ୍ଜାମର ଏକ…

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ନେଇପାରେ ଲଘୁଚାପ ରୂପ : ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ…

କନକ ବ୍ୟୁରୋ : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୨୦ ତାରିଖ ବେଳକୁ ଲଘୁଚାପ ରୂପ ନେଇପାରେ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ…

ଯାଆଁଳା ନିଶା ନିବାରଣ କେନ୍ଦ୍ରରେ ପୋଲିସର ତନାଘନା : ଅନ୍ତେବାସୀଙ୍କୁ ନିର୍ଯାତନା ନେଇ କର୍ମଚାରୀ ଓ ମାଲିକଙ୍କୁ…

କନକ ବ୍ୟୁରୋ : ନିଶା ନିବାରଣ କେନ୍ଦ୍ରରେ ନିର୍ଯାତନା । ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କ ଉପରେ ହୋଇଥାଏ ଅକଥନୀୟ ଅତ୍ୟାଚାର । ଭିଡିଓ ସାମ୍ନାକୁ ଆସିବାର ଅନେକ ସମୟ ବିତି ସାରିଥିଲେ ବି ବର୍ତ୍ତମାନ ସୁଦ୍ଧା ପୋଲିସ କେନ୍ଦ୍ରରେ ପହଞ୍ଚି ନଥିବା ଅଭିଯୋଗ ହୋଇଛି । ନିଶା ନିବାରଣ…