ତିନି ବର୍ଷ ପରେ ପୁଣି ତାଜା ହୋଇଛି ନଗଡାର ନଗ୍ନ ଚିତ୍ର: ଭୋକର ଭୂଗୋଳ ଭିତରେ ଖାଦ୍ୟ ଖୋଜୁଛି ନଗଡାର ଭାଗ୍ୟ

କନକ ବ୍ୟୁରୋ: ତିନି ବର୍ଷ ତଳେ ନିଦ ହଜାଇ ଦେଇଥିବା ନଗଡ଼ାର ନଗ୍ନଚିତ୍ର ଏବେ ତିନି ବର୍ଷ ପରେ ପୁଣି ତାଜା ହୋଇଛି । ଭୋକର ଭୂମିରେ ସରକାର ବିକାଶର ବୀଜ ବୁଣିବା ପରେ ଯଦିଓ କିଛିଟା ପରିବର୍ତ୍ତନ ଆସିଛି ହେଲେ ତଥାପି ନଗଡାବାସୀଙ୍କ ପେଟରୁ ଭୋକ ମିରିନି । ତାଙ୍ଗ ନିଦୁଆ ଆଖିରୁ ନେହୁରାର ଠାର ଜମା…

ଶିଖର ବିନା ସହଜ ନୁହେଁ ! ଧାୱନ ନାହାନ୍ତି ବୋଲି ଧୋଇଯିବ କି ମ୍ୟାଚ ?

କନକ ବ୍ୟୁରୋ: ମହାମୁକାବିଲା ପୂର୍ବରୁ ମାଟି ଓଦା କଲା ବର୍ଷା । ନଟିଂହାମରେ ମ୍ୟାଚରେ ପୂର୍ବରୁ ବର୍ଷା ଜାରି । ଘନଘନ ବର୍ଷା ପାଇଁ ମ୍ୟାଚ ବିଳମ୍ବ ହେଉଥିବା ସୂଚନା । ୨ଟା ୩୦ରେ ଟସ ପଡିବାକୁ ଥିବା ବେଳେ ବର୍ଷା ପାଇଁ ଟସ ପ୍ରକିୟା ବିଳମ୍ବ ହୋଇଛି । ତେବେ ଟ୍ରେଣ୍ଟ ବ୍ରିଜ ଗ୍ରାଉଣ୍ଡରେ…

ଜହ୍ନର ଡ୍ରଇଂ ରୁମରେ ବସିବ ମଣିଷ: ଆଉ ଚିତ୍ର ହୋଇ ରହିବନି ଚନ୍ଦ୍ର, ଚନ୍ଦ୍ରାୟନ ସତ କରିବ ମଣିଷର ସ୍ୱପ୍ନ…

କନକ ବ୍ୟୁରୋ: ‘ଜହ୍ନ’ ! ଜୀବନ ସହ ଜଡି଼ତ ଏକ ଜଣାଶୁଣା ନାଁ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଶୀତଳତା ଦେଉଥିବା ଏକ ମିଠା ଛୁଆଁ । ଜହ୍ନ କେବେ କଅଁଳା ଶିଶୁର ମାମୁ ସାଜେ ତ ପୁଣି କେବେ କଲେଜ ପଢ଼ୁଆ ପ୍ରେମିକର ପ୍ରେମିକା ସାଜେ । ପିଲା ଅଝଟ ହେଲେ ନୀଳ ଆକାଶରେ ଉଇଁଥିବା ଜହ୍ନକୁ ଦେଖାଇ ମାଆ କହେ,…

ଭରସା ପାଇଲାନି ପାକ୍ ଆକାଶକୁ: ରୁଟ୍ ବଦଳେଇ ଅନ୍ୟ ବାଟରେ ଯିବେ ମୋଦି

କନକ ବ୍ୟୁରୋ: ପାକିସ୍ତାନ ଆକାଶରେ ଉଡି଼ବେନି ମୋଦି । ପାକ୍ ଆକାଶ ଦେଇ କିର୍ଗିଜସ୍ତାନ ଯିବେନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାକିସ୍ତାନ ଆକାଶରେ ଉଡି଼ ମୋଦି କିର୍ଗିଜସ୍ତାନକୁ ଯିବାକୁ କାର୍ଯ୍ୟକ୍ରମ ଥିବା ବେଳେ ଶେଷ ମୁହୂର୍ତ୍ତରେ ଏହି ଯୋଜନାକୁ ବଦଳାଯାଇଛି । ତେବେ ମୋଦି ପାକ୍…

ଗୁଜୁରାଟର ଗୁହାରି: ରୋଲ ମଡେଲ ସାଜିଛ, ଉପାୟ କୁହ…

କନକ ବ୍ୟୁରୋ: ଆପଣ କେମିତି ଫୋନିର ମୁକାବିଲା କଲେ ? ଏତେ ବଡ ବାତ୍ୟାର ସାମ୍ନା କରିବାକୁ କଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ? ଏତେ ଲୋକଙ୍କ ସ୍ଥାନାନ୍ତର ପାଇଁ କି କି ପଦକ୍ଷେପ ନେଇଥିଲେ? ଦୟାକରି ସେସବୁ କୌଶଳ, ସେ ଅଭିଜ୍ଞତା ଟିକେ କହିବେ କି ? ସମ୍ଭାବ୍ୟ ବାତ୍ୟା ବାୟୁ ଗୁଜୁରାଟରେ…

ପାଟକୁରା ପୋଖରୀରେ ପଦ୍ମ ଫୁଟାଇବାକୁ ପାଗଭିଡ଼ା। ବିଜେଡି ପରେ ବିଜେପି ରଚିଲା ନୀଳ ନକ୍ସା

ପାଟକୁରା ପାଇଁ ଆରମ୍ଭ ହେଲାଣି ପାଗଭିଡା । ପାଟକୁରା ପଡିଆରେ ଛକା ମାରିବାକୁ ଚାଲିଲାଣି ଜୋରଦାର ପ୍ରସ୍ତୁତି । ବ୍ୟାଟ୍ସମ୍ୟାନ ରେଡ୍ଡି ଥିବାବେଳେ ଦୁର୍ବଳ ସ୍ଥାନରେ ଫିଲ୍ଡର ଜଗାଇବାରେ ବ୍ୟସ୍ତ ଉଭୟ ବିଜେପି ଓ ବିଜେଡି । ସାଧାରଣ ନିର୍ବାଚନରେ କେନ୍ଦ୍ରାପଡାରେ ବିଜେଡିର ହାୱା ବହିଥିବା ବେଳେ…