ଦୁଃଖ ଦେଖି ପାରିଲେନି ଆଇଆଇସି: ମାଆ ଭଳି ସ୍ନେହ କଲେ, ଭୋକିଲା ପିଲାଙ୍କୁ ପେଟପୂରା ଖୁଆଇଲେ ସ୍ମୃତିପ୍ରଭା

କନକ ବ୍ୟୁରୋ: ଖାକି ବର୍ଦ୍ଦି ଖାଲି ଦଣ୍ଡ ଦିଏନି ବରଂ ଦୟା ବି ଦେଖାଏ । ଖାକି ପିନ୍ଧିଥିବା ପୋଲିସ ଉପରୁ ଯେତିକି ଶକ୍ତ ଦେଖାଯାଆନ୍ତି ଭିତରେ ସେତିକି ଦରଦି ଥାଆନ୍ତି । ପୋଲିସ ଅପରାଧୀକୁ ସିନା ଦଣ୍ଡ ଦିଏ ହେଲେ ଅସହାୟଙ୍କୁ ଆପଣେଇନିଏ । ତେବେ ସେମିତି ଏକ ଦରଦୀ କାହାଣୀର ନାୟିକା ହେଉଛନ୍ତି…

କିମିଆ କରୁଛି ‘କୋରାପୁଟ କଫି’: ଓଡିଶା ମାଟିର ମହକ ନେଇ କୋରାପୁଟ କଫିର ବଜାର ପ୍ରବେଶ । ଅନଲାଇନରେ କରିପାରିବେ ଅର୍ଡର

କନକ ବ୍ୟୁରୋ: ଦୀର୍ଘ ବର୍ଷର ସ୍ବପ୍ନ ପୂରଣ ହୋଇଛି। କୋରାପୁଟ କଫି ନାମରେ ସ୍ବତନ୍ତ୍ର ବ୍ରାଣ୍ଡର କଫି ବଜାରକୁ ଆସିଛି । କଫି ପ୍ରକ୍ରିୟାକରଣ ୟୁନିଟ ପ୍ରତିଷ୍ଠା ପରେ କୋରାପୁଟ ବ୍ରାଣ୍ଡର କଫି ଖୋଲା ବଜାରରେ ମିଳିଛି। ଫଳରେ କଫିକୁ ନେଇ କୋରାପୁଟ ବିଶ୍ବ ମାନଚିତ୍ରରେ ସ୍ବତନ୍ତ୍ର ସ୍ବୀକୃତି…

ମୁହଁରେ ମୃଦଙ୍ଗର ସ୍ୱର: ପାଟି, ଛାତି ବଜାଇ ସୁନ୍ଦର ସ୍ୱର ବାହାର କରୁଛନ୍ତି ଜଗନ୍ନାଥ

କନକ ବ୍ୟୁରୋ: ମୁହଁରେ ମୃଦଙ୍ଗର ସ୍ୱର । ମୃଦଙ୍ଗରେ ନୁହେଁ ବରଂ ମୁହଁରେ ବାଜୁଛି ବାଜା । ହଁ ଆଜ୍ଞା ବିନା ମୃଦଙ୍ଗରେ ବିନା ତବଲାରେ ଜଣେ କୁନି ବାଳକ ସୁନ୍ଦର ତାଳରେ ଲୋକଙ୍କୁ କିମିଆ କରୁଛନ୍ତି । ତାଙ୍କ ପାଟି, ଛାତି ଆଉ ହାତର ସାହାଯ୍ୟ ସେ ସୁରିଲା ବାଜା ବଜାଉଛନ୍ତି । ଆଉ ତାଙ୍କ ବାଜା…

ବୋଝ ଉପରେ ନଳିତା ବିଡା: ଫନି ଉଡାଇ ନେଇଥିଲା, ବର୍ଷା ଭାଙ୍ଗିଦେଲା । ଘର ନଥିବାରୁ ପର ପିଣ୍ଡାରେ ପାଞ୍ଚ ଜୀବନ

କନକ ବ୍ୟୁରୋ: ଭାଙ୍ଗି ଯାଇଛି ଘର, ଉଡି ଯାଇଛି ଛପର । ଆଉ ଦରଭଙ୍ଗା ଅବସ୍ଥାରେ ଦୋହଲୁଛି ମାଟିର କାନ୍ଥ, ଘରର କବାଟ । ଫନି ପରେ ପରେ ଦୀର୍ଘ ୪ ମାସ ହେବ ୟାରି ଭିତରେ ବିତୁଛି ଜୀବନ । କେତେବେଳେ କିଛି ବି ହୋଇପାରେ, ଭଙ୍ଗା କାନ୍ଥ ଭୁଷୁଡିପାରେ, ନଇଁପଡିଥିବା ଛପର ଖସିପାରେ ଆଉ ଅକାଳରେ…

ତାଲା ପକା ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ

କନକ ବ୍ୟୁରୋ: ବାଲେଶ୍ୱର ସ୍କୁଲରେ ତାଲା ପକା ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ । ଘଟଣା ପ୍ରଘଟ ହେବା ପରେ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କଲେ ବିଇଓ । ମଠସାହି ମହାବୀର ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତି ପ୍ରତିମା ମହାପାତ୍ରଙ୍କୁ ନିଲମ୍ବିତ କଲେ ବିଇଓ । ଘଟଣାର ତଦନ୍ତ ପରେ…

ତାଲା ପରେ ପାଲା: ଘଟଣା ପ୍ରଘଟ ହେବା ପରେ ଶିକ୍ଷୟିତ୍ରୀଙ୍କ ଅଜବ ଯୁକ୍ତି, କହିଲେ ଆଗରୁ ବି ପିଲାଙ୍କୁ ତାଲା ପକାଇ…

କନକ ବ୍ୟୁରୋ: ବାଲେଶ୍ୱର ମଠସାହି ମହାବୀର ସ୍କୁଲରେ ପିଲାକୁ ତାଲା ପକାଇବା ଘଟଣା । ସ୍କୁଲର ଅବହେଳା ପ୍ରଘଟ ହେବା ପରେ ଅଜବ ଯୁକ୍ତି ବାଢିଲେ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତି ପ୍ରତିମା ମହାପାତ୍ର । ସ୍କୁଲରେ ଏମିତି ପିଲାଙ୍କୁ ତାଲା ପକାଇ ରଖାଯାଏ ବୋଲି କହିଲେ ଶିକ୍ଷୟିତ୍ରୀ । ପିଲାଟି…