ଗଣେଶ ପୂଜା ଓ ସରସ୍ୱତୀ ପୂଜାରେ ମଧ୍ୟାହ୍ନ ଭୋଜନ ମନା । ପୂଜା ଦିନ ମଧ୍ୟାହ୍ନ ଭୋଜନ ବନ୍ଦ କରିବାକୁ ସମସ୍ତ ଡିଇଓଙ୍କୁ…

କନକ ବ୍ୟୁରୋ : ଆଗକୁ ଆସୁଛି ଗଣେଶ ପୂଜା । ରାଜ୍ୟର ବିଭିନ୍ନ ସ୍କୁଲରେ ବେଶ ଧୂମଧାମରେ ପାଳନ ହେବ ଗଣେଶ ପୂଜା । କିନ୍ତୁ ଚଳିତ ଥର ଗଣେଶ ପୂଜାରେ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ମିଳବନି ମଧ୍ୟାହ୍ନ ଭୋଜନ । ଏନେଇ ମିଡ୍ ଡେ ମିଲ୍ ନୋଡାଲ ଅଫିସର ରାଜ୍ୟର ସମସ୍ତ ଡିଇଓଙ୍କୁ ଚିଠି ଲେଖିଛନ୍ତି ।…

ଓଡ଼ିଶାର ଏମିତି ଏକ ଗାଁ । ଯେଉଁଠି ପୂରା ଗାଁକୁ ଜଗିଛି ସିସିଟିଭି ।

କନକ ବ୍ୟୁରୋ : ବଦଳୁଛି ଓଡ଼ିଶା, ବଦଳୁଛି ଗାଁ । ଦିନକୁ ଦିନ ହାଇଟେକ ହେଉଛି ଗାଁ । ସେହିଭଳି ଏକ ଗାଁ ହେଉଛି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ହଳଦୀ ଗାଁ । ରାଜ୍ୟର ସବୁଠୁ ସୁରକ୍ଷିତ ଗାଁ ଭାବେ ଏବେ ଚର୍ଚ୍ଚାକୁ ଆସିଛି ହଳଦୀ ଗାଁ । କାରଣ ସିସିଟିଭି ରାଡାରରେ ରହିଛି ପୂରା ଗାଁ ।…

ଏମାର ମଠରେ ଆଉ ଏକ ଗୁପ୍ତ ସୁଡଙ୍ଗ ଠାବ । ସୁଡଙ୍ଗ ଭିତରେ ବଡ ସିନ୍ଧୁକ ଥିବା ନେଇ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ।

କନକ ବ୍ୟୁରୋ : ଏମାର ମଠ ଉଚ୍ଛେଦ କାର୍ଯ୍ୟ ଯେତେ ଆଗେଇ ଚାଲିଛି ସେତିକି ରହସ୍ୟ ସାମ୍ନାକୁ ଆସୁଛି । ଆଜି ଉଚ୍ଚେଦ କାମ ଆରମ୍ଭରୁ ଗୁପ୍ତ ସୁଡଙ୍ଗ ଦେଖିବାକୁ ମିଳିଥିଲା । ଆଉ ଏବେ ଆଉ ଏକ ଗୁପ୍ତ ସୁଡଙ୍ଗ ଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ୧୦ ଫୁଟର ଏହି ସୁଡଙ୍ଗ ମଧ୍ୟରେ ଏକ ବଡ ସିନ୍ଧୁକ…

ଗଣମାଧ୍ୟମ ଓ ଲୋକସଂପର୍କ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପରାମର୍ଶଦାତା ହେଲେ ମାନସ ମଙ୍ଗରାଜ । ମୁଖ୍ୟମନ୍ତ୍ରୀ ଦେଲେ…

ବିଜେଡି ନେତା ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ୱ ମିଳିଛି । ରାଜ୍ୟ ସରକାରଙ୍କ ଉପଦେଷ୍ଟା (ଗଣମାଧ୍ୟମ ଏବଂ ଲୋକସଂପର୍କ) ଭାବେ ଗୁରୁ ଦାୟିତ୍ୱ ତାଙ୍କୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଂଚମ ପାଳିରେ ବିଜୁ ଜନତା ଦଳ ସରକାରକୁ ଆସିବା ପରେ ଅନେକ ଲୋକହିତକାରୀ ପଦକ୍ଷେପ ମାନ ଗ୍ରହଣ…

ସୈତାନକୁ ସଜ୍ଜା: ଫାଶୀରେ ଝୁଲିବ ଜହ୍ଲାଦ ଯାମିନୀକାନ୍ତ । ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ଦଣ୍ଡାଦେଶ

କନକ ବ୍ୟୁରୋ: ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ନେଇ ବାରିପଦାରୁ ଆସିଲା ବଡ ଖବର । ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁଷ୍କର୍ମକାରୀକୁ ମିଳିଲା ଦୃଷ୍ଟାନ୍ତମୂଳକ ସଜା । ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ମିଳିଛି । ଏହି ଜଘନ୍ୟକାଣ୍ଡରେ ବାରିପଦା ସ୍ପେଶାଲ ଜଜ୍…

କାଳିଆ ଟଙ୍କା ପାଇଁ କସରତ । ଯାଞ୍ଚ ମଝିରୁ ଆସିଲା ସାଂଘାତିକ ସତ, ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି ୧୩୩…

କନକ ବ୍ୟୁରୋ : କାଳିଆ ଟଙ୍କା ବଣ୍ଟନକୁ ନେଇ ଛନ୍ଦି ହୋଇଛନ୍ତି ରାଜ୍ୟ ସରକାର । ନିର୍ବାଚନ ପୂର୍ବରୁ ମନ ଇଛା ଟଙ୍କା ବାଣ୍ଟିବା ପରେ ଏବେ ଯୋଗ୍ୟ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଉଛି । ଯାଞ୍ଚ ହୋଇଥିବା ୩୬ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୨ଲକ୍ଷ ୬୬ ହିତାଧିକାରୀ ଅଯୋଗ୍ୟ ବୋଲି ଚିହ୍ନଟ…