ବିଜେପୁର ମଞ୍ଚରେ ବୁଝା-ଅବୁଝା ନାଟକ: ମାନିଗଲେ ରିପୁନାଥ, ଏବେବି ଅମାନିଆ ଅଶୋକ
କନକ ବ୍ୟୁରୋ: ଉପନିର୍ବାଚନ ପୂର୍ବରୁ ଅବୁଝା ରିପୁନାଥଙ୍କୁ ବୁଝାଇଛି କଂଗ୍ରେସ । ବିଜେପୁରରେ ଦଳ ବିରୋଧରେ ବିଦ୍ରୋହ କରିବାକୁ ଅଣ୍ଟା ଭିଡିଥିବା ବରିଷ୍ଠ ନେତା ରିପୁନାଥ ସେଠଙ୍କୁ ବୁଝାଇବାରେ ସକ୍ଷମ ହୋଇଛି କଂଗ୍ରେସ । ଆଉ ବୁଝିଯିବା ପରେ ସବୁ ମାନ ଅଭିମାନ ଭୁଲି କଂଗ୍ରେସ ପାଇଁ ପ୍ରଚାର କରିବେ…