ଟ୍ରାକରେ ଚାଲିଲା ପାଣି, ଟ୍ରେନରେ ଚାରି ଘଣ୍ଟା ବସିଲେ ମନ୍ତ୍ରୀ: ବର୍ଷା ଜଳ ପାଇଁ ମଝି ରାସ୍ତାରେ ଫସିଲେ ଜଳ ସମ୍ପଦ…

କନକ ବ୍ୟୁରୋ: ଟ୍ରାକରେ ଚାଲିଲା ପାଣି, ଟ୍ରେନରେ ଫସିଲେ ମନ୍ତ୍ରୀ । ଟ୍ରାକ ଉପରେ ବର୍ଷା ଜଳ ଚାଲୁଥିବାରୁ ଟ୍ରେନ ଭିତରେ ୪ ଘଣ୍ଟା ବସିଲେ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ଜୁନାଗଡ ଏକ୍ସପ୍ରେସରେ ମନ୍ତ୍ରୀ ଭୁବନେଶ୍ୱରରୁ ରାୟଗଡା ଯାଉଥିବା ବେଳେ ବର୍ଷା କାରଣରୁ ବାଟରେ ଫସି ରହିଥିଲେ ।…

ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ମହାଝଟକା: କେବଳ ଜଣେ ମନ୍ତ୍ରୀଙ୍କୁ ଛାଡି ମୈଦାନରେ ମାଟି କାମୁଡି ପଡିଲେ ମନୋହର ସରକାରଙ୍କ…

କନକ ବ୍ୟୁରୋ: ହରିୟାଣାରେ ବିଜେପି ଆଜି ଏକ ଅଜବ ପରିସ୍ଥିତିର ସମ୍ମୁଖୀନ ହୋଇଛି । ବିଜେପି ଗତ ଥର ତୁଳନାରେ କମ ଆସନ ଜିତିଛି ଓ ମ୍ୟାଜିକ ନମ୍ବର ପାଇପାରି ନାହିଁ । ତେବେ ଏତିକି ବେଳେ ବିଜେପି ପାଇଁ ଏକ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ…

କାମ ଦେଲାନି ଟିକଟକ ଟ୍ରିକ: ମୋବାଇଲରେ ମନ ଜିଣୁଥିଲେ, ମୈଦାନରେ ମାଟି କାମୁଡିଲେ । ହରିୟାଣାରେ ହାରିଗଲେ ବିଜେପି…

କନକ ବ୍ୟୁରୋ: ହଡବଡ ସ୍ଥିତିରେ ହରିୟାଣା ଭବିଷ୍ୟତ । ହରିୟାଣା ବିଧାନସଭା ନିର୍ବାଚନରେ ଏବେ ବି ସ୍ଥିତି ସ୍ପଷ୍ଟ ହୋଇନାହିଁ । ଏବେ ବି ସରକାର କିଏ ଗଢିବ ତାହା ଜଣାପଡୁନାହିଁ । ତେବେ ଏହା ସ୍ପଷ୍ଟ ହୋଇଯାଇଛି ଯେ ବିଜେପି ଗତ ଥର ତୁଳନାରେ ଏଥର ଖରାପ ପ୍ରଦର୍ଶନ କରିଛି । ତେବେ ସେଲିବ୍ରିଟି…

ଉତ୍କଳ ବିଶ୍ୱବିଦ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ: ଭିସି ଅଫିସରେ ଲାଗିଛି ନିଆଁ

କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ । ବିଶ୍ୱବିଦ୍ୟାଳୟର ଭିସି ଅଫିସରେ ଲାଗିଛି ନିଆଁ । ଭିସି ଅଫିସ ଭିତରେ ଥିବା ସିଣ୍ଡିକେଟ ହଲରେ ଅଗ୍ନିକାଣ୍ଡ ସୂଚନା । ହଲରେ କିଛି ସମୟ ପୂର୍ବରୁ ବୈଠକ ଚାଲିଥିଲା । ମାତ୍ର ବୈଠକର କିଛି ସମୟ ପରେ ହଲରେ ନିଆଁ ଲାଗିଥିବା ଜଣାପଡିଛି…

ବାହିନୀପତିଙ୍କ ‘ଗାନ୍ଧୀ’ ବାହାନା ! ବିଜେପୁରରେ ହାତ ହାରିବା ପରେ ଗାନ୍ଧୀଙ୍କ ନୀତି ଆଦର୍ଶର ନୂଆ ନାଟକ କଲେ ତାରା ?

କନକ ବ୍ୟୁରୋ: ବିଜେପୁରରେ ବଜାୟ ରହିଲା ବିଜେଡିର ଦବଦବା । ଲଗାତାର ତିନି ତିନି ଥର ବିଜେପୁରରେ ଉଡିଲା ବିଜେଡିର ବିଜୟ ବାନା । ୨୦୧୮ ଉପ ନିର୍ବାଚନ, ୨୦୧୯ ସାଧାରଣ ନିର୍ବାଚନ ଆଉ ପୁଣି ଅକ୍ଟୋବରର ଏ ଉପ ନିର୍ବାଚନରେ ବାଜି ମାରିନେଲା ବିଜେଡି । ଗୁରୁବାର ପୁଣି ବିଜେପୁର ଗଡକୁ ସବୁଜ ଗଡ କଲା…

ରାତି ପାହିଲେ ରେଜଲ୍ଟ: ନେତାଙ୍କ ଆଖିକୁ ଆସୁନି ନିଦ ! ପ୍ରାର୍ଥୀଙ୍କ ଛାତିରେ ଧକଧକ ବଢାଉଛି ‘ବିଜେପୁର ରାତି’

କନକ ବ୍ୟୁରୋ: ସରିଛି ପରୀକ୍ଷା, ଫଳାଫଳକୁ ଅପେକ୍ଷା । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ପରେ ରାତି ପାହିବ ସକାଳ ହେବ ଆଉ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ରେଜଲ୍ଟ ବାହାରିବ । ବିଜେପୁର ଉପନିର୍ବାଚନ ପାଇଁ ୨୧ରେ ମତଦାନ ସରିଥିବା ବେଳେ ଆସନ୍ତାକାଲି ବାହାରୁଛି ରେଜଲ୍ଟ । ସକାଳ ୮ଟାରୁ ଭୋଟ ଗଣତି…