ବିଦେଶରୁ ବିଜେପି ଉପରେ ବର୍ଷିଲେ ରାହୁଲ । କହିଲେ କଂଗ୍ରେସ ନୁହେଁ ବରଂ ଭାରତୀୟ ମାନେ ବିଜେପିକୁ ମାଟିରେ ମିସାଇଦେବେ

କନକ ବ୍ୟୁରୋ : ରାହୁଲ ଗାନ୍ଧୀ ତାଙ୍କ ଆମେରିକା ଗସ୍ତ ସମୟରେ ଲଗାତର ଭାବେ ବିଜେପି ସରକାରକୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଏବେ ତାଙ୍କ ତାଜା ବୟାନ ମୁତାବକ ସେ କହିଛନ୍ତି କି, କର୍ଣ୍ଣାଟକରେ ଯେଭଳି ଭାବେ କଂଗ୍ରେସ ବିଜେପିକୁ ପରାଜିତ କଲା ଠିକ୍ ସେହିଭଳି ତେଲେଙ୍ଗାନା ଓ ଅନ୍ୟ ରାଜ୍ୟରେ ବି…

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଏକାଠି ହେଉଛି ମହାପଞ୍ଚାୟତ । ଚାଷୀନେତା ଚଢୁନୀ କହିଲେ, ନିଆଯିବ ବଡ ନିଷ୍ପତ୍ତି

କନକ ବ୍ୟୁରୋ : କୁସ୍ତିସଂଘର ସଭାପତି ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣି ଧାରଣାରେ ବସିଥିବା ମହିଳା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଆଜି ସୋନିପତ ଠାରେ ମହାପଞ୍ଚାୟତ ଅନୁଷ୍ଠିତ ହେଉଛି । ସୋନିପତର ମୁଣ୍ଡଲାନା ଠାରେ ଥିବା ଏକ ଷ୍ଟାଡିୟମରେ ଏହି ମହାପଞ୍ଚାୟତ ଅନୁଷ୍ଠିତ ହେଉଛି ।…

ମେଡିକାଲ ଷ୍ଟୋରରେ ଆଉ ମିଳିବ ନାହିଁ କାଶ ଓ ଜ୍ୱର ମେଡିସିନ, ସରକାର ଲଗାଇଲେ ପ୍ରତିବନ୍ଧକ

କନକ ବ୍ୟୁରୋ : ସରକାରଙ୍କ ତରଫରୁ ଏବେ ୧୪ଟି ସାଧାରଣ ଔଷଧ ଉପରେ ପ୍ରତିବନ୍ଧକ ଲଗାଯାଇଛି । ବିଶେଷ କରି ନିମେସୁଲାଇଡ, ପାରାସିଟାମୋଲ ଏବଂ କ୍ଲୋଫେନିରାମାଇନ୍ ମାଲେଟ ଏବଂ କୋଡିନ ସିରପ ସମେତ ୧୪ଟି ଏଫଡିସି ଔଷଧ ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ସରକାରଙ୍କ ଯୁକ୍ତି ହେଉଛି କି, ଏଭଳି ଔଷଧର…

ସାରାଦେଶରୁ ଛୁଟୁଛି ସମବେଦନାର ସୂଅ । ବିଭିନ୍ନ ମହଲରେ ଶୋକ ପ୍ରକାଶ

କନକ ବ୍ୟୁରୋ : ମତେ ରକ୍ଷାକର, ମତେ ବଂଚାଅ । ଆର୍ତ ଚିତ୍କାରରେ ଥରହର ହେଉଥିଲା ବାହାନଗା ରେଳଷ୍ଟେସନ । କେହି ଭାବି ନଥିଲେ ଅନେକଙ୍କ ପାଇଁ ଏହି ରେଳ ଯାତ୍ରା ଅନ୍ତିମ ଯାତ୍ରା ହେବ ବୋଲି । ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା କଥା ଭାବିଲେ…

ଅଧାବାଟରେ ବଦଳିଥିଲା ବଗି, ବଞ୍ଚିଗଲା ୧୧୦ ତୀର୍ଥଯାତ୍ରୀଙ୍କ ଜୀବନ

କନକ ବ୍ୟୁରୋ : କଥାରେ ଅଛି ରଖେ ହରି ତ ମାରେ କିଏ । ଏହି କଥାକୁ ବର୍ତମାନ ସେହିମାନେ ବେଶ ଭଲଭାବେ ଅନୁଭବ କରିପାରୁଥିବେ ଯେଉଁମାନେ ଶୁକ୍ରବାର ଭୟାବହ ରେଳ ଦୁର୍ଘଟଣାରେ ବର୍ତି ଯାଇଛନ୍ତି । । ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଥିବା ବ୍ୟକ୍ତି ଯେତେବେଳେ ଅଙ୍ଗେନିଭା କଥା ବଖାଣୁଛନ୍ତି ସେତେବେଳ…

ଜାଣନ୍ତୁ ଦେଶରେ କେବେ ଓ କେଉଁଠି ହୋଇଥିଲା ସବୁଠାରୁ ବଡ ଟ୍ରେନ ଦୁର୍ଘଟଣା ?

କନକ ବ୍ୟୁରୋ : ବାହାନଗାରୁ ଆସୁଛି ବେଦନା ଓ କୋହଭରା ଚିତ୍ର । ଲୁହା, ଲୁହ ଓ ଲହୁ ହୋଇଯାଇଛି ଏକାକାର । ଭୟାବହ ରେଳ ଦୁର୍ଘଟଣାରେ ଚାଲିଯାଇଛି ଅନେକଙ୍କ ଜୀବନ ନେଇଛି । । ତେବେ ଭାରତରେ ରେଳ ଦୁର୍ଘଟଣା ଯେତିକ ଲମ୍ବା ସେତିକି ବିଭତ୍ସ । ବିହାର ରେଳ ଦୁର୍ଘଟଣାକୁ ଦେଶର ସବୁଠୁ ବଡ ଦୁର୍ଘଟଣା…