ବିନା ଗ୍ୟାରେଣ୍ଟିରେ ମିଳିବ ୫ ଲକ୍ଷ ଟଙ୍କାର ଋଣ । ଡିଜିଟାଲ ପ୍ଲାଟଫର୍ମରେ ଋଣ ଦେବ ପେମେଣ୍ଟ ଆପ୍ ପେଟିଏମ୍ । କ୍ଷୁଦ୍ର…

କନକ ବ୍ୟୁରୋ : ଏବେ ଋଣ କରିବା ହେଲା ଆହୁରି ସହଜ । ଆଉ ବ୍ୟାଙ୍କ ଆଗରେ ଋଣ ପାଇଁ ଗୋଡ ଭାଙ୍ଗି ଠିଆ ହେବାକୁ ପଡିବନି ଗ୍ରାହକ ମାନଙ୍କୁ । ଋଣ ଦେବାକୁ ବ୍ୟାଙ୍କ ଆଉ ମାଗି ପାରିବ ନାହିଁ ଗ୍ୟାରେଣ୍ଟର କି ଗ୍ୟାରେଣ୍ଟି । ଏବେ ବିନା ଗ୍ୟାରେଣ୍ଟର ଓ ବିନା ଗ୍ୟାରେଣ୍ଟିରେ ଆପଣଙ୍କୁ ମିଳିଯିବ ୫ ଲକ୍ଷ…

ଫାଷ୍ଟ ଟ୍ୟାଗ୍ ପାଇଁ ନୂଆ ଆଇନ୍ । ଏଣିକି ସବୁଗାଡି ପାଇଁ ବାଧ୍ୟତା ମୂଳକ ଫାଷ୍ଟଟ୍ୟାଗ,ପଞ୍ଜିକରଣ ଓ ବୀମା ପୂର୍ବରୁ…

କନକ ବ୍ୟୁରୋ : ଏବେ ସବୁ ଗାଡି ପାଇଁ ବାଧ୍ୟତାମୂଳକ ହେବ ଫାଷ୍ଟଟ୍ୟାଗ୍ ବ୍ୟବସ୍ଥା । ଏନେଇ ଅଧିସୂଚନା ଜାରି କଲେ କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ । ସୂଚନା ମୁତାବକ ୨୦୨୧ ସୁଦ୍ଧା ସମସ୍ତ ପୁରୁଣା ଗାଡି ପାଇଁ ବି ଫାଷ୍ଟଟ୍ୟାଗ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି । ଡିସେମ୍ବର…

୧୨ ବର୍ଷ ପରେ ସତ ମାନିଲା ପାକିସ୍ତାନ । ୨୬/୧୧ ମୁମ୍ବାଇ ଆକ୍ରମଣରେ ସାମିଲଥିଲେ ୧୧ ଲସ୍କର ଆତଙ୍କବାଦୀ । ଷଡଯନ୍ତ୍ର…

କନକ ବ୍ୟୁରୋ : ୨୬/୧୧ ମୁମ୍ବାଇ ଆକ୍ରମଣ ପଛରେ ପାକିସ୍ତାନର ହାତ । ଏହି କଥା ସ୍ୱିକାର କରିବାକୁ ପାକିସ୍ତାନ ନେଲା ୧୨ ବଷ ର୍ ସମୟ । ୨୬/୧୧ ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିଲେ ୧୧ ଜଣ ଲସ୍କର ଇ-ତୋଇବାର ଆତଙ୍କବାଦୀ । ଏ ସଂପର୍କରେ ପ୍ରଥମଥର ପାଇଁ ନିଜେ ସ୍ୱିକାର…

ବିହାରରେ ବଦଳିପାରେ ସମିକରଣ । ୧୨ ଟି ଆସନ ଯୋଗାଡ କରିବାକୁ ଆରଜେଡିର ପ୍ରୟାସ । ସମର୍ଥନ କରିବାକୁ ଓୱେସୀ ରାଜି, ମୁକେଶ…

କନକ ବ୍ୟୁରୋ : ବିହାର ନିର୍ବାଚନ ଫଳା ଫଳ ଆସିବା ପରେ ଏହା ସ୍ପଷ୍ଟ ହୋଇଯାଇଛି କି ବିହାରର ଭୋଟର ଏନଡିଏକୁ ସରକାର ଗଠନ ପାଇଁ ବହୁମତ ଦେଇଛନ୍ତି । ହେଲେ ଚଳିତ ନିର୍ବାଚନରେ ସମିକରଣ କିଛିମାତ୍ରାରେ ବଦଳିଛି । ଏଥର ସାନଭାଇର ଭୂମିକାରେ ଥିବା ବିଜେପିକୁ ବିହାର ଭୋଟର ରାଜ୍ୟର ଦ୍ୱିତୀୟ ନମ୍ବର…

ଶିକ୍ଷକ ହୋଇବି ପର୍ବତାରୋହଣ ନିଶା । କଳାହାଣ୍ଡିରୁ ସୂଦୂର ଏଭେରେଷ୍ଟ । ସଫଳତାର ସହ ଚଢି ଗ୍ରୀନିଜ ବୁକ୍ ଅପ୍ ୱାର୍ଲ୍ଡ…

କନକ ବ୍ୟୁରୋ : ଗ୍ରୀନିଜ ବୁକ୍ ଅପ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି ଓଡ଼ିଶାର ଜଣାଶୁଣା ପର୍ବତାରୋହୀ ଯୋଗବ୍ୟାସ ଭୋଇ । ଅନ୍ଲାଇନ୍ରେ ହୋଇଥିବା ଏକ ପ୍ରତିଯୋଗିତାରେ ସାମିଲ ହୋଇ ଏହି ସଫଳତା ପାଇଛନ୍ତି ଯୋଗବ୍ୟାସ୍ । ଗତ ଅଗଷ୍ଟ ମାସରେ ଭାରତୀୟ ମାଉନଟେଂଡ୍ ଟିମ୍ ଦ୍ୱାରା ଫେସ୍ବୁକ୍ରେ ଏହି…

ରାଜଧାନୀରେ ଗଡିବ ୫୦ ବିଦ୍ୟୁତ୍ ଚାଳିତ ବସ୍ । ଫେବୃଆରୀରେ ୨୫ ଟି ଓ ମାର୍ଚ୍ଚରେ ୨୫ ଟି ବସ୍ ଆଣିବାକୁ କ୍ରୁଟ୍ ଦେଲା…

କନକ ବ୍ୟୁରୋ : ରାଜଧାନୀରେ ଗଡିବ ବିଦ୍ୟୁତ ଚାଳିତ ବସ୍ । ପରିବେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ରାଜଧାନୀରେ ବିଦ୍ୟୁତ୍ ଚାଳିତ ବସ୍ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ବସ୍ ଗୁଡିକର ଚାର୍ଜ ପାଇଁ ଗାଡକଣା ନିକଟରେ ଏକ ବିଦ୍ୟୁତ୍ ସବ୍ ଷ୍ଟେସନଏବଂ ୫୦ ଟି ବସ୍ ରହିବାକୁ ଡିପୋ…