ଲଦାଖରେ ବିଯୁକ୍ତ ତାପମାତ୍ରାରେ ସହଜରେ ରହିବେ ଯବାନ । ସରକାର ନିର୍ମାଣ କଲେ ସ୍ମାର୍ଟ କ୍ୟାମ୍ପ୍ …..

କନକ ବ୍ୟୁରୋ : ଏବେ ଲଦାଖ ସୀମାରେ ରହିବାକୁ ଯବାନଙ୍କ ହେବନାହିଁ ଅସୁବିଧା । ବିଯୁକ୍ତ ୪୦ ଡିଗ୍ରୀ ତାପମାତ୍ରରେ ବି ଯବାନ ମାନେ ସୁବିଧାରେ ରହିପାରିବେ । ସେନେଇ ଭାରତ ସରକାର ସବୁବେଳେ ଚେଷ୍ଟିତ । ଶୀତଋତୁରେ ବିଯୁକ୍ତ ୪୦ ଡିଗ୍ରୀ ତାପମାନରେ ଚଳିବା ଲାଗି ଲଦାଖର ଫରୱାର୍ଡ ସେକ୍ଟରେ ମୁତୟନ…

ଦେଶର ପ୍ରଥମ ରାଜ୍ୟଭାବେ ମଧ୍ୟପ୍ରଦେଶ ସରକାରଙ୍କ ବଡ ଘୋଷଣା । ରାଜ୍ୟରେ ଗଠନ ହେବ ଗୋ- କ୍ୟାବିନେଟ୍ । ୬ ଟି ବିଭାଗକୁ…

କନକ ବ୍ୟୁରୋ : ଦେଶରେ ପ୍ରଥମ ଥର ମଧ୍ୟପ୍ରଦେଶ ସରକାର ଗୋ-କ୍ୟାବିନେଟ୍ ଗଠନ ପାଇଁ ନିସ୍ପତ୍ତି ନେଇଛନ୍ତି । ଏହି କ୍ୟାବିନେଟ୍ ଗୋ ସଂରକ୍ଷଣ ଓ ଗୋପାଳନ ବିକାଶ କ୍ଷେତ୍ରରେ କାମ କରିବ । ଏନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ ରେ…

ରାଜଧାନୀରେ ନାବାଳିକାଙ୍କ ଗଣଣଦୁଷ୍କର୍ମ ଅଭିଯୋଗ ମାମଲା । ଭିଡ଼ିଓ କନଫରେନ୍ସି ମାଧ୍ୟମରେ ହାଜର ହେଲେ ଡିଜିପି । ମାମଲାରେ…

କନକ ବ୍ୟୁରୋ : ରାଜଧାନୀରେ ବହୁ ଚର୍ଚ୍ଚିତ ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ପୋଲିସକୁ କୋର୍ଟଙ୍କ ଭତ୍ସନା । ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିନଥିବା ନେଇ ପୋଲିସକୁ କୋର୍ଟ ଭତ୍ସନା କରିଛନ୍ତି । ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ପୋଲିସର ତଦନ୍ତ ଉପରେ ଅସନ୍ତୋଷ…

ବିଏମସି କର୍ମଚାରୀଙ୍କ ବ୍ରାଉନ ସୁଗାର ବେପାର । ବିକ୍ରି କରୁଥିବା ବେଳେ ରେଡହ୍ୟାଣ୍ଡ ଧରିଲା ଲିଙ୍ଗରାଜ ଥାନା ପୁଲିସ ।…

କନକ ବ୍ୟୁରୋ : ରାଜଧାନୀରେ ଛାଇ ହୋଇଗଲେଣି ଧଳା ଜହର ବେପାରୀ । କେବେ ବସ୍ତିରୁ ତ କେବେ ବସ୍ତାରୁ ଜବତ ହେଉଛି ଧଳା ଜହର। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରାଜଧାନୀର ରାଜରାସ୍ତାରେ ଖୋଲା ଖୋଲି ଧଳା ଜହର କାରବାର କରୁଥିବା ଜଣେ ବିଏମସି କର୍ମଚାରୀଙ୍କୁ ଆଜି ଗିରଫ୍ କରିଛି କମିଶନରେଟ୍…

ମହାରାଷ୍ଟ୍ର ବିଜେପିରେ ସଂକଟ । ଦଳରୁ ଇସ୍ତଫା ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟସିଂରାଓ ଗାଇକୱାଡ । ଦଳ ଉପେକ୍ଷା…

କନକ ବ୍ୟୁରୋ : ମହାରାଷ୍ଟ୍ର ବିଜେପିରେ ମହାମାରୀ । କ୍ଷମତାରୁ ଯିବା ପରେ ଏବେ ଜଣଙ୍କ ପରେ ଜଣେ ନେତା ଦଳ ଛାଡୁଛନ୍ତି । ଏହି କ୍ରମରେ ମଙ୍ଗଳବାର ଦଳରୁ ଇସ୍ତଫା ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟସିଂରାଓ ଗାଇକୱାଡ । ସେ ତାଙ୍କର ଇସ୍ତଫାପତ୍ର ମହାରାଷ୍ଟ୍ର ବିଜେପିର ସଭାପତି ଚନ୍ଦ୍ରକାନ୍ତ…

ଶାସକ ଦଳ ପାଖରେ ପ୍ରସଙ୍ଗ ନାହିଁ । ମୋ ମନ୍ତବ୍ୟକୁ ପ୍ରସଙ୍ଗ କରି ଶାସକ ଦଳ ନିଜର ଅପାରଗତାକୁ ଲୁଚାଇବାକୁ ଚେଷ୍ଟା କରୁଛି…

କନକ ବ୍ୟୁରୋ : ବିଜେଡି ପାଖରେ କୌଣସି ପ୍ରସଙ୍ଗ ନାହିଁ । କେବଳ ଲେଖାଶ୍ରୀ ହିଁ ଏକ ମାତ୍ର ପ୍ରସଙ୍ଗ । ମୋତେ ଯେଉଁମାନେ କଳାପାହାଡର ଭଉଣୀ ବୋଲି କହୁଛନ୍ତି ସେମାନେ ହିଁ ପ୍ରକୃତରେ କଳାପାହାଡ । ନିଜର ଭୂଲ ସ୍ୱିକାର ନକରି ଏମିତି କିଛି ଅଜବ ବୟାନ ଦେଇଛନ୍ତି ବିଜେପି ରାଜ୍ୟ ସାଧାରଣ ସଂପାଦିକା…