ସିଞ୍ଜୋଙ୍କୁ ହତ୍ୟା କରିବାକୁ ନିଜେ ବନ୍ଧୁକ ତିଆରି କରିଥିଲା ହତ୍ୟାକାରୀ । ମା’ଙ୍କ ଦେବାଳିଆ କାରଣରୁ ଥିଲା ଅସନ୍ତୁଷ୍ଟ…

କନକ ବ୍ୟୁରୋ: ଏକ ଅଜବ କାରଣ ଯୋଗୁଁ ଗଲା ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଜୀବନ । ଦୀର୍ଘ ଦିନ ଧରି ଘରେ ଚୁପଚାପ ରହୁଥିଲେ ସିଞ୍ଜୋଙ୍କ ହତ୍ୟାକାରୀ ତେତସୁୟା ୟାମାଗାମୀ । ମା’ ନିଜର ସବୁ ସମ୍ପତ୍ତି ଦାନ କରିଦେଇ ଦେବାଳିଆ ହୋଇଯାଇଥିବାରୁ ଏହାର ରାଗ ସିଞ୍ଜୋଙ୍କ ଉପରେ…

ନିଯୁକ୍ତି କ୍ଷେତ୍ରରେ ବିରଳ ଘଟଣା । ୧୦ ମାସର ଶିଶୁକୁ ମିଳିଲା ରେଲୱେ ଚାକିରି

କନକ ବ୍ୟୁରୋ: କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ରାୟପୁର ରେଳବାଇ ବିଭାଗ ପକ୍ଷରୁ ଏମିତି ନିଯୁକ୍ତି ଦିଆଯିବା ଖବର ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ୧୦ ମାସର ଶିଶୁ କନ୍ୟା ରାଧିକାକୁ ନିଯୁକ୍ତି ଦେଇଛନ୍ତି ରାୟପୁର ରେଳ ବିଭାଗ । ଏଥିପାଇଁ ରାଧିକାର ଆଙ୍ଗୁଠି ଚିହ୍ନ…

‘ମୋ ପୁଅକୁ ଶେଷ କରିଦେବାକୁ ବସିଥିବା ଲୋକଙ୍କ କୋଳରେ ବସିଛ’: ସିନ୍ଦେଙ୍କ ଆଶ୍ରୟରେ ଥିବା ବିଧାୟକଙ୍କୁ ଉଦ୍ଧବଙ୍କ…

କନକ ବ୍ୟୁରୋ: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀଙ୍କ ବିଧାୟକ ଦଳକୁ ଟାର୍ଗେଟ କରିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । କହିଛନ୍ତି ମୋ ପୁଅକୁ ଯେଉଁମାନେ ଶେଷ କରିଦେବାକୁ ଚାହୁଁଛନ୍ତି ସେହିମାନଙ୍କ କୋଳରେ ବସିଛ । ଦିନେ ସେମାନେ ମୋତେ ଓ ମୋ ପରିବାର ନାଁରେ ଅପବାଦ ଦେଉଥିଲେ। ସେମାନେ ମୋ…

ସଂଘର୍ଷ ଭିତରେ ସାଗରଙ୍କ ଜୀବନ । ଗୋଟିଏ ଗୋଡରେ ଅଟୋ ଚଲାଇ ପୋଷୁଛନ୍ତି ପରିବାର ।

କନକ ବ୍ୟୁରୋ: ଜୀବନ କେତେବେଳେ କେଉଁ ଦିଗ ବଦଳାଇବ , କି ରୂପ ନେବ କିଏ କହିବ । ସବୁ ଭଲ ଭିତରେ କେତେବେଳେ ମନ୍ଦ ଆସି ପହଞ୍ଚିବ କାହାକୁ ବା ଜଣା । ଜୀବନର ଏମିତି ଏକ ଅର୍ଦ୍ଦଳି ଗଳିରେ ସନ୍ତୁ୍ୁଳି ହୋଇଯାଉଛନ୍ତି ଅଟୋ ଡ୍ରାଇଭର ସାଗର ତାଡ୍ । ଗୋଟିଏ ଗୋଡରେ ଅତି କଷ୍ଟରେ ଚଳାଉଛନ୍ତି ଅଟୋ ।…

ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁ। ଜନସଭାକୁ ସମ୍ବୋଧନ କରିବା ସମୟରେ ହୋଇଥିଲା ଗୁଳିମାଡ

କନକ ବ୍ୟୁରୋ: ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପରଲୋକ ହୋଇଛି । ପଶ୍ଚିମ ଜାପାନର ନାରା ସହରରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧନ କରିବା ସମୟରେ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଉପରକୁ ଗୁଳିମାଡ କରିଥିଲା । ଦୁଇଟି ଗୁଳି ତାଙ୍କ ବାମପଟ ଛାତିରେ ବାଜିଥିଲା । ଫଳରେ ଘଟଣା ସ୍ଥଲରେ ହିଁ…

ସ୍କୁଲ ପିଲାଙ୍କ ଉପରେ ପଡିଲା ବିଶାଳ ଗଛ । ଜଣେ ଛାତ୍ର ମୃତ, ୧୩ ଗୁରୁତର ।

କନକ ବ୍ୟୁରୋ: ଚଣ୍ଡିଗଡ କାର୍ମଲ କନଭେଣ୍ଟ ସ୍କୁଲରେ ଆଜି ଘଟିଛି ଏକ ଦୁଃଖଦ ଘଟଣା । ସ୍କୁଲ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇବାକୁ ଯାଉଥିବାବେଳେ ସେମାନଙ୍କ ଉପରେ ୨୫୦ ବର୍ଷ ପୁରୁଣା ବିଶାଳ ଗଛ ଉପୁଡି ପଡିଯାଇଛି । ଫଳରେ ଘଟଣାସ୍ଥଳରେ ଜଣେ ଛାତ୍ରର ମୃତ୍ୟୁ ହୋଇଥିବାବେଳେ ୧୩ ଜଣଙ୍କ ଅବସ୍ଥା…