ପଶ୍ଚିମବଙ୍ଗରେ ନିୟନ୍ତ୍ରଣକୁ ଆସୁନି ହିଂସା । ବଦଳିଲେ ପୋଲିସ କମିଶନର ,୧୪୪ ଧାରା ଲାଗୁ ।

କନକ ବ୍ୟୁରୋ: ପୈଗମ୍ବର ମହମ୍ମଦଙ୍କୁ ନେଇ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପରେ ଶନିବାରଠାରୁ ହିଂସା ଜାରି ରହିଛି । ହାଓଡାରେ ପ୍ରଦର୍ଶନକାରୀଙ୍କ ଦ୍ୱାରା ପଥର ମାଡ ସହ ବ୍ୟାପକ ପୋଡାଜଳା ହେବା ଘଟଣା ପରେ ଅଧିକାଂଶ ଇଲାକାରେ ୧୪୪ ଲାଗୁ ହୋଇଛି । ହାଓଡାରେ ପରିସ୍ଥିତି…

ପୁଲୱାମାରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିପାତ

କନକ ବ୍ୟୁରୋ: ପୁଲୱାମାର ଡ୍ରାବଗାମ ଅଞ୍ଚଳରେ ଘଟିଥିବା ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ସେମାନଙ୍କ ଠାରୁ ବ୍ୟାପକ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ସମେତ ଅପରାଧିକ ସାମଗ୍ରୀ ଉଦ୍ଧାର କରାଯାଇଛି। ଏହି ସ୍ଥାନରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ନିହତ ଆତଙ୍କବାଦୀଙ୍କ ମଧ୍ୟରୁ…

ମଙ୍କିପକ୍ସକୁ ନେଇ ବିଶେଷଜ୍ଞଙ୍କ ବଡ ଦାବି । ପବନରେ ବ୍ୟାପୁଛି ଭୂତାଣୁ ।

କନକ ବ୍ୟୁରୋ: କରୋନାର ବଢୁଥିବା ମାମଲା ଭିତରେ ମଙ୍କିପକ୍ସ ସଂକ୍ରମଣ ସାରା ଦୁନିଆ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି । ବିଶ୍ୱର ପ୍ରାୟ ୨୯ଟି ଦେଶରେ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇସାରିଛି । ଏହା ଭିତରେ ମଙ୍କିପ୍ସ ଭାଇରସକୁ ନେଇ ଆଶ୍ଚର୍ଯ୍ୟଜନକ ଖବର ସାମନାକୁ ଆସିଛି । ୟୁଏସ ସେଣ୍ଟର ଫର…

ସେନାକୁ ଶତ ସଲାମ୍ । ୧୦ ମାସ ଶିଶୁକୁ ବୋରୱେଲରୁ ଉଦ୍ଧାର କଲେ, କୋଳରେ ଧରି ସ୍ୱାସ୍ଥ୍ୟ ପରଖିଲେ ଯବାନ୍ । ଦେଖନ୍ତୁ…

କନକ ବ୍ୟୁରୋ: କେବଳ ସୀମାର ସୁରକ୍ଷା ନୁହେଁ ବ୍ୟକ୍ତିଗତ ସ୍ତରରେ ବି କର୍ତ୍ତବ୍ୟ କରି କୋଟି କୋଟି ଜନତାଙ୍କ ମନ ଜିତି ପାରିଛନ୍ତି ଭାରତୀୟ ଯବାନ୍ । କେଉଁଠି ଡହଡହ ଖରା ତ କେଉଁଠି ନିଦାଘ ବର୍ଷା ପୁଣି କେଉଁଠି ହାଡଭଙ୍ଗା ଶୀତ ସବୁ ପରିସ୍ଥିତିରେ ଦେଶର ସୁରକ୍ଷାକୁ ନେଇ ଆଗଭର ରହିଥିବା ଭାରତୀୟ…

ବରଯାତ୍ରୀ ପ୍ରସେସନରେ ଟ୍ରାକ୍ଟର ସୋ । ଦେଢ କିଲୋମିଟର ଯାଏଁ ଟ୍ରାକ୍ଟରର ଲମ୍ବା ଲାଇନ୍ । ଦେଖନ୍ତୁ ଭିଡିଓ

କନକ ବ୍ୟୁରୋ: ଆଗରେ ଚାଲିଛି ବର ଆଉ ପଛରେ ଟ୍ରାକ୍ଟରର ଲମ୍ବା ଲାଇନ୍ । ୧୦ କି ୨୦ ନୁହେଁ ଏକାଥରକେ ୫୧ଟି ଟ୍ରାକ୍ଟରର ଲମ୍ବା ଲାଇନ୍ । ଏଥିରେ ଦେଢ ଶହରୁ ଅଧିକ ବରଯାତ୍ରୀ ଆସିଥିଲେ । ବର ବି ନିଜେ ଟ୍ରାକ୍ଟର ଚଳାଇ କନିଆଁ ଘରକୁ ଯାଉଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନର ଏକ…

ତିରୁପତି ବାଲାଜୀ ମନ୍ଦିର ପରିସରରେ ଜୋତା ପିନ୍ଧି ବୁଲିଲେ, ଫଟୋସୁଟ କଲେ ଅଭିନେତ୍ରୀ ନୟନତାରା । ନୋଟିସ୍ ଜାରି କଲା…

କନକ ବ୍ୟୁରୋ: ନିକଟରେ ନିର୍ଦ୍ଦେଶକ ବିଘ୍ନେ୍ନଶ ଶିବନଙ୍କୁ ବିବାହ କରିଛନ୍ତି ସାଉଥ୍ ଅଭିନେତ୍ରୀ ନୟନତାରା । ତାଙ୍କ ପାଖକୁ ଆସିଛି ଆଇନଗତ ନୋଟିସ୍ । ପୋଲିସ ତାଙ୍କ ବିରୋଧରେ ମମଲା ରୁଜୁ କରି ନୋଟିସ୍ ପଠାଇଛି । ସୂଚନା ମୁତାବକ, ଜୁନ୍ ୯ ତାରିଖରେ ନୟନତାରା ତାଙ୍କ ଲଙ୍ଗଟାଇମ୍ ବୟଫ୍ରେଣ୍ଡ ତଥା…