ରାୟଗଡ଼ାରେ ଆଦାନି ବସାଇବ ଆଲୁମିନା ରିଫାଇନାରି

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା‌ରେ ବୁଧବାର ଅନୁଷ୍ଠିତ ଉଚ୍ଚ ସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍‌ସିଏଲ୍‌ଏ) ବୈଠକରେ ୭୪,୬୨୦.୧୮ କୋଟି ଟଙ୍କାର ନିବେଶ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ କାର୍ୟ୍ୟକାରୀ ହେଲେ ରାଜ୍ୟରେ ୨୪,୦୪୭…

‘୪୮ ଘଣ୍ଟା ଧରି ଶୋଇନି’, ଲାଲ ସିଂହ ଚଢାର ରିଲିଜ୍କୁ ନେଇ ନର୍ଭସ୍ ଅମୀର ଖାନ୍

କନକ ବ୍ୟୁରୋ: ଅଗଷ୍ଟ ୧୧ ତାରିଖରେ ରିଲିଜ୍ ହେବ ଅମୀର ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଲାଲ ସିଂହ ଚଢା’ । କିନ୍ତୁ ସୋସିଆଲ ମିଡିଆରେ ଏହି ଫିଲ୍ମ ବିରୋଧରେ ‘ବୟକଟ୍’ ଟ୍ରେଣ୍ଡ ହେଉଥିବାରୁ ଏହାକୁ ନେଇ ପୁରା ନର୍ଭସ୍ ଅଛନ୍ତି ଅମୀର । ଚିନ୍ତାରେ ସେ ରାତିରେ ଶୋଇପାରନାହାଁନ୍ତି ବୋଲି ଏକ…

ବାହାଦୁରୀର ମିଛ କାହାଣୀ ଶୁଣାଇଲେ ଯବାନ, ମେଡାଲ ମିଳିବାରୁ ଚଢା ଦରରେ ବିକିଦେଲେ

କନକ ବ୍ୟୁରୋ: ଯବାନଙ୍କ ନାଁ ଶୁଣିଲେ ମୁଣ୍ଡ ସେମାନଙ୍କ ପାଇଁ ଆପେ ଆପେ ନଇଁଯାଏ କାରଣ ନିଜ ଜୀବନକୁ ଏମାନେ ପାଣି ଛଡେଇ ଦେଶମାତୃକାର ସେବା କରିଥାନ୍ତି । ପ୍ରତି ଦେଶର ଯବାନଙ୍କୁ ସେମାନଙ୍କ ଦେଶ ଯଥେଷ୍ଟ ସମ୍ମାନ ଦେବା ସହ ସେମାନଙ୍କ ପାଇଁ ଅନେକ କିଛି ସୁବିଧା ସୁଯୋଗ ଯୋଗାଇଦେଇଥାନ୍ତି ।…

ମହିଳାଙ୍କ ୪୨ ଫୁଟ ଲମ୍ବ ନଖ । ଗିନିଜ ବୁକ୍ ଅଫ୍ ଡ୍ୱାର୍ଲ୍ଡ ରେକର୍ଡରେ ପାଇଲେ ସ୍ଥାନ

କନକ ବ୍ୟୁରୋ: କିଛି ଲୋକ ରେକର୍ଡ କରିବା ନିଶାରେ ଅଜବ ଅଜବ କାମ କରନ୍ତି । ଏପରି ଏକ କାମ କରିଛନ୍ତି ଆମେରିକାର ମହିଳା ଡାୟନା ଆର୍ମଷ୍ଟ୍ରଙ୍ଗ । ୨୫ ବର୍ଷ ଧରି ନିଜ ନଖ କାଟିନାହାଁନ୍ତି । ଏବେ ତାଙ୍କ ନଖ ଗୁଡିକ ବଢି ବଢି ୪୨ ଫୁଟରେ ପହଞ୍ଚିଲାଣି । ୬୩ ବର୍ଷୀୟା ଡାୟନା ନିଜର ଦୀର୍ଘ ନଖ ପାଇଁ…

ଶୋଇବାକୁ ଅଫିସ ଆସିଲେ ମିଳିବ ମୋଟା ଅଙ୍କ ଦରମା । ଏହି କମ୍ପାନୀ ଦେଉଛି ଏଭଳି ଚାକିରି

କନକ ବ୍ୟୁରୋ: ସମସ୍ତେ ନିଜ ମନ ପସନ୍ଦର ଚାକିରି ଖୋଜିଥାନ୍ତି । ଯେପରି ଭଲରେ କାମ କରିବା ସହ ଭଲ ଦରମା ମଧ୍ୟ ମିଳିବ । କିନ୍ତୁ ହୁଏତ ତାହା ସବୁବେଳେ ସମ୍ଭବ ହୋଇନଥାଏ । ଆଉ ଚାକିରି କରିବା ଅନେକ ସମୟରେ ସମସ୍ୟା ସୃଷ୍ଟି କରେ । ଏଭଳି ସ୍ଥିତିରେ ଲୋକେ କୌଣସି ଭଲ କାମ ଖୋଜିଥାନ୍ତି । କିନ୍ତୁ…

ଚୁପଚାପ୍ ହ୍ୱାଟ୍ସଆପ୍ ଗ୍ରୁପ୍ ଛାଡିହେବ, କେହି ଜାଣିପାରିବେନି ।

କନକ ବ୍ୟୁରୋ: ଲୋକମାନଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ ଜଣାଇ ହ୍ୱାଟ୍ସଆପରେ ୩ଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି । ପ୍ରଥମରେ ବ୍ୟବହାରକାରୀମାନେ ଅନ୍ୟ ସଦସ୍ୟମାନଙ୍କୁ ନଜଣାଇ ହ୍ୱାଟ୍ସଆପ୍ ଗ୍ରୁପରୁ ବାହାରିଯାଇପାରିବେ । ଦ୍ୱିତୀୟ ପରିବର୍ତ୍ତନ ହେଉଛି ଅନଲାଇନ୍ ଥିବାବେଳେ…