Daily Archives

May 27, 2024

ଆରମ୍ଭ ହେଲାଣି ମହାପ୍ରଭୁଙ୍କ ସ୍ନାନଯାତ୍ରା ପ୍ରସ୍ତୁତି । ଘଣାଲାଗି ନୀତି ପାଇଁ ଆସିଲା ବାସୁଙ୍ଗା ପାଟ ।

କନକ ବ୍ୟୁରୋ: ଜୁନ ମାସ ୨୨ତାରିଖରେ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ।ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ଶ୍ରୀ ମନ୍ଦିର ପ୍ରଶାସନ। ସ୍ନାନ ପୂର୍ଣ୍ଣିମା ପରେ ମହାପ୍ରଭୁଙ୍କ ଅଣସର ନିତି ଥିବାରୁ ଏଥି ପାଇଁ ଗୁପ୍ତ ନୀତି ପାଇଁ ଆବଶ୍ୟକ ଦ୍ରବ୍ୟ ଅଣାଯାଇଛି।ଏଥି ମଧ୍ୟରୁ ବାସୁଙ୍ଗା ପାଟ ଘଣା ଲାଗି…

ଚଳଚଞ୍ଚଳ ଶ୍ରୀକ୍ଷେତ୍ର ରଥଖଳା । ସରିଲା ୩ ରଥର ନାହାକା କାମ । ବୁଧବାର ଭଉଁରୀ ତିଥିରେ ହେବ ଚକାଡେରା ନୀତି ।

କନକ ବ୍ୟୁରୋ: ରଥ ନିର୍ମାଣକୁ ନେଇ ଚଳଚଞ୍ଚଳ ରଥଖଳା । ଆଜି ତିନି ରଥର ନାହାକା, ଅଖ ନିର୍ମାଣ ଅନୁକୂଳ ପୂଜା ବିଶ୍ୱକର୍ମା ସେବକଙ୍କ ଦ୍ୱାରା ସମ୍ପୂର୍ଣ୍ଣ କରାଯାଇଛି । ତେବେ ଆସନ୍ତା ବୁଧବାର ପବିତ୍ର ଭଉଁରୀ ତିଥିରେ ଚକା ଡ଼େରା ନୀତି ପାଳିତ ହେବ । ସେଥିପାଇଁ ତିନି ରଥର ଗୋଟିଏ ଗୋଟିଏ ନାହାକା…

ଚାମ୍ପିୟନ କେକେଆର ଉପରେ ହେଲା ଟଙ୍କା ବର୍ଷା । ଜାଣନ୍ତୁ ବିଜୟୀ ଟିମ୍ ଭାବେ ମିଳିଲା କେତେ କୋଟି ଟଙ୍କା?

କନକ ବ୍ୟୁରୋ : ସରିଛି ଆଇପିଏଲ, ଚାମ୍ପିୟନ ହୋଇଛି କୋଲକାତା ନାଇଟ ରାଇଡର୍ସ । ସନରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟରେ ମାତ୍ ଦେଇ ତୃତୀୟ ଥର ପାଇଁ ଟାଇଟଲ ଉଠାଇଛି କେକେଆର । ୧୧୪ ରନର ଟାର୍ଗେଟକୁ ମାତ୍ର ୧୧ ଓଭର ମଧ୍ୟରେ ହାସଲ କରିଥିଲା ଶ୍ରେୟସ ବାହିନୀ । ତେବେ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ…

‘ଚାଷୀଙ୍କୁ ୧୦ ହଜାର ଦେବେ କହି ୪ ହଜାର ଟଙ୍କା ଦେଇ ଠକିଦେଲେ ନବୀନ ସରକାର’: ପ୍ରେସମିଟରେ ବିଜେଡିକୁ ଟାର୍ଗେଟ କଲେ…

କନକ ବ୍ୟୁରୋ: ନବୀନ ସରକାର ଚାଷୀ ବିରୋଧୀ, କେବଳ ଚାଷୀ ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି ନବୀନ । ବିଜେଡି ଧୋକା ଏବଂ ପ୍ରତାରଣା ଦେବାରେ ଏକ ନମ୍ବର ଦଳ । ଚାଷୀ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ପ୍ରଦୀପ ପୁରୋହିତ କହିଛନ୍ତି, ’୨୪ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ…

ସୋନପୁର ପୋଲିସକୁ ବଡ ସଫଳତା । କଣ୍ଟେନରରୁ ୩ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ।

କନକ ବ୍ୟୁରୋ: ସୋନପୁର ପୋଲିସକୁ ବଡ ସଫଳତା । କଣ୍ଟେନରରୁ ଜବତ ହେଲା ୩ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ । ବୌଦ୍ଧ ଜିଲ୍ଲା କଂଟାମାଳ ଅଞ୍ଚଳରୁ ବାହାର ରାଜ୍ୟକୁ ଚାଲାଣ ହେଉଥିବାବେଳେ ମାଡି ବସିଲା ପୋଲିସ । ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ସୋନପୁର ପୋଲିସ । ଗତକାଲି ଖବର ପାଇଁ…

ଆସିଲା ଆଉ ଏକ ଏଡିଆର ରିପୋର୍ଟ । ୧୨୮୩ ପ୍ରାର୍ଥୀଙ୍କ ମଧ୍ୟରୁ ୪୧୨ ପ୍ରାର୍ଥୀ କୋଟିପତି ,୨୯୨ ଜଣଙ୍କ ନାଁରେ ରହିଛି…

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ଲଢୁଥିବା ମୋଟ ୧୨ ଶହ ୮୩ ଜଣ ପ୍ରାର୍ଥୀଙ୍କୁ ନେଇ ଆସିଲା ଏଡିଆର ରିପୋର୍ଟ । ସେମାନଙ୍କ ମଧ୍ୟରୁ ୩୪୮ ଜଣ ପ୍ରାର୍ଥୀଙ୍କ ନାଁରେ ମାମଲା ରହିଛି । ୨୯୨ ନାଁରେ ଗୁରୁତର ମାମଲା ରହିଛି । ଏଡିଆର ରିପୋର୍ଟ  ଅନୁସାରେ ୪୧୨ଜଣ କୋଟିପତି ପ୍ରାର୍ଥୀ ନିର୍ବାଚନ ଲଢ଼ିଛନ୍ତି…