Daily Archives

May 26, 2024

‘ବିଜେଡିର ଏକପାଖିଆ ବିଜୟ ହେବ, ସଂଖ୍ୟା ଗରିଷ୍ଠତା ସହ ବିଜେଡି ସରକାର ଗଢିିବ’ : ପ୍ରେସମିଟରେ ଭୃଗୁଙ୍କ ଦୃଢୋକ୍ତି ।

କନକ ବ୍ୟୁରୋ: ସେହିପରି ବିଜେଡିର ବ୍ରହ୍ମପୁର ଲୋକସଭା ଆସନର ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ସାମ୍ବାଦିକ ସମ୍ମିଳନୀ କରି ବଡ ବିଜୟର ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । କହିଛନ୍ତି, ବିଜେଡିର ଏକପାଖିଆ ବିଜୟ ହେବା ସହ ସଂଖ୍ୟା ଗରିଷ୍ଠତା ସହିତ ସରକାର ଗଢିବ ବିଜେଡି । ତୃତୀୟ ପର୍ଯ୍ୟାୟ ନିର୍ବାଚନ…

ପୁଣି ପ୍ରଚାର ପାଇଁ ଓଡିଶା ଆସୁଛନ୍ତି ମୋଦୀ,ଶାହା ।୩ଟି ସ୍ଥାନରେ ଜନସଭାକୁ କରିବେ ସମ୍ବୋଧନ ।

କନକବ୍ୟୁରୋ: ପୁଣି ଓଡିଶା ଆସିବେ ମୋଦି,ଶାହା । ୨୮ରେ ଶାହା ୨୯ରେ ପୁଣି ଓଡିଶ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୨୮ରେ ଶାହା ୩ଟି ଜନସଭାକୁ ସମ୍ବୋଧନ କରିବେ । ଚାନ୍ଦବାଲି ,କୋରୋଇ ଓ ନିମାପଡାରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ । ସେହିପରି ୨୯ରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଦିନିକିଆ…

ତୀବ୍ର ରୂପ ନେଲା ବାତ୍ୟା ‘ରେମାଲ’ । ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ସୂଚନା ।

କନକ ବ୍ୟୁରୋ: ତୀବ୍ର ବାତ୍ୟାର ରୂପ ନେଇ ସାରିଛି ବାତ୍ୟା ‘ରେମାଲ’ । ଆଜି ମଧ୍ୟରାତ୍ରୀରେ ଏହା ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଛି । ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ…

‘ବିଜେପି ଗୁଣ୍ଡା ଓ ଜମି ମାଫିଆଙ୍କୁ ଦଳରେ ସାମିଲ କରୁଛି’ : ପ୍ରେସମିଟ କରି ବିଜେପି ଉପରେ ବର୍ଷିଲେ ସସ୍ମିତ ପାତ୍ର ।

କନକ ବ୍ୟୁରୋ: ବିଜେଡି ଛାଡି ବିଜେପିରେ ଆସିଥିବା ନେତାଙ୍କୁ ଟାର୍ଗେଟ କରିଛି ବିଜେଡି । କେବଳ ନେତା ନୁହଁ ବରଂ ଯେଉଁ ଦଳ କୋଳାଇ ନେଇଛି ଅର୍ଥାତ ବିଜେପିକୁ ମଧ୍ୟ ସମାଲୋଚନା କରିଛି ବିଜେଡି । ବିଶେଷ କରି କେନ୍ଦ୍ରାପଡାରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ଖୋର୍ଦ୍ଧାର ବିଜେପି…

ଟପ୍ପରଙ୍କ କାହାଣୀ: ଚର୍ଚ୍ଚାରେ ଚୁଡି ଦୋକାନୀଙ୍କ ଝିଅ, ଟେକ ରଖିଲେ କାକଟପୁରର ଗାୟତ୍ରୀ ପାତ୍ର । କଟକରେ ବାପା…

କନକ ବ୍ୟୁରୋ: ଅଭାବରେ ଥିବା ମଣିଷ ଅସୁବିଧାରେ ଥାଇପାରେ । କିନ୍ତୁ ସଫଳତା ପାଇଁ ଯଦି ନିଷ୍ଠା ଥିବ ତାହେଲେ ଅସୁବିଧା ବି ଆଗକୁ ବଢିବାକୁ ବାଟ ଛାଡିଦିଏ । ମାଟ୍ରିକ ଫଳାଫଳ ଆସିଲା ପରେ ଏଭଳି କିଛି ପ୍ରେରଣାଦାୟୀ କାହାଣୀ ସାମ୍ନାକୁ ଆସିଛି । କଟକ ରେଭେନ୍ସା କଲିଜିଏଟ୍ ହାଇସ୍କୁଲର ଛାତ୍ର…

ତୃତୀୟ ପର୍ଯ୍ୟାୟ ଭୋଟିଂ ସହ ମେଜରିଟି ପାଇବାକୁ ଯାଉଛି ବିଜେପି  । ଆସନ୍ତା ୪ ତାରିଖରେ ବିଜେପି ସରକାର ହେବାକୁ ଯାଉଛି…

କନକ ବ୍ୟୁରୋ: ୨୫ ବର୍ଷରେ ୨୪ ଟି ତଦନ୍ତ ରିପୋର୍ଟ ଚାପିଛନ୍ତି ସରକାର  । କିନ୍ତୁ ବିଜେପି ସରକାରକୁ ଆସିଲେ ସବୁ ତଦନ୍ତ ରିପୋର୍ଟ ସର୍ବଜନୀନ କରିବ । ବିଜେଡି ଶାସନକାଳରେ ଯେଉଁ ସବୁ ତଦନ୍ତ କମିଶନ ବସିଛି ସେ ସବୁ ରିପୋର୍ଟକୁ ଚାପି ଦେଇଛନ୍ତି ବିଜେଡି ସରକାର ବିଜେପି ସରକାରକୁ ଆସିଲେ ସବୁ…