Daily Archives

May 26, 2024

ପ୍ରଧାନମନ୍ତ୍ରୀଙ୍କ ବୟାନକୁ ନେଇ ରାହୁଲ ଗାନ୍ଧୀଙ୍କ କଟାକ୍ଷ । କହିଲେ, ପ୍ରଧାନମନ୍ତ୍ରୀ ଏକମାତ୍ର ମଣିଷ ଯାହାଙ୍କର…

କନକ ବ୍ୟୁରୋ : ଦେଶରେ ୭ ପର୍ଯ୍ୟାୟ ମଧ୍ୟରୁ ୬ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ବାକିଥିବା ଗୋଟିଏ ପର୍ଯ୍ୟାୟ ମତଦାନ ପୂର୍ବରୁ ରାଜନୈତିକ ବୟାନବାଜୀ ଜୋର ଧରିଛି । ପ୍ରଧାନମନ୍ତ୍ରୀ କିଛିଦିନ ତଳେ କହିଥିଲେ କି ତାଙ୍କୁ ପରମାତ୍ମା ସିଧାସଳଖ ଦେଶର ସେବା କରିବା ପାଇଁ ପଠାଇଛନ୍ତି । ଏହାକୁ ନେଇ…

ପ୍ରଚାରର ଶେଷ ପର୍ଯ୍ୟାୟ । ପୁଣି ଓଡିଶା ଆସୁଛନ୍ତି ମୋଦୀ ,ଶାହା । ମୈଦାନକୁ ଓହ୍ଲାଇବେ ବିଜେପିର ହେଭିୱେଟ ନେତା ।

କନକବ୍ୟୁରୋ:ଶେଷ ପର୍ଯ୍ୟାୟ, ଶେଷ ପ୍ରୟାସ । ବିଜେପିର ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଆସୁଛନ୍ତି ଦଳର କେନ୍ଦ୍ରୀୟ ନେତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ । ଏହି ଦୁଇ ନେତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ…

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ । ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ଅଧିକ ।

କନକବ୍ୟୁରୋ: ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ । ଏକା ସାଙ୍ଗରେ ପ୍ରକାଶ ପାଇଛି ଉଭୟ କଳା, ବିଜ୍ଞାନ ଏବଂ ବାଣିଜ୍ୟର ପରୀକ୍ଷା ଫଳ । କଳାରେ ପାସ ହାର ୮୦.୯୫ ପ୍ରତିଶତ ରହିଛି । ଝିଅଙ୍କ ପ୍ରଦର୍ଶନ ପୁଅଙ୍କ ତୁଳନାରେ ଭଲ ରହିଛି । କଳାରେ ୧ ଲକ୍ଷ ୪ ହଜାର ୪୪୭ ଜଣ ପୁଅ ପରୀକ୍ଷାର୍ଥୀ…

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ, ଧନ୍ଦାମୂଳକ ପରୀକ୍ଷାରେ ପାସ୍ ହାର ୬୮.୦୨ ପ୍ରତିଶତ

କନକ ବ୍ୟୁରୋ : ରାଜ୍ୟରେ ଯୁକ୍ତଦୁଇର ସମସ୍ତ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ କଳା ବିଭାଗର ପାସ ହାର ୮୦.୯୫ ଥିବା ବେଳେ ବାଣିଜ୍ୟ ବିଭାଗର ପାସ ହାର ୮୨.୨୭ ପ୍ରତିଶତ ରହିଛି । ସେହିଭଳି ବିଜ୍ଞାନ ବିଭାଗର ପାସ୍ ହାର ୮୬.୯୩ ପ୍ରତିଶତ ରହିଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ପାସ…

ପ୍ରକାଶ ପାଇଲା +୨ ରେଜଲ୍ଟ । ଏକା ସମୟରେ ଆସିଲା କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ।

କନକ ବ୍ୟୁରୋ: ପ୍ରକାଶ ପାଇଲା ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ଫଳ । ଏକା ସମୟରେ ପ୍ରକାଶ ପାଇଛି କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ । କଳାରେ ୮୦.୯୫ ପ୍ରତିଶତ ପାସ୍ ହାର ରହିଥିବାବେଳେ , କମର୍ସରେ ୮୨.୨୭ ପ୍ରତିଶତ, ବିଜ୍ଞାନରେ ୮୬.୯୦ ପ୍ରତିଶତ ରେଜଲ୍ଟ ହୋଇଛି । ସବୁ…

ଆଇପିଏଲର ଫାଇନାଲରେ ଆଜି କୋଲକାତାକୁ ଭେଟିବ ହାଇଦ୍ରାବାଦ । ଜାଣନ୍ତୁ ଚାମ୍ପିଅନ ଓ ରନର୍ସଅପ୍ ଟିମକୁ ମିଳିବ କେତେ ଟଙ୍କା

କନକ ବ୍ୟୁରୋ : ଆଜି ଆଇପିଏଲ ମହାସମରର ଫାଇନାଲ ମ୍ୟାଚ୍ । କୋଲକାତା ନାଇଟ୍ ରାଇଡର୍ସ ଆଜି ସନରାଜଜର୍ସ ହାଇଦ୍ରାବଦକୁ ଭେଟିବ । ଏହି ମ୍ୟାଚରେ ବିଜୟୀ ଓ ପରାଜିତ ଦଳକୁ କୋଟି କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯିବ । ଆଇପିଏଲ ମ୍ୟାଚରେ ଗୋଟିଏ ଥର ହାଇଦ୍ରାବାଦ ଚମ୍ପିଅନ ହୋଇଥିବା ବେଳେ…