Daily Archives

May 20, 2024

ସରିଲା ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ଇଭିଏମରେ ସିଲ୍ ହେଲା ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ

କନକ ବ୍ୟୁରୋ: ଦେଶରେ ପଂଚମ ଓ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ କହିଛି, ସନ୍ଧ୍ୟା ୫ଟା ସୁଦ୍ଧା ୬୦ପ୍ରତିଶତରୁ ଅଧିକ ମତଦାନ ହୋଇଛି । ଆଜି ଗୋଟିଏ ଦିନରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ଲୋକସଭା ସମେତ…

ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ, ପାଣ୍ଡିଆନଙ୍କ ଜବାବ: ମୋଦିଙ୍କୁ ୩ ପ୍ରଶ୍ନର ଉତ୍ତର ଦେଲେ ବିଜେଡି ନେତା

କନକ ବ୍ୟୁରୋ: ଅନୁଗୁଳ ଓ କଟକ ସଭାରେ ବିଜେଡିକୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ । ଆଉ ସାଲେପୁରରେ ସଭା କରି ଜବାବ ଦେଇଥିଲେ ବିଜେଡି ନେତା ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେଉଁ ପ୍ରଧାନମନ୍ତ୍ରୀ ସଂସଦରେ ପ୍ରଶଂସା କରୁଥିଲେ, ନିର୍ବାଚନ ସମୟରେ କେମିତି ତାଙ୍କ ସ୍ୱର…

ମଞ୍ଚ ଉପରୁ ଗର୍ଜିଲେ ମୋଦୀ: କହିଲେ, ରତ୍ନଭଣ୍ଡାର ଚାବି ଚାଲିଯାଇଛି ତାମିଲନାଡୁ, ନିର୍ବାଚନୀ ସଭାରେ ଆକ୍ରମଣର ଗିୟର…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନରେ ପୁରୀରେ ବିଶାଳ ରୋଡ ସୋ’ କରିଛନ୍ତି । ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟାରେ ଭୁବନେଶ୍ୱର ଏକାମ୍ର କ୍ଷେତ୍ରରେ ରୋଡ ସୋ’ କରୁଛନ୍ତି । ତୃତୀୟ ଥର ଓଡ଼ିଶାରେ ବିଜେପି ପାଇଁ ପ୍ରଚାର କରି ରାଜ୍ୟ ସରକାରଙ୍କ ବିରୋଧରେ ଆକ୍ରମଣର…

ଜଗନ୍ନାଥଙ୍କୁ ମୋଦୀଙ୍କ ଭକ୍ତ କହି କ୍ଷମା ମାଗିଲେ ସମ୍ବିତ ପାତ୍ର: କହିଲେ, ଭୁଲରେ ହୋଇଯାଇଥିଲା ଉଚ୍ଚାରଣ

କନକ ବ୍ୟୁରୋ: ମହାପ୍ରଭୁ ଜଗନ୍ନାଥଙ୍କୁ ମୋଦୀଙ୍କ ଭକ୍ତ କହିବା ପ୍ରସଙ୍ଗରେ କ୍ଷମା ମାଗିଲେ ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର । କହିଲେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତ ମୋଦୀ ବଦଳରେ ଭୁଲ ବଶତଃ ମୋଦୀଙ୍କ ଭକ୍ତ ଜଗନ୍ନାଥ ଉଚ୍ଚାରଣ ହୋଇଥିଲା । ତେବେ ଏହି ଘଟଣାକୁ ନେଇ…

ରାଜଧାନୀରେ ନବୀନଙ୍କ ମେଗା ରୋଡ ସୋ’ । ପଳାଶପଲ୍ଲୀରୁ ହେଲା ଆରମ୍ଭ

କନକ ବ୍ୟୁରୋ : ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀରେ ରୋଡ ସୋ’ କରିଛନ୍ତି । ହଜାର ହଜାର ସମର୍ଥକଙ୍କ ଗହଣରେ ନବୀନ ପଟ୍ଟନାୟକ ରାଜଧାନୀର ପଳାଶପଲ୍ଲୀରୁ ରୋଡ ସୋ’ ଆରମ୍ଭ କରିଛନ୍ତି । ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ସ୍ଥାନୀୟ…

ନିର୍ବାଚନ ଅଧିକାରୀଙ୍କ ସୂଚନା । ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ହୋଇଛି ୬୦ ପ୍ରତିଶତ ମତଦାନ

କନକ ବ୍ୟୁରୋ : ଦେଶରେ ପଞ୍ଚମ ଓ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମତଦାନ ହୋଇଛି । ରାଜ୍ୟର ୫ଟି ଲୋକସଭା ଓ ୩୫ଟି ବିଧାନସଭା ପାଇଁ ଆଜି ମତଦାନ ହୋଇଛି । ମତଦାନ ବାବଦରେ ସୂଚନା ଦେଇ ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି । ତାଙ୍କ ସୂଚନା ମୁତାବକ ସନ୍ଧ୍ୟା ୫ଟା ସୁଦ୍ଧା…