Daily Archives

April 23, 2020

କରୋନା ମୁକାବିଲା : ଆଜିଠୁ ମଣିଷ ଦେହରେ ଟୀକାର ହେବ ପରୀକ୍ଷା

କନକ ବ୍ୟୁରୋ :  ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣକୁ ଅଟକାଇବା ଲାଗି ବିଶ୍ବ୍ୟବ୍ୟାପୀ ଉଦ୍ୟମ ଚାଲିଛି। ଗତ ଡିସେମ୍ବର ମାସରୁ ଚୀନରୁ ଆରମ୍ଭ ହୋଇଥିବା ଏହି ମହାମାରୀକୁ ରୋକିବା ଲାଗି ଏ ପର୍ଯ୍ୟନ୍ତ କୌଣସି ଟିକା ବାହାରି ପାରିନାହିଁ। ତେବେ ଟିକା ପାଇଁ ବିଭିନ୍ନ ସଂସ୍ଥା ଦ୍ବାରା ଦିନରାତି…

ଆସନ୍ତା ସପ୍ତାହେ ଯାଏ ଓଡ଼ିଶାରେ ଲାଗି ରହିବ କାଳବୈଶାଖୀ : ୨୪ରୁ ୨୭ ପର୍ଯ୍ୟନ୍ତ ୧୫ ଜିଲ୍ଲାକୁ ଅରେଞ୍ଜ…

କନକ ବ୍ୟୁରୋ : ପୂର୍ବ ମଧ୍ୟ ପ୍ରଦେଶ ଉପରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଆସନ୍ତା ସପ୍ତାହକ ଯାଏ ଓଡ଼ିଶାରେ କାଳବୈଶାଖୀ ଜାରି ରହିବ । ଉତ୍ତର ଓ ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ହେବ । ସ୍ଥାନେ ସ୍ଥାନେ ବଜ୍ରପାତ ହେବ । ୨୪ରୁ ୨୭ ତାରିଖ…

ଅପ୍ରେଲ ୨୭ରେ କରୋନା ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ : ଭିଡିଓ କନଫରେନ୍ସିଂରେ ସବୁରାଜ୍ୟର ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ : ତାଲାବନ୍ଦ ମେ ୩ ପରେ ବଢିବ ନା ହଟିବ । ଏନେଇ ଆସନ୍ତା ସୋମବାରକୁ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପ୍ରେଲ ୨୭ ତାରିଖରେ ଭିଡିଓ କନଫରେନ୍ସିଂରେ ପୁଣି ଥରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ । ବୈଠକରେ ସମସ୍ତ…

ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୨୦ ହଜାର ୪୭୧ । ଗତ ୨୪ ଘଂଟାରେ ୧୪୮୬ ନୂଆ ମାମଲା ଚିହ୍ନଟ, ୪୯ ଜଣଙ୍କ ମୃତ୍ୟୁ :…

କନକ ବ୍ୟୁରୋ: ଭାରତରେ କରୋନା ସଂକ୍ରମଣ ଉଦବେଗଜନକ ଭାବେ ବଢିବାରେ ଲାଗିଛି । ଗତ୨୪ ଘଂଟାରେ ୧୪୮୬ ନୂଆ ମାମଲା ଚିହ୍ନଟ ହୋଇଛି । ସେହିପରି ଗତ୨୪ ଘଂଟାରେ ୪୯ ଜଣଙ୍କ ଜୀବନ କରୋନା ନେଇଥିବା ବେଳେ ୭ଶହ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭାରତରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ୪୭୧କୁ ଛୁଇଁଛି…

କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନୂଆ ଚେତାବନୀ : ଲମ୍ବା ସମୟ ଯାଏଁ ଆମ ସହ ରହିବ ମାରାତ୍ମକ ଭୂତାଣୁ, ଶୀଘ୍ର…

କନକ ବ୍ୟୁରୋ : କରୋନା ଭୂତାଣୁ ମାନବ ସମାଜ ସହ ଲମ୍ବା ସମୟ ଯାଏଁ ରହିବ । ମହାମାରୀ କରୋନାକୁ ନେଇ ଏହି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ ସଂଗଠନ । କରୋନା ଭୁତାଣୁକୁ ନେଇ ବପଦଜନକ ଟ୍ରେଣ୍ଡ ଦେଖିବାକୁ ମିଳୁଥିବା ବେଳେ କିଛି ଦେଶରେ ମହାମାରୀ ସଂକ୍ରମଣ ପ୍ରଥମ ପର୍ଯ୍ୟାୟରେ ରହିଛି । ଆଫ୍ରିକା,…

୩ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଯୋଜନା କଲେ ସରକାର । ତିନି ସଚିବସ୍ତରୀୟ ପ୍ରଶାସନିକ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି…

କନକ ବ୍ୟୁରୋ : ବଢୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖି ତିନି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଯୋଜନା କରିଛନ୍ତି ରାଜ୍ୟ ସରକାର । ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ପାଇଁ ତିନି ସଚିବସ୍ତରୀୟ ପ୍ରଶାସନିକ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ବାଲେଶ୍ବର ଜିଲ୍ଲା ପାଇଁ…