Daily Archives

March 29, 2020

ଲକ ଡାଉନ ସମୟରେ ଫେରୁଥିବା ପ୍ରବାସୀଙ୍କୁ ସୀମାରେ ଅଟକାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ରହିବା ଖାଇବା ଓ ସ୍ୱାସ୍ଥ୍ୟ…

କନକ ବ୍ୟୁରୋ: ଲକଡାଉନ ସମୟରେ ରାଜ୍ୟ ବାହାରୁ ଫେରୁଥିବା ପ୍ରବାସୀଙ୍କୁ ସୀମାରେ ଅଟକାଇବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ନିଜ ଆଡୁ ମାମଲା ରୁଜୁ କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ପରିସ୍ଥିତିରେ…

ଦିଲ୍ଲୀ ନଛାଡନ୍ତୁ ଦାଦନ ଶ୍ରମିକ । ଦେଶର ସ୍ୱାର୍ଥ ଦୃଷ୍ଟିରୁ ଦିଲ୍ଲୀ ସୀମା ପାର ନକରିବାକୁ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ: ଦାଦନ ଶ୍ରମିକଙ୍କୁ ଦିଲ୍ଲୀ ନଛାଡିବାକୁ ନିବେଦନ କଲେ କେଜ୍ରିୱାଲ । ଦେଶର ସ୍ୱାର୍ଥ ଦୃଷ୍ଟିରୁ ପ୍ରବାସୀ ଶ୍ରମଜୀବୀମାନଙ୍କୁ ନିବେଦନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । କହିଛନ୍ତି ଶ୍ରମିକମାନେ ଦେଶର ହିତ ପାଇଁ ନିଜର ଜନ୍ମମାଟିକୁ ଫେରନ୍ତୁ ନାହିଁ ।…

ତାଲାବନ୍ଦ କଟକଣା ଭିତରେ ବେସାହାରାଙ୍କ ପାଇଁ ସାହାରା ପାଲଟିଛନ୍ତି କିଛି ବଦାନ୍ୟ ବ୍ୟକ୍ତି: ନିରାଶ୍ରୟ ଓ ଭିକାରୀଙ୍କୁ…

କନକ ବ୍ୟୁରୋ: କରୋନା କଟକଣା ଭିତରେ ବେସାହାରା ପାଲଟିଛନ୍ତି ନିରାଶ୍ରୟ ଓ ଦିନମଜୁରିଆ । ଏଭଳି ସମୟରେ ସେମାନଙ୍କ ପାଇଁ ବାଲେଶ୍ୱରରେ ସେମାନଙ୍କ ପାଇଁ ସାହାରା ପାଲଟିଛି ପ୍ରଶାସନ ଓ କିଛି ସ୍ୱେଛାସେବୀ । ନିରାଶ୍ରୟ ଓ ଦିନ ମଜୁରିଆଙ୍କୁ ଏକ କଲ୍ୟାଣ ମଣ୍ଡପରେ ରନ୍ଧା ଖାଦ୍ୟ ଯୋଗାଇ ଦେଉଛନ୍ତି ।…

କେରଳ ଓ ତାମିଲନାଡୁରେ ଫସିଛନ୍ତି ଶତାଧିକ ଓଡିଆ ଶ୍ରମିକ: ରାଜ୍ୟ ସରକାରଙ୍କୁ ଉଦ୍ଧାର ପାଇଁ କଲେ ନିବେଦନ; ସରକାର କହିଲେ,…

କନକ ବ୍ୟୁରୋ: ତିରୁପତିରେ ଫସିଛନ୍ତି ଓଡିଆ ତୀର୍ଥଯାତ୍ରୀ । କଳାହାଣ୍ଡି ଜିଲ୍ଳା ଭବାନୀପାଟଣା ଓ ଧର୍ମଗଡ ଅଂଚଳର ୨୦ରୁ ଅଧିକ ତୀର୍ଥଯାତ୍ରୀ ତିରୁପତିରେ ଫସିଛନ୍ତି । ସେମାନଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ଭିଡିଓ ମେସେଜ୍ ମାଧ୍ୟମେରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏମାନେ ଗତ ୧୮…

ଚଳିତବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀ ପାସ୍: ନବମ ଶ୍ରେଣୀର ଗୋଟିଏ ପରୀକ୍ଷା ବାକି ଥିବାରୁ…

କନକ ବ୍ୟୁରୋ:  କରୋନା ମୁକାବିଲା ନେଇ ଦେଶବ୍ୟାପୀ ତାଲାବନ୍ଦ ଅଭିଯାନ ଜାରି ରହିଛି । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ କରୋନା ପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ କରିଦିଆଯାଇଛି । ତେବେ ଏହାକୁ ଦୃଷ୍ଟିରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି ବିଦ୍ୟାଳୟ ଓ…

କାଲି ଲୋକସେବା ଭବନରେ ହେବ ‘ବିଧାନସଭା’ର ସ୍ୱତନ୍ତ୍ର ଅଧିବେଶନ: ସାନିଟାଇଜ୍ ହେଲା ଲୋକସେବା ଭବନ

କନକ ବ୍ୟୁରୋ: ଆସନ୍ତାକାଲି ଲୋକସେବା ଭବନରେ ହେବ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ । ଏହି ଅଧିବେଶନ ଗୋଟିଏ ଦିନ ବସିବ । ତେବେ ଏହା ପୂର୍ବରୁ ଲୋକସେବା ଭବନକୁ କରାଯାଉଛି ସାନିଟାଇଜ । ଓଡିଶା ଅଗ୍ନିଶମ ସେବା କର୍ମଚାରୀ ମାନେ ଆଜି ଲୋକସେବା ଭବନକୁ ବିଶୋଧନ କରିଛନ୍ତି । ଅନ୍ୟପଟେ ବିଧାନସଭା…