Daily Archives

March 29, 2020

ସ୍ପେନ୍ ରାଜ ପରିବାରରେ ପ୍ରଥମ କରୋନା ମୃତ୍ୟୁ । କୋଭିଡ-୧୯ ଭୂତାଣୁ ସଂକ୍ରମଣରେ ସ୍ପେନ୍ ରାଣୀଙ୍କ ପରଲୋକ

କନକ ବ୍ୟୁରୋ: କରୋନା ଭୂତାଣୁ ସଂକ୍ରମଣରେ ବିଶ୍ୱରେ ରାଜ ପରିବାରର ପ୍ରଥମ ମୃତ୍ୟୁ । କୋଭିଡ୍ ୧୯ ଭୂତାଣୁ ସଂକ୍ରମଣରେ ସ୍ପେନ୍ ରାଣୀଙ୍କ ପରୋଲୋକ ଘଟିଛି । ସେ କରୋନା ପଜିଟିଭ୍ ଚିହ୍ନଟ ହେବା ପରଠାରୁ ଚିକିତ୍ସାଧୀନ ରହିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ତେବେ ତାଙ୍କ…

‘ମନ କି ବାତ’ରେ ପ୍ରଧାନମନ୍ତ୍ରୀଙ୍କ କରୋନା ବାର୍ତ୍ତା: ଲକଡାଉନ ଦ୍ୱାରା ହେଉଥିବା ଅସୁବିଧା ପାଇଁ କ୍ଷମା ମାଗିଲେ ମୋଦି;…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ ଜରିଆରେ ଦେଶବାସୀଙ୍କୁ ସମ୍ବୋଦ୍ଧିତ କରିବା ଅବସରରେ ପ୍ରଥମେ କ୍ଷମା ମାଗିଛନ୍ତି । କହିଛନ୍ତି, କିଛି ଲକଡାଉନ ଭଳି କଠିନ ନିଷ୍ପତି ଯୋଗୁଁ ଲୋକଙ୍କ ଦୈନଦିନ ଜୀବନରେ ବହୁ ଅସୁବିଧା ଦେଖାଦେଇଛି । ବିଶେଷକରି ଦେଶର ଗରିବ ଲୋକ ବହୁ…

ଅମାନିଆଙ୍କୁ ବାନ୍ଧିଲା ପୁଲିସ୍: ଲକଡାଉନ୍ ନିୟମ ଉଲ୍ଲଂଘନ କରି ୨୨ ଦୋକାନୀ ଗିରଫ; ତାଲାବନ୍ଦ ସତ୍ୱେ ଦୋକାନ ଖୋଲି…

କନକ ବ୍ୟୁରୋ: ରାଜ୍ୟରେ ବଢି ଚାଲିଛି ଲକଡାଉନ ଆଇନ ଉଲ୍ଲଂଘନକାରୀଙ୍କ ସଂଖ୍ୟା । ଲକଡାଉନ୍ ନିୟମ ଉଲ୍ଲଂଘନ କରି ୨୨ ଦୋକାନୀଙ୍କୁ ଗିରଫ କରିଛି ପୁଲିସ୍ । ତେବେ ଲକଡାଉନ୍ ସତ୍ୱେ ଦୋକାନ ଖୋଲି ଭିଡ଼ ଜମାଉଥିିବା ଅଭିଯୋଗରେ ଭଦ୍ରକରେ ୧୬ ଓ ମାଲକାନଗିରିରେ ୬ ଜଣ ଦୋକାନୀଙ୍କୁ ଗିରଫ କରିଛି ପୁଲିସ୍ ।…

ଭାରତରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁସଂଖ୍ୟା ୨୫କୁ ଛୁଇଁଲା, ଏକ ହଜାରର ନିକଟତର ହେଲା ଆକ୍ରାନ୍ତ…

କନକ ବ୍ୟୁରୋ : କରୋନା ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ସର୍ବାଧିକ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ ୪ ଓ କର୍ଣ୍ଣାଟକରେ ୩ଜଣଙ୍କ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀ ଓ ମଧ୍ୟପ୍ରଦେଶରେ ୨ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।…

ଅସ୍ତରଙ୍ଗରୁ ଆସିଲା ସାମାଜିକ ଦୂରତାର ଚିତ୍ର: କରୋନାକୁ ନେଇ ଲୋକେ ହେଲେଣି ସଚେତନ; ଗୋଲେଇରେ ଠିଆ ହୋଇ ଲୋକ ନେଉଛନ୍ତି…

କନକ ବ୍ୟୁରୋ: ତାଲାବନ୍ଦ ସମୟରେ ଖାଦ୍ୟସୁରକ୍ଷା ଆଇନରେ ସାମିଲ ଥିବା ହିତାଧିକାରୀଙ୍କୁ ୩ ମାସ ପାଇଁ ରାଜ୍ୟ ସରକାର ଚାଉଳ ଓ ଗହମ ଦେବାକୁ ଘୋଷଣା କରିଛନ୍ତି । ଏଥିପାଇଁ ପ୍ରତି ପଂଚାୟତରେ ଆରମ୍ଭ ହୋଇଛି ବଂଟନ ।  କାକଟପୁର ବ୍ଲକରେ ପିଡିଏସ ଚାଉଳ ବଂଟନ ବେଳେ ସାମାଜିକ ଦୂରତା ଉପରେ ଗୁରୁତ୍ୱ…

ରାଜ୍ୟ ବାହାରେ ଫସିଛନ୍ତି ଓଡିଆ: ବିଭିନ୍ନ ସ୍ଥାନରୁ ଆସୁଛି ଚିତ୍ର; ରାଜ୍ୟ ସରକାରଙ୍କୁ ଉଦ୍ଧାର ପାଇଁ କଲେ ନିବେଦନ

କନକ ବ୍ୟୁରୋ: କରୋନା ପାଇଁ ସାରା ଦେଶରେ ଏବେ ତାଲାବନ୍ଦ । ଏହି ସମୟରେ ବିଭିନ୍ନ ସ୍ଥାନରେ ଫସିଛନ୍ତି ଓଡିଆ ଶ୍ରମିକ । ମହାରାଷ୍ଟ୍ରର ପୁନେରେ ଫସିଛନ୍ତି ବରଗଡ ଓ ବଲାଙ୍ଗିର ଜିଲ୍ଲାର ୪୦ ଶ୍ରମିକ । ମହାରାଷ୍ଟ୍ରରୁ ଉଦ୍ଧାର ପାଇଁ ସେମାନେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ଏହି…