Daily Archives

March 27, 2020

କରୋନା କଟକଣା: ଭୋକରେ ଆଉଟୁପାଉଟୁ ହେଉଛନ୍ତି ଶହ ଶହ ମାଙ୍କଡ, ମାନବିକତା ଦେଖାଇ ଖାଦ୍ୟ ଦେବାକୁ ଆଗକୁ ଆସିଲେ ସହୃଦୟ…

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ସାରା ଦେଶ ଯେତେବେଳେ ୨୧ ଦିନ ପାଇଁ ଲକ୍ ଡାଉନ୍ ହୋଇଛି । ଚିତ୍ରକୋଣ୍ଡାରୁ କଟକ,ଭୁବନେଶ୍ୱର, ବ୍ରହ୍ମପୁର, କୋରାପୁଟ, ମାଲକାନଗିରି ପ୍ରଭୁତି ସହର ଶହ ଗାଡି ଯାଉଥିଲା । ଆଉ ଯାତ୍ରୀ ଖୁସିରେ ମାଙ୍କଡ଼ଙ୍କୁ ଖାଦ୍ୟ ପ୍ରଦାର୍ଥ ଦେଉଥିଲେ, ଆରାମରେ ଖାଦ୍ୟ…

କାଲିଠାରୁ ଦୂରଦର୍ଶନରେ ପ୍ରସାରଣ ହେବ ରାମାୟଣ । ଟ୍ୱିଟ କରି ସୂଚନା ଦେଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ…

କନକ ବ୍ୟୁରୋ: ଟିଭି ପରଦାକୁ ପୁଣି ଫେରିବ ବହୁ ଚର୍ଚ୍ଚିତ ଧାରାବାହିକ ରାମାୟଣ । ଏନେଇ ଟ୍ୱିଟ କରିଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର । ଆସନ୍ତାକାଲି ଠାରୁ ଦୂରଦର୍ଶନରେ ପ୍ରସାରଣ ହେବ ରାମାୟଣ । ଲୋକଙ୍କ ମନୋରଂଜନ ପାଇଁ ପୁନଃ ପ୍ରସାରଣ ହେବ ଅତୀତ ଦିନର ଲୋକପ୍ରିୟ ପୌରାଣିକ…

କରୋନା ମୁକାବିଲା ପାଇଁ ୨୨ ଶହ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ୨୨ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ମିଳିବ ୧୫…

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୨ ଶହ କୋଟିର ପ୍ୟାକେଜ ଘୋଷଣା କଲେ ନବୀନ । ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧୀକାରୀଙ୍କୁ ମିଳିବ ସହାୟତା । ୩ ମାସ ପର୍ଯ୍ୟନ୍ତ ଆଗୁଆ ରାସନ ଯୋଗାଇ ଦେବେ ରାଜ୍ୟ ସରକାର । ଏଥିସହ ଖାଦ୍ୟ…

ବିଦେଶରୁ କିମ୍ବା ରାଜ୍ୟ ବାହାରୁ ଫେରିଛନ୍ତି କି? ସରକାରଙ୍କୁ ଦିଅନ୍ତୁ ତଥ୍ୟ, ନଚେତ୍ ହୋଇପାରେ କଡା କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ: ବିଦେଶରୁ ଫେରିଥିଲେ ତୁରନ୍ତ ତଥ୍ୟ ଦିଅନ୍ତୁ । ରାଜ୍ୟରେ ୩ୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଦେଶରୁ ଫେରିଥିବା ଲୋକଙ୍କ ପାଇଁ ପଞ୍ଜିକରଣ କରିବା ଏକପ୍ରକାରେ ଜରୁରୀ ହୋଇପଡିଛି । ସେହିଭଳି ସରକାରଙ୍କ ପକ୍ଷକୁ ଏହାକୁ ବାଧ୍ୟତାମୂଳକ ମଧ୍ୟ କରାଯାଇଛି । ଆଉ ଯେଉଁମାନେ…

ତୃତୀୟ କରୋନା ରୋଗୀଙ୍କର ରହିଛି ଲମ୍ବା ଟ୍ରାଭେଲ୍ ହିଷ୍ଟ୍ରି : ଇଣ୍ଡିଗୋ 6E2014 ଫ୍ଲାଇଟ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର…

କନକ ବ୍ୟୁରୋ : ରାଜ୍ୟରେ ତୃତୀୟ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ଚାରିଆଡ଼େ ଚର୍ଚ୍ଚା । ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ  ଆସିଥିବା ବ୍ୟକ୍ତିମାନେ କ୍ୱାରେଣ୍ଟାଇନରେ ରହିବା ସହ ତୁରନ୍ତ ୧୦୪ ନମ୍ବରକୁ କଲ୍ କରି ସରକାରଙ୍କ ସହ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି ।…

ତୃତୀୟ ଆକ୍ରାନ୍ତ ଚିହ୍ନଟ ପରେ ବଢିଲା ଆଶଙ୍କା । ସୁବ୍ରତ କହିଲେ, ଫେଜ୍‌-୨ରୁ ଫେଜ-୩କୁ ଯିବାର ସମ୍ଭାବନା ଦେଖୁଛୁ ।…

କନକ ବ୍ୟୁରୋ : ଓଡ଼ିଶାରେ ତୃତୀୟ କରୋନା ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହେବା ପରେ ସମୂହ ସଂକ୍ରମଣର ଆଶଙ୍କା ବଢିଛି ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ତୃତୀୟ ବ୍ୟକ୍ତିଙ୍କ ଚିହ୍ନଟ ହେବା ଫେଜ-୨ରୁ ଫେଜ-୩କୁ ସଂକ୍ରମଣ ବ୍ୟାପିବାର ସମ୍ଭାବନା ଦେଖୁଛୁ । ତେଣୁ…