Daily Archives

March 18, 2020

ବିଦେଶରୁ ଫେରି ପଞ୍ଜୀକୃତ ହେଲେ ଗୀତା ମେହେଟ୍ଟା : ସରକାରୀ ୱେବସାଇଟରେ ପଞ୍ଜୀକରଣ କରାଇଲେ ନବୀନ ପଟ୍ଟନାୟକ

କନକ ବ୍ୟୁରୋ : ବିଦେଶରୁ ଫେରି ପଞ୍ଜୀକୃତ ହେଲେ ଗୀତା ମେହେଟ୍ଟା । ସରକାରୀ ୱେବସାଇଟରେ ପଞ୍ଜୀକରଣ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଏହା ଜଣାଇଛନ୍ତି। ବିଦେଶରୁ ଓଡ଼ିଶା ଆସିଥିବା ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି…

ବନ୍ଦ ସତ୍ତେ୍ୱ ଅଙ୍ଗନୱାଡି ଶିଶୁଙ୍କୁ ମିଳିବ ଖାଦ୍ୟ : ଘରକୁ ଯାଇ ୩ରୁ ୬ ବର୍ଷ ବୟସର ଶିଶୁ ମାନଙ୍କ ପାଇଁ ଶୁଖିଲା ରାସନ…

କନକ ବ୍ୟୁରୋ : ବନ୍ଦ ଥିବା ସତ୍ତେ୍ୱ ଅଙ୍ଗନୱାଡ଼ି ଶିଶୁଙ୍କୁ ମିଳିବ ଖାଦ୍ୟ । ସକାଳ ଜଳଖିଆ ଓ ଗରମ ଖାଦ୍ୟ ଯୋଗାଇବାକୁ ବ୍ୟବସ୍ଥା କରାଯିବ । ଘରକୁ ଘର ବୁଲି ବୁଲି ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ୩ରୁ ୬ ବର୍ଷ ବୟସର ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ଶୁଖିଲା ରାସନ୍ ସିଧାସଳଖ ଯୋଗାଇଦେବେ…

କରୋନା ପାଇଁ କେରଳ ପୋଲିସର ଅଭିନବ ପ୍ରୟାସ : ଲୋକଙ୍କୁ ସଚେତନ କରିବା ପାଇଁ ନୃତ୍ୟ ମାଧ୍ୟମରେ ସଚେତନତା ବାର୍ତ୍ତା ଦେଲେ…

ସାରା ବିଶ୍ୱରେ କରୋନା ଆତଙ୍କ ଜାରି ରହିଥିବାବେଳେ ଏହାର ମୁକାବିଲା ପାଇଁ ସବୁଠି ଚାଲିଛି ସଚେତନତା । କିଭଳି କରୋନା ଭୂତାଣୁଠାରୁ ନିଜକୁ ବଞ୍ଚାଇ ରଖିବେ, କେଉଁ ପ୍ରକ୍ରିୟାରେ ନିଜ ହାତକୁ ସଫା ରଖିବେ ଏନେଇ ଲୋକଙ୍କୁ ସଚେତନ କରୁଛି କେରଳ ପୋଲିସ୍ । ଏନେଇ ଏକ ଭିଡ଼ିଓ ମଧ୍ୟ କେରଳ ପୋଲିସ୍ ଜାରି…

ନିର୍ଭୟା ମା’ଙ୍କୁ ମିଳିବ ନ୍ୟାୟ…ମୃତ୍ୟୁ ଖୁଂଟରେ ଝୁଲିବେ ୪ସୈତାନ; ଫାଶୀ ପୂର୍ବରୁ ତିହାର ଜେଲରେ ଡେମୋ ଦେଖାଇଲା…

କନକ ବ୍ୟୁରୋ: ନିର୍ଭୟା ମାମଲାର ୪ ଜଣ ଦୋଷୀଙ୍କୁ ମାର୍ଚ୍ଚ ୨୦ ତାରିଖ ସକାଳ ସାଢ଼େ ୫ଟାରେ ଫାଶୀ ଦିଆଯିବା ପାଇଁ ତିହାର ଜେଲରେ ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ ବୁଧବାର ସକାଳେ ପବନ ଜହ୍ଲାଦ ତିହାର ଜେଲରେ ପହଞ୍ଚି ଜେଲ ପ୍ରଶାସନ ଓ ଅଧିକାରୀଙ୍କ ଉପସ୍ଥିତିରେ କିପରି ୪ଜଣ ଦୋଷୀଙ୍କୁ ଫାଶୀ…

କରୋନା ପାଇଁ ବ୍ୟାଙ୍କଗୁଡିକୁ ଅର୍ଥବିଭାଗର ଚିଠି : ସ୍ୱତନ୍ତ୍ର ଗାଇଡଲାଇନ ଜାରି କରି ଏଟିଏମରେ ଯଥେଷ୍ଟ ଟଙ୍କା ମହଜୁଦ୍…

କନକ ବ୍ୟୁରୋ : କରୋନା ନେଇ ବ୍ୟାଙ୍କଗୁଡିକୁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛି ଅର୍ଥ ବିଭାଗ । ଏ ନେଇ ବ୍ୟାଙ୍କଗୁଡିକୁ ଅର୍ଥ ବିଭାଗ ଚିଠି ଲେଖିଛି । କରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ଭାରତରେ ଧୀରେ ଧୀରେ ବୃଦ୍ଧି ପାଉଛି । ଓଡ଼ିଶାରେ ସ୍ଥିତି ଆୟତରେ ଥିଲେ ବି ଓଡ଼ିଶା ସରକାର ସଂକ୍ରମଣରୁ…

ମାଓବାଦୀଙ୍କ ମୁହଁରେ ମାସ୍କ : ମାସ୍କ ପିନ୍ଧି ଆତ୍ମସମର୍ପଣ କଲେ ଜଣେ କ୍ୟାଡର ମାଓବାଦୀଙ୍କ ସମେତ ୭ ମାଓ ସମର୍ଥକ

କନକ ବ୍ୟୁରୋ : ମାସ୍କ ପିନ୍ଧି ମାଓବାଦୀଙ୍କ ଆତ୍ମସମର୍ପଣ । ମାସ୍କ ପିନ୍ଧି ଆତ୍ମସମର୍ପଣ କଲେ ଜଣେ କ୍ୟାଡର ମାଓବାଦୀଙ୍କ ସମେତ ୭ ମାଓ ସମର୍ଥକ । ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଗତ ୩ ବର୍ଷ ଧରି ସକ୍ରିୟ ଥିବା ସାମ୍ବା ଖରା ଓରଫ ରଣଦେବ ଆଜି ମାଲକାନଗିରି ଏସ.ପି ଓ ବି.ଏସ.ଏଫ ଆଡିସନାଲ…