Daily Archives

March 12, 2020

ପ୍ରମାଣପତ୍ର ପାଇଁ ଲାଂଚ ମାଗୁଛନ୍ତି ଡାକ୍ତର । ଢେଙ୍କାନାଳ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଲାଂଚ…

କନକ ବ୍ୟୁରୋ: ଡ୍ରାଇଭିଂ ଲାଇସନ୍ସର ଫିଟନେସ୍ ସାର୍ଟିଫିକେଟ୍ ଦେବାକୁ ଡାକ୍ତର ନେଉଛନ୍ତି ଲାଂଚ । ବିନା ଟଙ୍କାରେ କିଛି କାମ ହେବନି ବୋଲି ସିଧା ସିଧା ମନା କରିଦେଉଛନ୍ତି । ବାଧ୍ୟ ହୋଇ ଡ୍ରାଇଭିଂ ଲାଇସନ୍ସ ପାଇଁ ଫିଟନେସ୍ ସାର୍ଟିଫିକେଟ୍ ପାଇବାକୁ ଜଣକ ପିଛା ଶହେରୁ ଦୁଇ ଶହ ଟଙ୍କା ଦେଉଛନ୍ତି…

କରୋନା ଭୟ: ରାଜଧାନୀର ସବୁ ସ୍କୁଲରେ ବଂଟାଯିବ ପେପର ସୋପ୍; କ୍ୟାପିଟାଲ ହାଇସ୍କୁଲ ବୁଲି ସଚେତନ କରାଇଲେ…

କନକ ବ୍ୟୁରୋ: କରୋନା ସମ୍ପର୍କରେ ସଚେତନ କରିବାକୁ ମନ୍ତ୍ରୀ ବୁଲିଲେ ସ୍କୁଲ । ଛାତ୍ରଛାତ୍ରୀଙ୍କୁ ବାଂଟିଲେ ପେପର ସୋପ୍ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି କ୍ୟାପିଟାଲ ହାଇସ୍କୁଲ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କୁ ପେପର ସୋପ୍ ଷ୍ଟ୍ରିପ୍ ବାଂଟିଛନ୍ତି । ତେବେ ଏନଜିଓ ଆଫୋର୍ଡ…

୧୦ ବର୍ଷରେ ନିର୍ମାଣ ହୋଇଛି ୧୪୫୮୮ ଆଡିବନ୍ଧ,୧ ଲକ୍ଷ ୪୭ ହଜାର ହେକ୍ଟର ଜମିରେ ହେଉଛି ଜଳସେଚନ ।

କନକ ବ୍ୟୁରୋ : ୨୦୧୯-୨୦ ଆର୍ଥିକ ବର୍ଷରେ ୨୦୦୦ ଆଡ଼ିବନ୍ଧ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏଥିପାଇଁ ୩୩୩ କୋଟି ୮୪ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି । ଫେବୃଆରୀ ମାସ ସୁଦ୍ଧା ଏଥିରୁ ୩୦୨ କୋଟି ୨୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ୨୦୧୮-୧୯ ରେ ୧୦୮୭ଟି ଆଡ଼ିବନ୍ଧ ନିର୍ମାଣ…

ମାତୃତ୍ୱର ବିଳାପ… ଭଦ୍ରକରୁ ଆସିଲା ମାଆ ମମତାର ଅମୂଲ୍ୟ ଚିତ୍ର…ନଡ଼ାରେ ତିଆରି ବାଛୁରୀକୁ ନିଜ ଛୁଆ ଭାବି…

କନକ ବ୍ୟୁରୋ: ମାଆର ବାତ୍ସଲ୍ୟ ମମତାର ତୁଳନା ନାହିଁ, ଛୁଆ ପ୍ରତି ମାଆର ଅନାବିଳ ସ୍ନେହ ଅମୁଲ୍ୟ । ହେଲେ ଆମେ ଆପଣଙ୍କୁ ଏପରି ଖବର ଦେଖାଇବୁ ଯାହା ଆପଣଙ୍କୁ ଗପ ପରି ଲାଗିବ । କିନ୍ତୁ ଏହା ବାସ୍ତବରେ ସଂପୂର୍ଣ୍ଣ ସତ । ମାଆ ଗାଇଟି ତାର ଛୁଆକୁ ସବୁଦିନ ପାଇଁ ହରାଇ ଦେଇଛି । ହେଲେ ଛୁଆର ଚମଡାରେ…

ସାଂଘାତିକ ହେଉଛି କରୋନା: କାନାଡାରୁ ଭାରତ ଫେରିଥିବା ମହିଳାଙ୍କଠାରେ ଠାବ ହେଲା ଚାଇନା ଭାଇରସ୍; ଦେଶରେ ଆକ୍ରାନ୍ତଙ୍କ…

କନକ ବ୍ୟୁରୋ: କାନାଡାରୁ ଭାରତ ଫେରିଥିବା ମହିଳାଙ୍କ ଠାରେ ଠାବ ହେଲା କରୋନା ଭୂତାଣୁ । ଡାକ୍ତରୀ ରିପୋର୍ଟ ପଜିଟିଭ୍ ଆସିବା ପରେ ଏହା ସ୍ପଷ୍ଟ ହୋଇଛି । କାନାଡାରୁ ଫେରିଥିବା ଲଖନୌର ଏହି ମହିଳା ଜଣଙ୍କୁ ଏବେ ଆଇସୋଲେସନ ୱାର୍ଡରେ ରଖାଯାଇଛି । ସେପଟେ ଏହାକୁ ମିଶାଇ ଭାରତରେ କରୋନା ସଂକ୍ରମଣ…

କରୋନା ପ୍ରଭାବରେ ସେୟାର ବଜାରରେ ହାହାକାର । ସେନସେକ୍ସ ଖସିଲା ୧୯ ଶହ ପଂଏଟ୍, ୧୦ ହଜାର ତଳେ ନିଫଟି

କନକ ବ୍ୟୁରୋ: କରୋନା ପ୍ରଭାବ, ଭାରତର ସେୟାର ବଜାରରେ ହାହାକାର । ଗୁରୁବାର କାରବାର ଆରମ୍ଭ ହେବାମାତ୍ରେ ପୁରା ଦୋହଲି ଯାଇଛି ଭାରତୀୟ ସେୟାର ବଜାର । ସେନସେକ୍ସରେ ଆଜି ୧୯ ଶହ ପଏଂଟ ହ୍ରାସ ଦେଖିବାକୁ ମିଳିଛି । ସେହିପରି ନିଫଟି ୧୦ ହଜାର ଅଙ୍କ ତଳକୁ ଖସିଛି । ଗତ ଦୁଇ ବର୍ଷରେ ଏହା ସେୟାର…