Daily Archives

March 11, 2020

କରୋନା ପାଇଁ ଓଡ଼ିଶାରେ ପୁଣି ଜାରି ହେଲା ଆଡଭାଇଜରୀ । ବିଧାନସଭା କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍ ଉପସ୍ଥାନ ବନ୍ଦ ।…

କନକ ବ୍ୟୁରୋ: ବିଧାନସଭା କର୍ମଚାରୀଙ୍କ ପାଇଁ ଜାରି ହେଲା କରୋନା ଆଡଭାଇଜରୀ । ବନ୍ଦ ହେଲା ବାୟୋମେଟ୍ରିକ ଉପସ୍ଥାନ । ସେପଟେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଂଚିଛି । କର୍ଣ୍ଣାଟକରେ ୭୬ ବର୍ଷୀୟ ବୃଦ୍ଧ ମହମ୍ମଦ ହୁସେନ ସିଦ୍ଧିକିଙ୍କ ମୃତ୍ୟୁ କରୋନା କାରଣରୁ ହୋଇଥିବା ସନ୍ଦେହ…

ବହିରେ ସ୍ଥାନ ପାଇଲା କ୍ୟାନ୍ସରର କରୁଣ କାହାଣୀ । ‘ଏନଜେଲ୍ସ ଅପ୍ ହୋପ୍’ରେ ଅଭିଜିତ ଘୋଷ ଲେଖିଲେ କ୍ୟାନସର ସହ ସଂଘର୍ଷର…

କନକ ବ୍ୟୁରୋ: ମାରାତ୍ମକ କ୍ୟାନ୍ସରକୁ ପରାଜିତ କରି ଜୀବନ ଜିଇଁବାର ଅଭୁଲା ଅନୁଭୂତି ସାଉଁଟିଛନ୍ତି ରାଉରକେଲାର ଜଣେ ଉଚ୍ଚ ଶିକ୍ଷିତ ୩୦ ବର୍ଷୀୟ ଯୁବକ ଅଭିଜିତ ଘୋଷ। ତାଙ୍କ ବାପା ସବିତ ଶରଣ ଘୋଷ ଜଣେ ଅବସରପ୍ରାପ୍ତ ଆରଏସପି କର୍ମଚାରୀ ଏବଂ ମା' ଅଞ୍ଜନା ଗୃହିଣୀ। ଏକମାତ୍ର ଭଉଣୀ ବିବାହିତା ।…

୪ ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ । ନିର୍ବାଚନୀ ସତ୍ୟପାଠରେ ରଖିଲେ ସମ୍ପତ୍ତି ତାଲିକା ।…

କନକ ବ୍ୟୁରୋ: ରାଜ୍ୟସଭାର ୪ଟି ଆସନ ପାଇଁ ବିଜେଡିର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ସମୟରେ ବିଜେଡିର ତୁଙ୍ଗ ନେତାଙ୍କ ସହ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ । ଏହି ନିର୍ବାଚନରେ ୪ ଜଣ ଯାକ ବିଜେଡି ପ୍ରାର୍ଥୀଙ୍କ ବିଜୟ…

ମହିଳା ଖାଇଲେ ମାଡ଼: ରାଜରାସ୍ତାରେ ମହିଳାଙ୍କୁ ଗୋଇଠା, ବିଧା । ଜମିଜମା ବିବାଦକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣ ବେଳେ…

କନକ ବ୍ୟୁରୋ: ମଝି ରାସ୍ତାରେ ମହିଳାଙ୍କୁ ମାଡ଼ । ଜମିଜମାକୁ ନେଇ ସଂଘବଦ୍ଧ ଆକ୍ରମଣ । ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଏହି ଚିତ୍ର ହିଁ ବୟାନ କରୁଛି, କେଉଁ ଭଳି ଜଣେ ମହିଳାଙ୍କ ଉପରେ ହୋଇଛି ଆକ୍ରମଣ । ସଂଘବଦ୍ଧ ଭାବରେ ଆସି ମହିଳାଙ୍କ ଉପରେ ହୋଇଛି ବିଧା, ଗୋଇଠା ବର୍ଷା । ଏଭଳି ଘଟଣା…

ଜଗା ଟଙ୍କା ପାଇଁ ବିଧାନସଭା ହୁଲସ୍ତୁଲ । ଆରୋପ ପ୍ରତ୍ୟାରୋପ ଭିତରେ ସରକାରଙ୍କୁ ଘେରିଲେ ବିରୋଧୀ । ସାଆନ୍ତେଙ୍କ ଟଙ୍କାର…

କନକ ବ୍ୟୁରୋ: ବୁଡିଗଲା କି ଜଗନ୍ନାଥଙ୍କ ଟଙ୍କା? କେବେ ଫେରିବ ଜଗାର ଟଙ୍କା ? ‘କମିଶନ ଟଙ୍କାରେ କିଏ ଯାଇଛି ସ୍ୱିଜରଲ୍ୟାଣ୍ଡ’? ବୁଧବାର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭରେ ଦିବଙ୍ଗତ ନେତାଙ୍କୁ ଶୋକପ୍ରସ୍ତାବ ପରେ ଗୃହର ମଧ୍ୟଭାଗକୁ ଚାଲିଆସି ନାରାବାଜି ଆରମ୍ଭ କରିଦେଲେ…

ବିଜେପିରେ ମିଶିଲେ, ପୁରସ୍କାର ପାଇଲେ । ରାଜ୍ୟସଭା ଯିବେ ଜ୍ୟୋତିରାଦିତ୍ୟ !

କନକ ବ୍ୟୁରୋ : ବିଜେପିରେ ମିଶିଲେ, ପୁରସ୍କାର ପାଇଲେ । ମାତ୍ର ୩ ଘଣ୍ଟା ତଳେ ବିଜେପିରେ ମିଶିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ଦଳ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରଦେଶରୁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଭାବେ ଜ୍ୟୋତିରାଦିତ୍ୟଙ୍କ ନାଁରେ…