Daily Archives

March 1, 2020

ଦୁନିଆ ଦେଖିବାକୁ ଇଛା ହେଲେ…ଚିତ୍ରକୋଣ୍ଡାର ଦୃଷ୍ଟିହୀନ ପରିବାରର ଚିତ୍କାର! ପରିବାରର ୫ ପିଲା ଆଖି ଖୋଲିଲେ ବି…

କନକ ବ୍ୟୁରୋ: ମାଲକାନଗିରିରୁ ଆସିଲା ହୃଦୟ ବିଦାରକ ଘଟଣା । ଯାହାକୁ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଗୋଟିଏ ପରିବାରର ୫ଟି ଶିଶୁ ଆଖି ଖୋଲିଲେ ମଧ୍ୟ ଦୁନିଆ ଦେଖିପାରୁନାହାନ୍ତି । ଏହାକୁ ଆପଣ ବିଧିର ବିଧାନ କୁହନ୍ତୁ ଅବା ଅଭିଶପ୍ତ ପରିବାର । ମାଲକାନଗିରି ଜିଲ୍ଲା…

ଧଳାଜହର କାରବାରର ପର୍ଦ୍ଦାଫାସ କଲା ପୋଲିସ । ଜବତ ହେଲା ୪୦ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ।

କନକ ବ୍ୟୁରୋ : ବାଲେଶ୍ୱରର ଜଳେଶ୍ୱର ପୁଲିସକୁ ଆଜି ଏକ ବଡ଼ ଧରଣର ସଫଳତା ମିଳିଛି । ଆଜି ମଧ୍ୟାହ୍ନ ୧୨ ଟା ସମୟରେ ସେକବାଡ ଗ୍ରାମରେ ପୁଲିସ ଅଚାନକ ଚଢ଼ାଉ କରି ଏକ ସ୍କୁଟିରୁ ଚାରି ଶହ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୩ ଜଣକୁ ଗିରଫ କରିଛି । ଗିରଫମାନେ ହେଲେ…

ହିଂସାକାରୀଙ୍କୁ ଶାହାଙ୍କ ଚେତାବନୀ । ଭାରତର ଶାନ୍ତି ଭଙ୍ଗ ବରଦାସ୍ତ କରାଯିବନି, ଦେଶ ବିଭାଜନ କରିବାକୁ ଉଦ୍ଦେଶ୍ୟ…

କନକ ବ୍ୟୁରୋ : କୋଲ୍‌କାତାର ଉତ୍ତରାଞ୍ଚଳସ୍ଥିତ ରାଜାରହାଟ ଠାରେ ଥିବା ‘ଏନ୍‌ଏସ୍‌ଜି’ର ୨୯ଟି ‘ସ୍ପେସାଲ୍‌ କମ୍ପୋଜାଇଟ୍‌ ଗ୍ରୁପ୍‌ କମ୍ପ୍ଲେକ୍ସ୍‍’ ଉଦ୍‌ଘାଟନ ସମାରୋହରେ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ଦେଶ ବିଭାଜନ କରିବାକୁ ଏବଂ ଶାନ୍ତି ଭଙ୍ଗ କରିବାକୁ ଚାହୁଁଥିବା ଲୋକମାନଙ୍କ…

ପଡ଼ିଆରେ ସୁପର୍ ମ୍ୟାନ୍ ସାଜିଲେ କ୍ରିକେଟର୍ ରବିନ୍ଦ୍ର ଜାଡେଜା : ଚିତା ଭଳି ଉଚ୍ଚକୁ ଡେଇଁ ଧରିଲେ ୨୦୨୦ ର ବେଷ୍ଟ୍…

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖ୍ରୀଷ୍ଟଚର୍ଚ୍ଚ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସୁପରମ୍ୟାନ୍ ପାଲଟି ଯାଇଛନ୍ତି । ଏହି ମ୍ୟାଚରେ ଯେତେବେଳେ ଭାରତୀୟ ଦଳ ୱିକେଟ୍ ପାଇନଥିଲେ, ଜାଡେଜା ଅର୍ଦ୍ଧ ସୁଯୋଗକୁ…

ବଡ଼ ଡାକ୍ତରଖାନାର ହେବ ନବକଳେବର : ଏସସିବିକୁ ବିଶ୍ୱସ୍ତରୀୟ ମେଡିକାଲ୍ କଲେଜ୍ କରିବାକୁ ପଦକ୍ଷେପ, ଅଭିଜ୍ଞ ଡାକ୍ତରଙ୍କୁ…

କନକ ବ୍ୟୁରୋ : ବଡ଼ ଡାକ୍ତରଖାନାର ନବକଳେବର ହେବ ।  କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ କରିବାକୁ ଡାକ୍ତର କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ୧୦ଜଣିଆ ଡାକ୍ତରୀ ଦଳରେ ୭ଜଣ ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତିତ୍ୱ ସାମିଲ ଅଛନ୍ତି । ବାକି ୪ଜଣ…

ପୁରୀରେ ଷଣ୍ଢ-ଗୋମାତାଙ୍କ ନିଆରା ବାହାଘର : ଆଦିବାସୀ ନୃତ୍ୟ, ପାଇକ ଆଖଡା, ଦୁଲଦୁଲି ସଂକୀର୍ତ୍ତନରେ କମ୍ପିଲା ବଡଦାଣ୍ଡ

କନକ ବ୍ୟୁରୋ : ପୁରୀରେ ଷଣ୍ଢ-ଗୋମାତା ବାହାଘର । ଗୋମାତାଙ୍କ ସହ ବାହାଘର ହୋଇଛି ବୃଷଭ ମହାରାଜଙ୍କର । ସେହେନାଇ ବାଜିବା ସହିତ ପାରମ୍ପରିକ ବାଦ୍ୟ ଶଂଖ, ସଂକୀର୍ତ୍ତନ ଓ ଦୁଲୁଦୁଲିରେ ଫାଟି ପଡୁଥିଲା ପୁରା ପରିବେଶ । ସିଂଘବାଜା, ପାଇକ ଆଖଡା ଓ ଆଦିବାସୀ ନୃତ୍ୟ ଦେଖିବାକୁ ମିଳିଥିଲା ପୁରୀ…