Daily Archives

March 1, 2020

ମାଲକାନଗିରିର ଏକାଧିକ ମଣ୍ଡିରେ ପ୍ରଶାସନର ଚଢ଼ାଉ : ବେଆଇନ ଗଛିତ ଧାନ ଜବତ, ଟୋକନ ନଥିବା ଧାନ ଗଛିତ ଅଭିଯୋଗ ପରେ…

କନକ ବ୍ୟୁରୋ : ମାଲାକନଗିରି ଧାନ ଚାଷୀଙ୍କ ମୁଣ୍ଡରେ ଚଡକ ।   ମିଲରେ ପ୍ରଶାସନର ଚଢ଼ାଉ । ଯୋଗାଣ ବିଭାଗର ଅଧିକାରୀ ମାନେ ମଣ୍ଡିରେ ଚଢାଉ କରି, ମାସ ମାସ ଧରି ଗଚ୍ଛିତ ଧାନକୁ ଜବତ କରିବା ପ୍ରକ୍ରିୟା ଆରମ୍ଭ କରିଛି । ଜାଲ ଚାଷୀ ରୋକିବା ଲାଗି ମାଲକାନଗିରି ଜିଲ୍ଲା ଯୋଗାଣ ବିଭାଗର ବଡ ପଦକ୍ଷେପ…

ଘରବାଡ଼ି ସବୁଥାଇ ସେମାନେ ଆଜି ଅନାଥ ! ପୁଅର ଗୋଟିଏ ଭୁଲ . . . . ୬ ବର୍ଷ ହେଲା ବନବାସ ଜୀବନ ବିତାଉଛନ୍ତି ବୃଦ୍ଧ…

କନକ ବ୍ୟୁରୋ : ପୁଅର ଦୋଷ ପାଇଁ ଦଣ୍ଡ ଭୋଗୁଛନ୍ତି ବୃଦ୍ଧ ବାପାମା’ । ୬ ବର୍ଷ ହେଲା ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ବୁକେସିଙ୍ଗା ଗ୍ରାମର ସୁଦର୍ଶନ ବାରିକ ଓ ତାଙ୍କ ପତ୍ନୀ ଜିରା ବାରିକଙ୍କ ପରିବାରକୁ ବନବାସ ଜୀବନ ବିତାଇବାକୁ ପଡୁଛି । ସୁର୍ଦଶନଙ୍କ ବଡ଼ ପୁଅ ବୀରେନ ବାରିକ ୨୦୧୪…

ହେଲମେଟ୍ ନଥିଲେ ଆଉ ମିଳିବନି ତେଲ । ଏଣିକି ପେଟ୍ରୋଲ ପମ୍ପରେ ବି ଉଲ୍ଲଂଘନକାରୀଙ୍କୁ ମିଳିବନି ଛାଡ । ସିସିଟିଭି ଫୁଟେଜ୍…

କନକ ବ୍ୟୁରୋ: ସାରା ରାଜ୍ୟରେ ଟ୍ରାଫିକ୍ କଟକଣାକୁ ନେଇ ଧରପଗଡ ଆରମ୍ଭ ହୋଇଯାଇଥିବା ବେଳେ ପୁରୀ ଜିଲ୍ଲାରେ ପ୍ରଥମ ଥର ପାଇଁ ଲାଗୁ କରାଯାଇଛି ନୋ ହେଲମେଟ୍, ନୋ ପେଟ୍ରୋଲ ନିୟମ । ଏଥିପାଇଁ ଜିଲ୍ଲାର ସବୁ ପେଟ୍ରୋଲ୍ ପମ୍ପ ମାଲିକଙ୍କୁ ଯୋଗାଣ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ଆଉ ନିର୍ଦ୍ଦେଶ…

ଦୋଷ କରି ବି ମୁହଁ ଟାଣ। ରଙ୍ଗରୁଟରେ ଡ୍ରାଇଭିଂ କରି ଧରାପଡିଲେ ମହିଳା । ଫାଇନ୍ ବଦଳରେ ପୋଲିସକୁ ଦେଖାଇଲେ ନାଲିଆଖି।…

କନକ ବ୍ୟୁରୋ: ଗାଡି ଚେକିଂବେଳେ ରାଜମହଲ ଛକରେ ଉତେଜନା । ରଙ୍ଗରୁଟ ଡ୍ରାଇଭିଂ ଚେକିଂ ବେଳେ ଉତେଜନା । ଜଣେ ମହିଳା ଚାଳକ ରଙ୍ଗରୁଟରେ ଆସିବାବେଳେ ତାଙ୍କୁ ଧରିଥିଲା ଟ୍ରାଫିକ ପୋଲିସ୍ । ମହିଳା ଜଣଙ୍କ ଏହାର ପ୍ରତିବାଦ କରିଥିଲେ । କହିଥିଲେ, ରାସ୍ତାରେ ନୋ ଡ୍ରାଇଭ୍ ସାଇନ ବୋର୍ଡ ନମାରି ଫାଇନ୍…

ଆଜି ବିଶ୍ୱ ଦହିବରା ଆଳୁଦମ ଦିବସ : ଓଡିଆ ଖାଦ୍ୟ ଭାବେ ରହିଛି ବେଶ୍ ଆଦର , କଟକ ଦହିବରା ଆଳୁଦମର ସ୍ୱତନ୍ତ୍ର ଚାହିଦା

ଆଜି ବିଶ୍ୱ ଦହିବରା ଓ ଆଳୁଦମ ଦିବସ । ଏହି ଉପଲକ୍ଷେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ଚାଲିଛି ଏହି ଦିବସ । ଲୋକେ ଦହିବରା ଆଳୁଦମ ଖାଇ ଏହି ଦିବସ ମନାଇଛନ୍ତି । ବିଶେଷ କରି ଦହିବରା ଆଳୁଦମ ପାଇଁ ବିଶେଷ ଖ୍ୟାତି ଅର୍ଜନ କରିଥିବା କଟକ ସହରର ବିଭିନ୍ନ ସ୍ଥାନରେ ଦହିବରା ବିକ୍ରି ହେବା ସହିତ…

ବିଏସଏଫ୍ ଯବାନଙ୍କୁ ସହାୟତା : ଦିଲ୍ଲୀ ହିଂସାରେ ମହମ୍ମଦ ଅନିସଙ୍କ ଘର ପୋଡ଼ି ଦେଇଥିଲେ ଦୁର୍ବୃତ୍ତ, ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ : ଯବାନ ଅନିସଙ୍କୁ ୧୦ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ଦଙ୍ଗାରେ ବିଏସଏଫ ଯବାନ ମହମ୍ମଦ ଅନିସଙ୍କ ଘର ପୋଡି ଛାରଖାର ହୋଇଯିବା ପରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଙ୍ଗାରେ ଯବାନଙ୍କ ପରିବାର ସମସ୍ତ ସଞ୍ଚଞ୍ଚଳ ନଷ୍ଟ ହୋଇଯାଇଛି ।…