Daily Archives

February 21, 2020

ବଦଳୁଛି ଲାଲଗଡ଼ର ଠିକଣା । ବଣ୍ଡାଘାଟି ଉପରେ ମାଓବାଦୀଙ୍କ ଆଖି, ଭାଇରାଲ ହେଲା ଘାଟିରେ ମାଓବାଦୀଙ୍କ ପ୍ରଜାମେଳିର ଭିଡିଓ…

କନକ ବ୍ୟୁରୋ : ସ୍ୱାଭିମାନ ଅଂଚଳରୁ ଧିରେ ଧିରେ ଅସ୍ତିତ୍ୱ ହରାଉଥିବା ଲାଲବାହିନୀ, ଏବେ ମାଲକାନଗିରିର ବଣ୍ଡାଘାଟିରେ ମେଳି ବାନ୍ଧୁଛନ୍ତି । ମାଇକ୍ ଧରି ଜଣେ ସଶସ୍ତ୍ର ମାଓବାଦୀଙ୍କ ଅଭିଭାଷଣ ହୁଏତ ଏହା ହିଁ ପ୍ରମାଣିତ କରୁଛି । ମାଓବାଦୀଙ୍କ ଦଣ୍ଡକାରଣ୍ୟ ସଙ୍ଗଠନକୁ ୧୦ ବର୍ଷ ପୂରିବାକୁ…

ବିଜେଡି ଜିଲ୍ଲା ସଂଗଠନରେ ବଡ଼ ପରିବର୍ତ୍ତନ: ପୁରୁଣା ଗଲେ ନୂଆ ଆସିଲେ…ବଲାଙ୍ଗିର ରାଜନୀତିରେ ହଟଚମଟ; ସରିଲା ରାଜ…

କନକ ବ୍ୟୁରୋ: ବିଜେଡିର ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ସଭାପତିଙ୍କ ନାଁ ଘୋଷଣା ହୋଇଛି । ତାଲିକାରେ ୩ ମନ୍ତ୍ରୀଙ୍କ ସମେତ, ୧୯ ଜଣ ନୂଆ ମୁହଁ ଓ ୧୪ ଜଣ ପୁରୁଣା ମୁହଁ ସାମିଲ ଅଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବଲାଙ୍ଗିର ଜିଲ୍ଲାରେ ଲଗାତର ୧୩ ବର୍ଷ ଧରି ସଂଗଠନର ମଙ୍ଗ ଧରିଥିବା କଳିକେଶ…

ଇପିଏଫଓ ନିୟମରେ ବଡ ପରିବର୍ତ୍ତନ: ଏଣିକି ସରକାରୀ ଚାକିରିଆଙ୍କ ଭଳି ବେସରକାରୀ କର୍ମଚାରୀ ବି ପାଇବେ ଏହି…

କନକ ବ୍ୟୁରୋ: ପ୍ରାଇଭେଟ୍ ଚାକିରିଆଙ୍କ ପାଇଁ ଖୁସି ଖବର । ଏଣିକି ସରକାରୀ ଚାକିରିଆଙ୍କ ଭଳି ଘରୋଇ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କୁ ମିଳିବ ଆଡଭାନ୍ସ ପେନସନ ଭଳି ସୁବିଧା । ଏନେଇ ଖୁବ୍ ଶୀଘ୍ର ଘୋଷଣା କରିପାରେ ଇପିଏଫଓ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଇପିଏଫଓ…

ବଡଦାଣ୍ଡରେ ଭିକ ମାଗୁଥିଲେ ଶିକ୍ଷିତ ଶ୍ରୀଜିତ୍ । ସାଙ୍ଗର ଦୁଃଖ ଦେଖି ସହି ପାରିଲେନି ସୁଧାଂଶୁ । ସାହାଯ୍ୟର ବଡ ହାତ…

କନକ ବ୍ୟୁରୋ: କୁହାଯାଏ ସାଙ୍ଗ ହେଉଛି ଜୀବନର ଶ୍ରେଷ୍ଠ ସମ୍ପତ୍ତି । ବିପଦ ବେଳେ କିଏ ସାହାଯ୍ୟ କରୁ ବା ନକରୁ କିନ୍ତୁ ପ୍ରକୃତ ବନ୍ଧୁ ସାହା ହେବାକୁ ଧାଇଁଆସେ, ଲୁହ ପୋଛି ହସ ଫୁଟାଇବାକୁ ହାତ ବଢାଇଦିଏ । ଆଉ ସେହି କଥାକୁ ସତ ପ୍ରମାଣିତ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଦୀର୍ଘ…

ଆସନ୍ତା ୨୩ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ : ଆସନ୍ତା ଦୁଇଦିନ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । କିନ୍ତୁ ୨୩ ତାରିଖଠାରୁ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗ ଦ୍ୱାରା କରାଯାଇଥିବା ପୂର୍ବାନୁମାନ…

ଏଣିକି ମାଗଣାରେ ମିଳିବ ପ୍ଲାଟଫର୍ମ ଟିକେଟ୍ । ହେଲେ ଆପଣଙ୍କୁ କରିବାକୁ ପଡିବ ଗୋଟିଏ ଛୋଟିଆ କାମ

କନକ ବ୍ୟୁରୋ: ଏଣିକି ମାଗଣାରେ ମିଳିବ ପ୍ଲାଟଫର୍ମ ଟିକେଟ୍ । ଏବେ ଯଦି ଆପଣ ଆପଣଙ୍କର ବନ୍ଧୁ କିମ୍ବା ପରିଜନ ଲୋକଙ୍କୁ ଛାଡିବା ପାଇଁ ବା ଭେଟିବା ପାଇଁ ଷ୍ଟେସନ ଭିତରକୁ ଯାହାନ୍ତି ତେବେ ଆପଣଙ୍କୁ ଏଥିପାଇଁ ୧୦ ଟଙ୍କା ଦେଇ ଆଉ ପ୍ଲାଟଫର୍ମ ଟିକେଟ୍ କାଟିବାକୁ ପଡିବ ନାହିଁ । ବରଂ ମାଗଣାରେ ଆପଣ…