Daily Archives

February 21, 2020

ବହୁ ଅଘଟଣ ପରେ ବି ଚେତୁନାହାନ୍ତି ସ୍କୁଲ କର୍ତୃପକ୍ଷ । ଏବେ ବି ଅଟୋରେ ଲଦା ଲଦି ହୋଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ ।

କନକ ବ୍ୟୁରୋ : ଅଟୋରେ ଲଦା ଲଦି ହୋଇ ବିଦ୍ୟାଳୟ ଯାଇ ପାରିବେ ନାହିଁ ଛାତ୍ରଛାତ୍ରୀ । ସ୍କୁଲ ଭ୍ୟାନ ଦୁର୍ଘଟଣା ଖବର ବାରମ୍ବାର ସାମ୍ନାକୁ ଆସିବା ପରେ ଏଭଳି ଘୋଷଣା କରିଥିଲେ ସରକାର । ହେଲେ ଏହାକୁ ମାନୁ ନାହାନ୍ତି ସ୍କୁଲ କର୍ତ୍ତୃପକ୍ଷ କି ଅଟୋ ଚାଳକ । ଏବେ ବି ଅଟୋ ଭିତରେ ଲଦା ଲଦି ହୋଇ ପାଠ…

ଆସିଲା ବିଜେଡି ଜିଲ୍ଲା ସଭାପତିଙ୍କ ତାଲିକା । ୧୯ ଜିଲ୍ଲାରେ ନୂଆ ସଭାପତି, ୧୪ ଜିଲ୍ଲାରେ ପୁରୁଣା ମୁହଁ । ୩…

କନକ ବ୍ୟୁରୋ: ସବୁ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି ବିଜେଡି । ଏମାନଙ୍କ ମଧ୍ୟରେ ୧୯ ନୂଆ ଜିଲ୍ଲା ସଭାପତି ଥିବାବେଳେ ୧୪ ପୁରୁଣା ମୁହଁ ଅଛନ୍ତି । ୩ ମନ୍ତ୍ରୀଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ଦିଆଯାଇଛି । ସେମାନେ ହେଲେ ବଲାଙ୍ଗୀରରୁ ଟୁକୁନି ସାହୁ, ଢେଙ୍କାନାଳରୁ ପ୍ରଫୁଲ…

ଯାଜପୁରରୁ ଥାଇଲାଣ୍ଡ ଯାତ୍ରା…ଆନ୍ତର୍ଜାତୀୟ କିକ୍ ବକ୍ସିଂ ପାଇଁ ଓଡିଆ ପୁଅ ପ୍ରୀତିରଂଜନ ମନୋନୀତ । ହେଲେ ପୁଅର…

କନକ ବ୍ୟୁରୋ: ପିଲାଟି ବେଳୁ ଦେଖିଥିବା ସ୍ବପ୍ନକୁ ସାକାର କରି ଦେଖାଇଛନ୍ତି । ନିଜର ନିରନ୍ତର ଉଦ୍ୟମ ଫଳରେ ଗୋଟିଏ ପରେ ଗୋଟିଏ ସୋପାନ ଅତିକ୍ରମ କରି ସେ ଆଜି ଆନ୍ତର୍ଜାତୀୟ ପ୍ରତିଯୋଗୀତାରେ ଭାଗନେବାକୁ ଯୋଗ୍ୟ ହୋଇଛନ୍ତି । ଆମେ କହୁଛୁ ଜାତୀୟ ସ୍ତରର କିକ୍ ବକ୍ସିଂ ଚମ୍ପିୟାନ ବ୍ୟାସନଗର…

ମହାଶିବରାତ୍ରୀରେ ବଡ ଅଘଟଣ । ଭୋଳାନାଥଙ୍କ ଦର୍ଶନ ବେଳେ ପାହାଡରୁ ଖସିଲା ପଥର । ୧୫ରୁ ଅଧିକ ଆହତ, ଉଦ୍ଧାର କାର୍ଯ୍ୟ…

କନକ ବ୍ୟୁରୋ: ଜାଗରରେ ଅଘଟଣ । ପାହାଡରୁ ଖସିଲା ପଥର । ବୀରମିତ୍ରପୁରରେ ହାତୀବାରିରେ ଥିବା ଜଟିଆ ପାହାଡ ଉପରେ ମନ୍ଦିରରେ ଦର୍ଶନ କରୁଥିବା ବେଳେ ପଥର ଧସି ୧୫ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି । ଜଟିଆ ବାବା ମନ୍ଦିରକୁ ଯାଉଥିବା ଭକ୍ତମାନେ ଏଥିରେ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ଆରଜିଏଚରେ…

ବିଜେଡି ଘୋଷଣା କଲା ଜିଲ୍ଲା ସଭାପତିଙ୍କ ନାଁ । ମୟୂରଭଞ୍ଜରେ ରହିଲେ ୨ ସଭାପତି, ଜାଣନ୍ତୁ ଆପଣଙ୍କ ଜିଲ୍ଲାରେ କିଏ…

କନକ ବ୍ୟୁରୋ : ଘୋଷଣା ହେଲା ଜିଲ୍ଲା ସଭାପତିଙ୍କ ନାଁ । ବିଜେଡିର ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଦଳ ପକ୍ଷରୁ ଆଜି ଘୋଷଣା କରାଯାଇଛି । ମୋଟ ୩୩ ଜଣ ସଭାପତିଙ୍କ ନାଁରେ ମୋହର ବାଜିଛି । ଯେଉଁଥିରେ ୧୯ ଜଣ ନୂଆ ଜିଲ୍ଲା ସଭାପତି ଥିବା ବେଳେ ୧୪ ଜଣ ପୁରୁଣା ମୁହଁ ରହିଛନ୍ତି । ଅନୁଗୁଳରେ…

ପେନସିଲ୍ ମୁନରେ ମହାଦେବ : ପେନସିଲ୍ ମୁନରେ ୦.୫ ଇଞ୍ଚ୍ ର ଶିବଲିଙ୍ଗ ପ୍ରସ୍ତୁତ କରି ବାଃ ବାଃ ସାଉଁଟିଲେ ଜଟଣୀର ଯୁବ…

ଓଡ଼ିଆ କଳାକାରଙ୍କ ହାତର ଯାଦୁ ନିଆରା । ଏହି କଳା ଏବଂ କଳାକାରଙ୍କ ପାଇଁ ଓଡ଼ିଶା ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । କାଠ ପଥରକୁ ଛୁଇଁଲେ ସେଥିରୁ ଝଲସି ଉଠୁଛି ସୁନ୍ଦର ସୁନ୍ଦର ମୂର୍ତ୍ତି । ଜଗନ୍ନାଥ ମନ୍ଦିରରୁ ଆରମ୍ଭ କରି କୋଣାର୍କ ମନ୍ଦିର ସବୁଠି ଭରି ରହିଛି ଓଡ଼ିଆ…