Daily Archives

February 14, 2020

ସାମ୍ନାକୁ ଆସିଲା ଛାତି ଥରାଇ ଦେବା ଭଳି ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ସତ । ମାଆ-ଝିଅଙ୍କୁ ଲୁହା ଛଡରେ ପିଟି ଗାଡି ଚଢାଇ…

କନକ ବ୍ୟୁରୋ: ରାଜ୍ୟ ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ତଥା ପୂର୍ବତନ ବିଧାୟକ ଅନୁପ ସାଏ କିପରି ପରକୀୟା ପ୍ରୀତିକୁ ଘୋଡ଼ାଇବାକୁ ଯାଇ ନିଜ ପ୍ରେମିକା ଓ ତାଙ୍କର ନାବାଳିକା ଝିଅକୁ ନିର୍ମମ ହତ୍ୟା କରିଥିଲେ, ତା’ର ଗୁମର ଖୋଲିଛି ଛତିଶଗଡ଼ ପୋଲିସ । ଏହି ଅଭିଯୋଗ ଯେତିକି ସଙ୍ଗୀନ ସେତିକି…

ଜେଲ ଗଲେ ଅନୁପ ସାଏ : ଜେଏମ୍‌ଏଫ୍‌ସି କୋର୍ଟରେ ଜାମିନ୍ ନାମଞ୍ଜୁର ପରେ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ

କନକ ବ୍ୟୁରୋ : ଜେଲ ଗଲେ ଅନୁପ ସାଏ  । ଛତିଶଗଡ଼ ରାଜ୍ୟର ରାୟଗଡ଼ସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟରେ ଜାମିନ ନାମାଞ୍ଜୁର ହେବା ପରେ ପୂର୍ବତନ ବିଧାୟକ ଅନୁପ ସାଏ ଜେଲ ଯାଇଛନ୍ତି । ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ ।  ରାୟଗଡ଼ ଚକ୍ରଧରନଗର ଥାନା ଅନ୍ତର୍ଗତ ସମ୍ବଲପୁରୀ ବଙ୍ଗୁରସିଆ ଠାରେ…

ମନ୍ଦିରକୁ ଭିକାରି ଦାନ କଲେ ୮ ଲକ୍ଷ ଟଙ୍କା : ଯେଉଁ ମନ୍ଦିର ସାମ୍ନାରେ ଭିକ ମାଗିଥିଲେ, ସେହି ମନ୍ଦିରକୁ ସବୁ ଦେଇଦେଲେ

କନକ ବ୍ୟୁରୋ : ଯେଉଁ ମନ୍ଦିର ସାମ୍ନାରେ ଭିକ ମାଗିଥିଲେ ସେହି ମନ୍ଦିରକୁ ହିଁ ସବୁ କିଛି ଦେଇଦେଲେ । ମନ୍ଦିର ସାମ୍ନାରେ ବସି ୭ ବର୍ଷରେ ଭିକ ମାଗି ଆୟ କରିଥିବା ୮ ଲକ୍ଷ ଟଙ୍କା ମନ୍ଦିରକୁ ହିଁ ଦାନ କରିଦେଇଛନ୍ତି । ଆନ୍ଧ୍ରପ୍ରଦେଶ ବିଜୟୱାଡାର ସାଇ ମନ୍ଦିର ସାମ୍ନାରେ ଆଜିକୁ ୭ ବର୍ଷ ହେଲା…

ଏସପିଜି : ମୋଦିଙ୍କ ସୁରକ୍ଷାକବଚ । ଯେଉଁଥିପାଇଁ ଦିନକୁ ଖର୍ଚ୍ଚ ହୋଇଥାଏ ୧ କୋଟି ୬୨ ଲକ୍ଷ ଟଙ୍କା । 

କନକ ବ୍ୟୁରୋ : ଦେଶରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ବାବଦରେ ଜାଣିବା ପାଇଁ ଅନେକ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥାଏ । କାରଣ ପ୍ରଧାନମନ୍ତ୍ରୀଙ୍କ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ଏମିତି ରହିଥାଏ ଯାହାକୁ ଭେଦ କରିବା ଅସମ୍ଭବ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଏହି…

କେବେ ସରିବ ଦାଦନର ଦୁଃଖ? ରୋଜଗାର ଆଶାରେ ଯାଇ ବାହାର ରାଜ୍ୟରେ ନିର୍ଯାତନା ସହୁଛନ୍ତି କାହାର ପୁଅ ତ ଆଉ କାହାର…

କନକ ବ୍ୟୁରୋ: ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ନିର୍ଯାତନା ସହୁଛନ୍ତି କାହାର ପୁଅ ତ ଆଉ କାହାର ସ୍ୱାମୀ । ପ୍ରତିଦିନ ଘରକୁ ଫୋନ ଯୋଗେ ନିର୍ଯାତନାର କାହାଣୀ କହୁଛନ୍ତି । ଆଉ ବାଙ୍ଗାଲୁରୁରେ ଫସିଥିବା ୬ ଜଣ ଦାଦନକୁ ଘରକୁ ଫେରାଇ ଆଣିବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଆଦିବାସୀ ପରିବାର…

ବିହାରରେ ୧୧୦୦୦ କୋଟି ନିବେଶ କରିବ କୋକାକୋଲା କମ୍ପାନୀ : ଉପକୃତ ହେବେ ଲିଚୁ କୃଷକ ଓ ବ୍ୟବସାୟୀ

କନକ ବ୍ୟୁରୋ : ବିହାରରେ ନିବେଶ କରିବ କୋକାକୋଲା କମ୍ପାନୀ । ପ୍ରାୟ ୧୧୦୦୦ କୋଟି ଟଙ୍କାର ନିବେଶ କରାଯିବ ବୋଲି ଜଣାପଡ଼ିଛି । ଲିଚୁ କୃଷକ ଓ ବ୍ୟବସାୟୀଙ୍କ ପାଇଁ ଏହା ଉପହାର ସଦୃଶ ହେବ । ଏଥିପାଇଁ କୋକାକୋଲା କମ୍ପାନୀ, ଜାତୀୟ ଲିଚି ଅନୁସନ୍ଧାନ କେନ୍ଦ୍ର ଓ ବିହାରର ଲିଚୁ ସଂସ୍ଥା ମିଳିତ ଭାବେ…