Daily Archives

February 13, 2020

ଦିଲ୍ଲୀ ଅକ୍ତିଆର କଲେ କେଜ୍ରିୱାଲ୍ : ୨୪ ଘଣ୍ଟା ମଧ୍ୟରେ ‘ଆପ୍’ରେ ଯୋଗ ଦେଲେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି

କନକ ବ୍ୟୁରୋ : ଦିଲ୍ଲୀ ଅକ୍ତିଆର କଲେ କେଜ୍ରିୱାଲ୍ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବାର ୨୪ ଘଣ୍ଟା ମଧ୍ୟରେ ‘ଆପ୍‌’ରେ ୧୦ ଲକ୍ଷରୁ ଅଧିକ ବ୍ୟକ୍ତି ଯୋଗ ଦେଇଛନ୍ତି । ଗୁରୁବାର ଦିନ ଟୁଇଟ୍‌ କରି ଏ କଥା ‘ଆପ୍‌’ ତରଫରୁ ଜଣାଇ ଦିଆଯାଇଛି । ୭୦ ଆସନବିଶିଷ୍ଟ ଦିଲ୍ଲୀ…

ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ରାଜ୍ୟ ସରକାର ଓ ଜିଲ୍ଳାପ୍ରଶାସନକୁ ଦାୟୀ କଲା ବିଜେପି…

କନକ ବ୍ୟୁରୋ: ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ସାମ୍ବାଦିକ ସମ୍ମିଳନୀ କରି ଉଭୟ ରାଜ୍ୟ ସରକାର ଓ ଜିଲ୍ଳା ପ୍ରଶାସନକୁ ଦାୟୀ କଲା ବିଜେପି । ଏସପି ନଭେଟିବାରୁ ନିରୁତ୍ସାହିତ ହୋଇ ଦେହରେ ନିଆଁ ଲଗାଇଥିବା ଅଭିଯୋଗ ଆଣିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । ଫାଇଭଟି…

ବିଜେଡି ନେତା ଅନୁପ ସାଏ ଗିରଫ । ହତ୍ୟା ମାମଲାରେ ଅଧରାତିରେ ବଜ୍ରରାଜନଗରରୁ ଉଠାଇ ନେଲା ଛତିଶଗଡ ପୋଲିସ ।

କନକ ବ୍ୟୁରୋ : ବିଜେଡି ନେତା ଅନୁପ ସାଏଙ୍କୁ ବାନ୍ଧିଲା ଛତିଶଗଡ ପୋଲିସ । ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଅନୁପଙ୍କୁ ବିଳମ୍ବିତ ରାତ୍ରିରେ ବ୍ରଜରାଜନଗର ସାଇ ମନ୍ଦିରରୁ ଉଠାଇ ନେଇଛି ଛତିଶଗଡ ପୋଲିସ । ୨୦୧୬ ମା’ ଓ ଝିଅ ହତ୍ୟା ମାମଲାରେ ଅନୁପଙ୍କୁ ଛତିଶଗଡ ପୋଲିସ ବାନ୍ଧିଥିବା ଜଣାପଡିଛି ।…

ମାଛର ଓଜନ ୧୫୦ କିଲୋ । ବିରଳ ମାଛକୁ କିଣିବାକୁ ଲାଗୁଛି ଲୋକଙ୍କ ଭିଡ, ସ୍ଥଳଭାଗରେ ବି ଦୀର୍ଘ ସମୟ ଧରି ବଞ୍ଚିପାରେ ଏହି…

କନକ ବ୍ୟୁରୋ : ଆପଣ ଅନେକ ମାଛ ଦେଖିଥିବେ ଆଉ ଖାଇଥିବେ । ଏପରିକି ମାଛ ମାର୍କେଟରେ ଆପଣ ବିଭିନ୍ନ ପ୍ରକାର ଛୋଟ ବଡ ମାଛ ଦେଖିଥିବେ । କିନ୍ତୁ କେବେ ୧୫୦ କିଲୋଗ୍ରାମର ମାଛ ଦେଖିଛନ୍ତି କି । ଆପଣଙ୍କ ଉତର ହେବ, ସାର୍କକୁ ଛାଡିଦେଲେ ଆଉ କୌଣସି ପ୍ରଜାତିର ଏତେ ବିଶାଳକାୟ ମାଛ ହୋଇପାରିବ ନାହିଁ ।…

ଗଞ୍ଜାମ ଦୁର୍ଘଟଣା ପାଇଁ ଶକ୍ତି ବିଭାଗ ଦାୟୀ : ଗ୍ରାମ୍ୟ ଉନ୍ନୟନ ବିଭାଗର ଭୁଲ ନାହିଁ, ଘଟଣାସ୍ଥଳକୁ ଯାଇ ସ୍ଥିତି…

କନକ ବ୍ୟୁରୋ : ଗଞ୍ଜାମ ଦୁର୍ଘଟଣା ପାଇଁ ଶକ୍ତି ବିଭାଗ ଦାୟୀ । ଦୁର୍ଘଟଣା ସ୍ଥାନ ଅନୁଧ୍ୟାନ ପରେ ବ୍ରହ୍ମପୁର ମେନ୍ଦ୍ରାଜପୁରରେ ବସରେ ବିଦ୍ୟୁତ ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ଶକ୍ତି ବିଭାଗକୁ ଦାୟୀ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଗ୍ରାମ୍ୟ ଉନ୍ନୟନ ବିଭାଗର ସେମିତି…

ଖୁବଶୀଘ୍ର ବଜାରକୁ ଆସିବ ନୂଆ ଟଙ୍କିକିଆ ନୋଟ୍ । ନୋଟରେ ଦେଖିବାକୁ ମିଳିବ ଚାଷ କାର୍ଯ୍ୟର ଝଲକ ।

କନକ ବ୍ୟୁରୋ : ଖୁବଶୀଘ୍ର ବଜାରକୁ ଆସିବ ନୂଆ ଟଙ୍କିକିଆ ନୋଟ୍ । ନୂଆ ନୋଟରେ ଦେଖିବାକୁ ମିଳିବ ଚାଷ କାର୍ଯ୍ୟର ଝଲକ । ଏହି ନୂଆ ଏକ ଟଙ୍କିଆ ନୋଟରେ ଇଂରାଜୀରେ ଗଭର୍ଣ୍ଣମେଂଟ ଅଫ୍ ଇଣ୍ଡିଆ ଓ ହିନ୍ଦିରେ ଭାରତ ସରକାର ଲେଖା ରହିବ । ନୂଆ ନୋଟରେ ଅର୍ଥ ସଚିବ ଅତନୁ ଚକ୍ରବର୍ତୀଙ୍କ ଦ୍ୱିଭାଷୀ…