Daily Archives

February 13, 2020

ଘୁଂଚି ଘୁଂଚି ଯାଉଛି ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ । ଆସନ୍ତାକାଲି କେନ୍ଦ୍ର ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣୀ ।…

କନକ ବ୍ୟୁରୋ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ବିନୟ ଶର୍ମାହ ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିଦେଇଛନ୍ତି । ଗତ ମଙ୍ଗଳବାର ରାଜକ୍ଷମା ଖାରଜର ନ୍ୟାୟିକ ସମୀକ୍ଷା ପାଇଁ ବିନୟର ଓକିଲ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଯାହାର ଆଜି ଖାରଜ କରିଦେଇଛନ୍ତି…

ରାଜନୀତିରେ ଅପରାଧୀକରଣ ନେଇ ଚିନ୍ତା ବ୍ୟକ୍ତ କଲେ ସୁପ୍ରିମକୋର୍ଟ : ଦାଗୀ ପ୍ରାର୍ଥୀ ସମ୍ପର୍କିତ ସମସ୍ତ ସୂଚନା…

କନକ ବ୍ୟୁରୋ : ରାଜନୈତିକ ଦଳକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ତୁରନ୍ତ ସମସ୍ତ ଦାଗୀ ନେତାଙ୍କ ତାଲିକା ଦିଅ । ଅପରାଧିକ ସୂଚନାକୁ ସାର୍ବଜନୀନ କରାଯାଉ । ରାଜନୀତିରେ ଦାଗୀ ନେତାଙ୍କୁ ଦେଖି ଚିନ୍ତା ବ୍ୟକ୍ତ କରିଛନ୍ତି ଉଚ୍ଚତମ ନ୍ୟାୟାଳୟ । ସମସ୍ତ ରାଜନୈତିକ ଦଳ ନିଜ ନିଜ ୱେସାଇଟରେ…

କେନ୍ଦ୍ରାପଡାରେ ଦବିଲା ହରିଦାସପୁର-ପାରାଦ୍ୱୀପ ରେଳଲାଇନ ରାସ୍ତା : ମାଟି ଦବିବା ସହ ସୃଷ୍ଟି ହୋଇଛି ବଡ ବଡ ଫାଟ, ଘରର…

କନକ ବ୍ୟୁରୋ : କେନ୍ଦ୍ରାପଡାରେ ଦବିଲା ହରିଦାସପୁର-ପାରାଦ୍ୱୀପ ରେଳଲାଇନ ପାଇଁ ତିଆରି ହେଉଥିବା ରାସ୍ତା । ମାର୍ଶାଘାଇ ଗୋସେଇବନ୍ଧ ଗାଁ ନିକଟରେ ଏପରି କିଛି ଚିତ୍ର ଦେଖିବାକୁ ମିଳିଛି । ମାଟି ଦବିବା ସହ ରାସ୍ତାରେ ଦେଖିବାକୁ ମିଳିଛି ବଡ ବଡ ଫାଟ । କେବଳ ସେତିକି ନୁହଁ ଏହି ରେଳ ରାସ୍ତା…

ଚୀନରେ ‘କରୋନା’ର ଭୟଙ୍କର ସ୍ଥିତି: ୧୩ ଶହକୁ ଟପିଲା ମୃତ୍ୟୁ ସଂଖ୍ୟା; ଗୋଟିଏ ଦିନରେ ୨୪୨ ମୃତ୧୪ ହଜାରରୁ ଅଧିକ…

କନକ ବ୍ୟୁରୋ: ଚୀନରେ ଭୟଙ୍କର ରୂପ ଧାରଣ କରିଛି କରୋନା ଭୂତାଣୁ । ଗତକାଲି ଗୋଟିଏ ଦିନରେ ୨୪୨ ମୃତ୍ୟୁ ଓ ୧୪ ହଜାର ୮୪୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଭୂତାଣୁ ଚିହ୍ନଟ ହେବା ପରେ ଚୀନରେ ଗୋଟିଏ ଦିନରେ ଏତେ ସଂଖ୍ୟାରେ ମୃତ୍ୟୁ ସଂଖ୍ୟା ଦେଖିବାକୁ ମିଳିନଥିଲା । ଏତେ ମାତ୍ରାରେ…

ଧନ୍ୟ ତୁମେ ଚୀନବାସୀ…କରୋନା ଭାଇରସର ଭୟବହତା ପରେ ବି ସୁଧୁରିନାହାନ୍ତି ଲୋକେ । ଜୀଅନ୍ତା କୁକୁରକୁ ଝୁଣି ଝୁଣି…

କନକ ବ୍ୟୁରୋ : ଦିନକୁ ଦିନ ଅଧିକ ଭୟଙ୍କର ହେବାରେ ଲାଗିଛି କରୋନା ଭାଇରସ । ଏହି ଭୟଙ୍କର ଭାଇରସ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୧୩୦୦ ଟପିଯାଇଥିବା ବେଳେ ପାଖାପାଖି ୬୦ ହଜାର ଲୋକ ଏଥିରେ ସଂକ୍ରମିତ ହୋଇସାରିଲେଣି । ଚୀନରେ ସୃଷ୍ଟି ହୋଇଥିବା ଏହି ଭାଇରସ ସାରା ବିଶ୍ୱରେ ବ୍ୟାପୁଥିବା ବେଳେ ଚୀନରେ…

ଫୁଲବାଣୀ ଡ଼ାଙ୍ଗୁଲୁୁ ଗାଁରେ ଛେଳି ମଡ଼କ । ସପ୍ତାହକ ମଧ୍ୟରେ ଅଜଣା ରୋଗରେ ଗଲାଣି ଶହେରୁ ଅଧିକ ଛେଳିଙ୍କ ଜୀବନ

କନକ ବ୍ୟୁରୋ: ଫୁଲବାଣୀ ବ୍ଲକ କେରେଡ଼ି ପଂଚାୟତର ଡ଼ାଙ୍ଗୁଲୁୁ ଗାଁରେ ଛେଳି ମଡ଼କ । ସପ୍ତାହକ ମଧ୍ୟରେ ଗଲାଣି ଶହେରୁ ଅଧିକ ଛେଳିଙ୍କ ଜୀବନ । ପ୍ରତେକ ଦିନ ଅଜଣା ରୋଗରେ ଛେଳି ମରୁଥିବା ବେଳେ ପ୍ରାଣୀ ଚିକିତ୍ସା ବିଭାଗ ଏହାକୁ ଗୁରୁତର ସହ ନେଇନଥିବା ଅଭିଯୋଗ ହୋଇଛି । ଏତେ ସଂଖ୍ୟକ ଛେଳି କାହିଁକି…