Daily Archives

February 3, 2020

ବରଗଡରେ ଜୋର ଧରିଲା ସିଟି ହସ୍ପିଟାଲ ଦାବି । ମୁଖ୍ୟ ଡାକ୍ତରଖାନା ଆଗରେ ଧାରଣାରତ ଲୋକଙ୍କ ସହ ପୋଲିସ ମୁହାଁମୁହିଁ,…

କନକ ବ୍ୟୁରୋ: ବରଗଡରେ ଜୋର ଧରିଲା ସିଟି ହସ୍ପିଟାଲ ଦାବି । ମୁଖ୍ୟ ଡାକ୍ତରଖାନା ଆଗରେ ରାସ୍ତା ଉପରେ ଧାରଣା ଦେଲେ ହଜାର ହଜାର ସଂଖ୍ୟାରେ ବରଗଡ ସହରବାସୀ । ବରଗଡରେ ସିଟି ହସପିଟାଲ ଦାବିରେ  ସ୍ଥାନୀୟ ଲୋକେ  ମୁଖ୍ୟ ହସପିଟାଲ ସାମ୍ନାରେ ବସି ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।…

ଅଦିନିଆ ରଥଯାତ୍ରାକୁ ନେଇ ବଢ଼ୁଛି ଅସନ୍ତୋଷ । ସଂସ୍କୃତି ମନ୍ତ୍ରୀ କହିଲେ, ସରକାରଙ୍କ ଜ୍ଞାତ ସାରରେ ରହିଛି ପ୍ରସଙ୍ଗ,…

କନକ ବ୍ୟୁରୋ: ମୁମ୍ବାଇରେ ଅଦିନିଆ ରଥଯାତ୍ରା ନେଇ ବଢ଼ୁଛି ଅସନ୍ତୋଷ । ଏନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ସେ କହିଛନ୍ତି ଏହି ପ୍ରସଙ୍ଗ ସରକାରଙ୍କ ଜ୍ଞାତ ସାରରେ ଅଛି । ଜଗନ୍ନାଥ ସଂସ୍କୃତି ପ୍ରତି କୁଠାର ଘାତ । ତେବେ ବାହାର…

କଟକ ଏସସିବିରେ କରୋନା ସନ୍ଦିଗ୍ଧ । ଚାଇନା ଭାଇରସ୍ ଆକ୍ରାନ୍ତ ସନ୍ଦେହରେ ଚାଲିଛି ଦୁଇ ଜଣଙ୍କ ଚିକିତ୍ସା ।…

କନକ ବ୍ୟୁରୋ: କରୋନା ଭାଇରସରେ ଆକ୍ରାନ୍ତ ସନ୍ଦେହରେ କଟକ ବଡ ମେଡିକାଲରେ ଚାଲିଛି ଦୁଇ ଜଣଙ୍କ ଚିକିତ୍ସା । ଚୀନର ଉହାନରୁ ଫେରିଥିବା ଛାତ୍ରୀଙ୍କୁ ଏସସିବିରେ କରୋନା ଆକ୍ରାନ୍ତଙ୍କ ପାଇଁ ଖୋଲାଯାଇଥିବା ଆଇସୋଲେସନ ୱାର୍ଡରେ ଭର୍ତି କରାଯାଇଛି । ତାଙ୍କ ରକ୍ତ ଓ ଲାଳର ନମୁନା ସଂଗ୍ରହ କରାଯାଇ…

ଖଣ୍ଡଗିରି ଛକରେ ଟ୍ରାଫିକ ଜାମ । ଭିଡରେ ଫସିଲା ୧୦୮ ଆମ୍ବୁଲାନ୍ସ

କନକ ବ୍ୟୁରୋ: ଖଣ୍ଡଗିରି ଛକରେ ଟ୍ରାଫିକ ଜାମ । ଭିଡ ଭିତରେ ଫସିଲା ଆମ୍ବୁଲାନ୍ସ । ସାଇରନ୍ ମାରୁଥିଲେ ବି ଗହଳି ଭିତରୁ ବାହାରି ପାରୁନି, ବାଧ୍ୟ ହୋଇ ଅନ୍ୟ ଗାଡି ପଛେ ପଛେ ଗଲା ୧୦୮ ଆମ୍ବୁଲାନ୍ସ । ତେବେ ବଡ କଥା ହେଉଛି ଖଣ୍ଡଗିରି ଛକରେ ଦୀର୍ଘଦିନ ହେବ ଜାରି ରହିଛି ଫ୍ଲାଏ ଓଭର ନିର୍ମାଣ…

ବିଏମସିର ବେଆଇନ କଲ୍ୟାଣ ମଣ୍ଡପ ସିଲ ଅଭିଯାନ ଆରମ୍ଭ : ସହିଦନଗରରେ ଥିବା ପାଲାଡିୟମ କୋଟେୟାଡ ମଣ୍ଡପ ସିଲ କଲା ବିଡିଏ,…

କନକ ବ୍ୟୁରୋ : ଭୁବନେଶ୍ୱରରେ ଆରମ୍ଭ ହେଲା କଲ୍ୟାଣ ମଣ୍ଡପ ସିଲ୍ ଅଭିଯାନ । ସହିଦନଗର ପାଲାଡିୟମ କୋଟୟାର୍ଡ ମଣ୍ଡପ ସିଲ କରିଛି ବିଏମସି ଓ ବିଡିଏର ସ୍ୱତନ୍ତ୍ର ସ୍କାର୍ଡ । ଏହି କଲ୍ୟାଣ ମଣ୍ଡପ ବିଏମସି ଓ ବିଡିଏର ଗାଇଡଲାଇନକୁ ଉଲ୍ଲଂଘନ କରିଥିବା ଜଣାପଡିବା ପରେ ତାକୁ ସିଲ କରାଯାଇଥିବା…

ଆଉ ରହିବନି ପାନକାର୍ଡ ଚିନ୍ତା…ଏଣିକି ଆଧାର ଦେଖାଇଲେ ତୁରନ୍ତ ମିଳିଯିବ ପାନ ନମ୍ବର…ବଜେଟରେ…

କନକ ବ୍ୟୁରୋ: ଯଦି ଆପଣଙ୍କ ନିକଟରେ ଆଧାର ନମ୍ବର ରହିଛି ତେବେ ଅତି ସହଜରେ ଆପଣ ପାଇପାରିବେ ପର୍ମାନେଂଟ ଆକାଉଂଟ ନମ୍ବର ତଥା ପାନ କାର୍ଡ । ଏକଥା ଆମେ କହୁଁନୁ ବରଂ ଶନିବାର ବଜେଟ ଉପସ୍ଥାପନ କରିବା ସମୟରେ ଏଭଳି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ କହିଛନ୍ତି…